ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ବିନା ଲିଖିତ ପରୀକ୍ଷାରେ କରାଯିବ ଚୟନ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ସେନାରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ସେନାରେ ଯୋଗ ଦେଇ ଦେଶ ସେବା କରିବାର ସୁଯୋଗ ଖୋଜୁଥିବା ଯୁବକ ଓ ଯୁବତୀମାନଙ୍କ ପାଇଁ ସର୍ବୋତ୍ତମ ସୁଯୋଗ ଆସିଛି । ବିଜ୍ଞପ୍ତି ଅନୁଯାୟୀ ଉକ୍ତ ନିଯୁକ୍ତି ଗୁଡିକ  Technical ବା ବୈଷୟିକ ପାଇଁ ଉଦ୍ଦିଷ୍ଟ। ସମୁଦାୟ ୧୯୧ ଟି ପଦବୀ ପାଇଁ ଆର୍ମି ନିଯୁକ୍ତିର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।  ପ୍ରାର୍ଥୀମାନେ ୬ ଏପ୍ରିଲ ୨୦୨୨  ପର୍ଯ୍ୟନ୍ତ  joinindianarmy.nic.in ୱେବସାଇଟକୁ ଯାୟୀ ଅନଲାଇନରେ […]

ନୂଆଦିଲ୍ଲୀ: ଭାରତୀୟ ସେନାରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ସେନାରେ ଯୋଗ ଦେଇ ଦେଶ ସେବା କରିବାର ସୁଯୋଗ ଖୋଜୁଥିବା ଯୁବକ ଓ ଯୁବତୀମାନଙ୍କ ପାଇଁ ସର୍ବୋତ୍ତମ ସୁଯୋଗ ଆସିଛି । ବିଜ୍ଞପ୍ତି ଅନୁଯାୟୀ ଉକ୍ତ ନିଯୁକ୍ତି ଗୁଡିକ  Technical ବା ବୈଷୟିକ ପାଇଁ ଉଦ୍ଦିଷ୍ଟ। ସମୁଦାୟ ୧୯୧ ଟି ପଦବୀ ପାଇଁ ଆର୍ମି ନିଯୁକ୍ତିର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।  ପ୍ରାର୍ଥୀମାନେ ୬ ଏପ୍ରିଲ ୨୦୨୨  ପର୍ଯ୍ୟନ୍ତ  joinindianarmy.nic.in ୱେବସାଇଟକୁ ଯାୟୀ ଅନଲାଇନରେ ଆବେଦନ କରିପାରିବେ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଭାରତୀୟ ସେନା ନିଯୁକ୍ତିର ଯୋଗ୍ୟତା ମାନଦଣ୍ଡ 

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଭାରତୀୟ ସେନା SSC (ଟେକ୍) ନିଯୁକ୍ତି ୨୦୨୨ ପାଇଁ ଆବେଦନ କରିବାକୁ ଇଛୁକ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟାନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ପ୍ରଯୁଜ୍ୟ କ୍ଷେତ୍ରରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଉଚିତ୍।  ଅନ୍ତିମ ବର୍ଷର ଶେଷ ସେମିଷ୍ଟର ବାକିଥିବା ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ। ହେଲେ ସେମାନେ ଧ୍ୟାନ ଦେବା ଉଚିତ୍ ଯେ, ଯଦି ସେମାନେ ମନୋନୀତ ହୁଅନ୍ତି ତେବେ ସେମାନଙ୍କୁ ଅକ୍ଟୋବର ୧ ତାରିଖ ୨୦୨୨ ସୁଦ୍ଧା ସେମାନଙ୍କ ଡିଗ୍ରୀର ଏକ କପି ଦାଖଲ କରିବାକୁ ପଡିବ। ଏହା ବ୍ୟତୀତ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୭ ବର୍ଷ ମଧ୍ୟରେ ହେବା ଉଚିତ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଲିଖିତ ପରୀକ୍ଷା ବିନା ଭାରତୀୟ ସେନା ନିଯୁକ୍ତି ଚୟନ 
ସେବା ଚୟନ ବୋର୍ଡ (SSB) ଭାରତୀୟ ସେନା SSC (ଟେକ୍) ନିଯୁକ୍ତି ୨୦୨୨ ପାଇଁ ଆବେଦନକାରୀଙ୍କୁ ବାଛିବା ପାଇଁ ଏକ ପାଞ୍ଚ ଦିନିଆ ସାକ୍ଷାତକାର ପ୍ରକ୍ରିୟା କରିବ। ଏହି ସାକ୍ଷାତକାର ପାଇଁ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରିବା ପାଇଁ ଯୋଗ୍ୟତା ଡିଗ୍ରୀ ମାର୍କ ବ୍ୟବହାର କରାଯିବ। ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଯୋଗ୍ୟତା ଆଧାରରେ ଡକାଯିବ। ସଫଳ ପ୍ରାର୍ଥୀମାନଙ୍କର ଡାକ୍ତରୀ ପରୀକ୍ଷା କରିଯିବ ।

12 Mar 2022 By The Sakala

ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ବିନା ଲିଖିତ ପରୀକ୍ଷାରେ କରାଯିବ ଚୟନ

ନୂଆଦିଲ୍ଲୀ: ଭାରତୀୟ ସେନାରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ସେନାରେ ଯୋଗ ଦେଇ ଦେଶ ସେବା କରିବାର ସୁଯୋଗ ଖୋଜୁଥିବା ଯୁବକ ଓ ଯୁବତୀମାନଙ୍କ ପାଇଁ ସର୍ବୋତ୍ତମ ସୁଯୋଗ ଆସିଛି । ବିଜ୍ଞପ୍ତି ଅନୁଯାୟୀ ଉକ୍ତ ନିଯୁକ୍ତି ଗୁଡିକ  Technical ବା ବୈଷୟିକ ପାଇଁ ଉଦ୍ଦିଷ୍ଟ। ସମୁଦାୟ ୧୯୧ ଟି ପଦବୀ ପାଇଁ ଆର୍ମି ନିଯୁକ୍ତିର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।  ପ୍ରାର୍ଥୀମାନେ ୬ ଏପ୍ରିଲ ୨୦୨୨  ପର୍ଯ୍ୟନ୍ତ  joinindianarmy.nic.in ୱେବସାଇଟକୁ ଯାୟୀ ଅନଲାଇନରେ ଆବେଦନ କରିପାରିବେ।

ଭାରତୀୟ ସେନା ନିଯୁକ୍ତିର ଯୋଗ୍ୟତା ମାନଦଣ୍ଡ 

ଭାରତୀୟ ସେନା SSC (ଟେକ୍) ନିଯୁକ୍ତି ୨୦୨୨ ପାଇଁ ଆବେଦନ କରିବାକୁ ଇଛୁକ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟାନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ପ୍ରଯୁଜ୍ୟ କ୍ଷେତ୍ରରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଉଚିତ୍।  ଅନ୍ତିମ ବର୍ଷର ଶେଷ ସେମିଷ୍ଟର ବାକିଥିବା ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ। ହେଲେ ସେମାନେ ଧ୍ୟାନ ଦେବା ଉଚିତ୍ ଯେ, ଯଦି ସେମାନେ ମନୋନୀତ ହୁଅନ୍ତି ତେବେ ସେମାନଙ୍କୁ ଅକ୍ଟୋବର ୧ ତାରିଖ ୨୦୨୨ ସୁଦ୍ଧା ସେମାନଙ୍କ ଡିଗ୍ରୀର ଏକ କପି ଦାଖଲ କରିବାକୁ ପଡିବ। ଏହା ବ୍ୟତୀତ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୭ ବର୍ଷ ମଧ୍ୟରେ ହେବା ଉଚିତ।

ଲିଖିତ ପରୀକ୍ଷା ବିନା ଭାରତୀୟ ସେନା ନିଯୁକ୍ତି ଚୟନ 
ସେବା ଚୟନ ବୋର୍ଡ (SSB) ଭାରତୀୟ ସେନା SSC (ଟେକ୍) ନିଯୁକ୍ତି ୨୦୨୨ ପାଇଁ ଆବେଦନକାରୀଙ୍କୁ ବାଛିବା ପାଇଁ ଏକ ପାଞ୍ଚ ଦିନିଆ ସାକ୍ଷାତକାର ପ୍ରକ୍ରିୟା କରିବ। ଏହି ସାକ୍ଷାତକାର ପାଇଁ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରିବା ପାଇଁ ଯୋଗ୍ୟତା ଡିଗ୍ରୀ ମାର୍କ ବ୍ୟବହାର କରାଯିବ। ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଯୋଗ୍ୟତା ଆଧାରରେ ଡକାଯିବ। ସଫଳ ପ୍ରାର୍ଥୀମାନଙ୍କର ଡାକ୍ତରୀ ପରୀକ୍ଷା କରିଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର