‘ମୋ ପୁଅ ରାଜ ଧର୍ମକୁ ଅନୁସରଣ କରିବ, ମୁଁ ରାଷ୍ଟ୍ର ଧର୍ମ ଅନୁସରଣ କରିବି’

The Sakala Picture
Published On

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା ଓ ତାଙ୍କ ପୁଅ ଜୟନ୍ତ ସିହ୍ନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜୟନ୍ତ ନିଜ ବାପାଙ୍କୁ ସମର୍ଥନ କରିବେ ନା ପାର୍ଟିକୁ ସମର୍ଥନ କରିବେ ସେ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। କାରଣ ଜୟନ୍ତ ହେଉଛନ୍ତି ବିଜେପିର ସାଂସଦ। ସେ ବାପାଙ୍କ ସପକ୍ଷରେ ଭୋଟ୍ ଦେବେ ନା ପାର୍ଟି ଲାଇନରେ ଚାଲିବେ ତାକୁ ନେଇ ରାଜନୈତିକ ମହଲରେ ବଡ ଚର୍ଚ୍ଚା ଚାଲିଛି। […]

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା ଓ ତାଙ୍କ ପୁଅ ଜୟନ୍ତ ସିହ୍ନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜୟନ୍ତ ନିଜ ବାପାଙ୍କୁ ସମର୍ଥନ କରିବେ ନା ପାର୍ଟିକୁ ସମର୍ଥନ କରିବେ ସେ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। କାରଣ ଜୟନ୍ତ ହେଉଛନ୍ତି ବିଜେପିର ସାଂସଦ। ସେ ବାପାଙ୍କ ସପକ୍ଷରେ ଭୋଟ୍ ଦେବେ ନା ପାର୍ଟି ଲାଇନରେ ଚାଲିବେ ତାକୁ ନେଇ ରାଜନୈତିକ ମହଲରେ ବଡ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଯଶଓ୍ଵନ୍ତ ସିହ୍ନା କହିଛନ୍ତି ଯେ, ପୁଅ ରାଜ ଧର୍ମ ପାଳନ କରିବ ଏବଂ ମୁଁ ରାଷ୍ଟ୍ର ଧର୍ମ ପାଳନ କରିବି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଯଶଓ୍ଵନ୍ତ ସିହ୍ନା କହିଛନ୍ତି ଯେ, ସେ ନିଜର ପୁଅ ତଥା ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କ ସମର୍ଥନ ନମିଳିବାକୁ ନେଇ କୌଣସି ଧର୍ମ ସଙ୍କଟ ନାହିଁ। ସେ ନିଜର ରାଜଧର୍ମ ପାଳନ କରୁଛି, ମୁଁ ନିଜର ରାଷ୍ଟ୍ର ଧର୍ମ ପାଳନ କରିବି। ଏହି ନିର୍ବାଚନ କେବଳ ଭାରତର ରାଷ୍ଟ୍ରପତି ନିର୍ବାଚନ ନୁହେଁ, କ୍ଷମତାବାଦୀ ନୀତିର ବିରୋଧ ଦିଗରେ ଏକ ପଦକ୍ଷେପ। ଏହି ନିର୍ବାଚନ ଭାରତୀୟବାସୀଙ୍କ ପାଇଁ ଏକ ସନ୍ଦେଶ ଯେ, ସେମାନେ ଏହି ନୀତିର ବିରୋଧ କରିବା ଉଚିତ୍।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର