ଆଫ୍ରିକାରେ ମିଳିଲା ପୃଥିବୀର ତୃତୀୟ ସର୍ବବୃହତମ ହୀରା !

The Sakala Picture
Published On

ନୂଆଦିଲ୍ଲୀ: ଆଫ୍ରିକାର ବୋତ୍ସାନାରେ ମିଳିଛି ଦୁନିଆର ତୃତୀୟ ସର୍ବବୃହତମ ହୀରା । ୧୦୯୮ କ୍ୟାରେଟର ଏକ ମୂଲ୍ୟବାନ ପଥର ଏଠାରେ ଖୋଳାଯିବା ବେଳେ ମିଳିଥିଲା । ଏହାକୁ ସଫା କରାଯିବା ପରେ ଏହା ଦୁର୍ଲଭ ଶ୍ରେଣୀର ହୀରା ବୋଲି ଜଣାପଡିଥିଲା । ବୁଧବାର ଦେବସ୍ୱାନା ଡାଇମଣ୍ଡ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଲାଇନେଟ ଆର୍ମଷ୍ଟ୍ରଙ୍ଗ ଏହି ସୂଚନା ଦେଇଥିଲେ । ସେଠାକାର ରାଷ୍ଟ୍ରପତି ମୋକେଗୱିଟିସ ମାସିସିଙ୍କୁ ଏହି ମୂଲ୍ୟବାନ ହୀରା ଦେଖା ଯାଇଥିଲା । ପୃଥିବୀର ସବୁଠାରୁ ବୃହତମ […]

ନୂଆଦିଲ୍ଲୀ: ଆଫ୍ରିକାର ବୋତ୍ସାନାରେ ମିଳିଛି ଦୁନିଆର ତୃତୀୟ ସର୍ବବୃହତମ ହୀରା । ୧୦୯୮ କ୍ୟାରେଟର ଏକ ମୂଲ୍ୟବାନ ପଥର ଏଠାରେ ଖୋଳାଯିବା ବେଳେ ମିଳିଥିଲା । ଏହାକୁ ସଫା କରାଯିବା ପରେ ଏହା ଦୁର୍ଲଭ ଶ୍ରେଣୀର ହୀରା ବୋଲି ଜଣାପଡିଥିଲା । ବୁଧବାର ଦେବସ୍ୱାନା ଡାଇମଣ୍ଡ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଲାଇନେଟ ଆର୍ମଷ୍ଟ୍ରଙ୍ଗ ଏହି ସୂଚନା ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ସେଠାକାର ରାଷ୍ଟ୍ରପତି ମୋକେଗୱିଟିସ ମାସିସିଙ୍କୁ ଏହି ମୂଲ୍ୟବାନ ହୀରା ଦେଖା ଯାଇଥିଲା । ପୃଥିବୀର ସବୁଠାରୁ ବୃହତମ ହୀରା ଦକ୍ଷିଣ ଆଫ୍ରିକାରେ ୧୯୦୫ରେ ମିଳିଥିଲା । ଏହା ୩୧୦୬ କ୍ୟାରେଟ କୁଲିନାନ ହୀରା ଥିଲା । ୨୦୧୫ରେ ବୋତ୍ସାନାରେ ୧୧୦୯ କ୍ୟାରେଟ ଳେସେଡି ଲା ରୋନା ଶ୍ରେଣୀର ଥିଲା । ଏବେ ମିଳିଥିବା ହୀରାର ନାମ ଏବଂ ଶ୍ରେଣୀ ପ୍ରକାଶ କରାଯାଇ ନାହିଁ ।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

17 Jun 2021 By The Sakala

ଆଫ୍ରିକାରେ ମିଳିଲା ପୃଥିବୀର ତୃତୀୟ ସର୍ବବୃହତମ ହୀରା !

ନୂଆଦିଲ୍ଲୀ: ଆଫ୍ରିକାର ବୋତ୍ସାନାରେ ମିଳିଛି ଦୁନିଆର ତୃତୀୟ ସର୍ବବୃହତମ ହୀରା । ୧୦୯୮ କ୍ୟାରେଟର ଏକ ମୂଲ୍ୟବାନ ପଥର ଏଠାରେ ଖୋଳାଯିବା ବେଳେ ମିଳିଥିଲା । ଏହାକୁ ସଫା କରାଯିବା ପରେ ଏହା ଦୁର୍ଲଭ ଶ୍ରେଣୀର ହୀରା ବୋଲି ଜଣାପଡିଥିଲା । ବୁଧବାର ଦେବସ୍ୱାନା ଡାଇମଣ୍ଡ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଲାଇନେଟ ଆର୍ମଷ୍ଟ୍ରଙ୍ଗ ଏହି ସୂଚନା ଦେଇଥିଲେ ।

ସେଠାକାର ରାଷ୍ଟ୍ରପତି ମୋକେଗୱିଟିସ ମାସିସିଙ୍କୁ ଏହି ମୂଲ୍ୟବାନ ହୀରା ଦେଖା ଯାଇଥିଲା । ପୃଥିବୀର ସବୁଠାରୁ ବୃହତମ ହୀରା ଦକ୍ଷିଣ ଆଫ୍ରିକାରେ ୧୯୦୫ରେ ମିଳିଥିଲା । ଏହା ୩୧୦୬ କ୍ୟାରେଟ କୁଲିନାନ ହୀରା ଥିଲା । ୨୦୧୫ରେ ବୋତ୍ସାନାରେ ୧୧୦୯ କ୍ୟାରେଟ ଳେସେଡି ଲା ରୋନା ଶ୍ରେଣୀର ଥିଲା । ଏବେ ମିଳିଥିବା ହୀରାର ନାମ ଏବଂ ଶ୍ରେଣୀ ପ୍ରକାଶ କରାଯାଇ ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର