ମନୋରଞ୍ଜନ
ଓଡ଼ିଶା
ଆଣ୍ଟାର୍କଟିକାରେ ଭାଙ୍ଗିଲା ବିଶ୍ୱର ବୃହତ୍ତମ ଆଇସବର୍ଗ
ଆଣ୍ଟାର୍କଟିକାରୁ ବିଶ୍ୱର ସର୍ବବୃହତ ଆଇସବର୍ଗ ଭାଙ୍ଗିଛି, ଯାହାକି ମ୍ୟାନହଟାନର 80 ଗୁଣରୁ ଅଧିକ ହେବ ଏହି ବିଶାଳ ବରଫ ଖଣ୍ଡର ଆକାର । ବୁଧବାର ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA) କହିଛି ଯେ ଆଣ୍ଟାର୍କଟିକାର ୱେଡେଲ ସାଗରରେ ଥିବା ରୋନ୍ ଆଇସ୍ ସେଲର ପଶ୍ଚିମ ପାର୍ଶ୍ୱକୁ ବରଫ ଭାଙ୍ଗିଛି। ଆଇସବର୍ଗ ଏକ ବିଶାଳ ଇରୋନିଂ ବୋର୍ଡ ଆକୃତିର, ଏହାର ଲମ୍ବ ପ୍ରାୟ 170 କିଲୋମିଟର (105 ମାଇଲ) ଏବଂ ପ୍ରସ୍ଥ 25 କିଲୋମିଟର (15.5 ମାଇଲ) | […]
ଆଣ୍ଟାର୍କଟିକାରୁ ବିଶ୍ୱର ସର୍ବବୃହତ ଆଇସବର୍ଗ ଭାଙ୍ଗିଛି, ଯାହାକି ମ୍ୟାନହଟାନର 80 ଗୁଣରୁ ଅଧିକ ହେବ ଏହି ବିଶାଳ ବରଫ ଖଣ୍ଡର ଆକାର । ବୁଧବାର ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA) କହିଛି ଯେ ଆଣ୍ଟାର୍କଟିକାର ୱେଡେଲ ସାଗରରେ ଥିବା ରୋନ୍ ଆଇସ୍ ସେଲର ପଶ୍ଚିମ ପାର୍ଶ୍ୱକୁ ବରଫ ଭାଙ୍ଗିଛି। ଆଇସବର୍ଗ ଏକ ବିଶାଳ ଇରୋନିଂ ବୋର୍ଡ ଆକୃତିର, ଏହାର ଲମ୍ବ ପ୍ରାୟ 170 କିଲୋମିଟର (105 ମାଇଲ) ଏବଂ ପ୍ରସ୍ଥ 25 କିଲୋମିଟର (15.5 ମାଇଲ) |
ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍
ଜଳବାୟୁ ପରିବର୍ତନ ଏବଂ ଉତପ୍ତ ପରିବେଶ ନକରାତ୍ମକ ପ୍ରଭାବ ଧିରେ ଧିରେ ପଡିବା ଆରମ୍ଭ କରିଲାଣି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ସର୍ବଦା ବରଫ ଚାଦରରେ ଢ଼ାଙ୍କିହୋଇ ରହିଥିବା ଆର୍ଟାକାଟିକାରେ ମଧ୍ୟ ଏହା ତରଳିବା ଆରମ୍ଭ କରିଛି । ନିକଟରେ ଏଠାରେ ଥିବା ବିଶ୍ୱର ସବୁଠାରୁ ବଡ ହିମଖଣ୍ଡ ଭାଙ୍ଗିଯାଇଛି । ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁସାରେ ୧୮୮୦ ପରଠାରୁ ସମୁଦ୍ର ସ୍ତର ୯ ଇଂଚ ବଢ଼ିଯାଇଛି ।






