ଚିନ୍ତା ବଢାଇଲା କରୋନାର ନୂଆ ଭାରିଆଣ୍ଟ XE, ଓମିକ୍ରନ ଠାରୁ ୧୦ଗୁଣ ଭୟଙ୍କର

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ଯା ହ୍ରାସ ପାଉଥିବାବେଳେ ପୁଣି ଏକ ନୂଆ ଭାରିଆଣ୍ଟା ଚିନ୍ତା ବଢାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କରୋନା ଭାଇରସ୍‌ର ନୂଆ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ ଏକ୍ସଇ (XE) ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଛି। ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ର ସବ୍‌ ଭ୍ୟାରିଏଣ୍ଟ ବିଏ.୨ ତୁଳନାରେ ପାଖାପାଖି ୧୦ ଗୁଣ ଅଧିକ ସଂକ୍ରାମକ ହୋଇପାରେ। ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏ ନେଇ ଚିନ୍ତା ବ୍ୟକ୍ତ କରିଛି। XE ଓମିକ୍ରନ୍‌ର ଦୁଇଟି […]

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ଯା ହ୍ରାସ ପାଉଥିବାବେଳେ ପୁଣି ଏକ ନୂଆ ଭାରିଆଣ୍ଟା ଚିନ୍ତା ବଢାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କରୋନା ଭାଇରସ୍‌ର ନୂଆ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ ଏକ୍ସଇ (XE) ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଛି। ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ର ସବ୍‌ ଭ୍ୟାରିଏଣ୍ଟ ବିଏ.୨ ତୁଳନାରେ ପାଖାପାଖି ୧୦ ଗୁଣ ଅଧିକ ସଂକ୍ରାମକ ହୋଇପାରେ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏ ନେଇ ଚିନ୍ତା ବ୍ୟକ୍ତ କରିଛି। XE ଓମିକ୍ରନ୍‌ର ଦୁଇଟି ସବ୍‌ ଲିନେଜ୍‌ ବିଏ.୧ ଓ ବିଏ.୨ର ସବ ଭାରିଆଣ୍ଟ ମ୍ୟୁଟେସନ୍ ଦ୍ୱାରା ଗଠିତ |। ଡବ୍ଲ୍ୟୁଏଚ୍‌ଓର ରିପୋର୍ଟ ମୁତାବକ, ଯେବେ ଯାଏଁ ଏହାର ଟ୍ରାନ୍ସମିଶନ ରେଟ୍‌ ଓ ରୋଗର ଲକ୍ଷଣରେ ଆଖିଦୃଶିଆ ପରିବର୍ତ୍ତନ ନଜର ଆସିନାହିଁ, ସେତେବେଳ ପର୍ଯ୍ଯନ୍ତ ଓମିକ୍ରନ୍‌ ଭ୍ୟାରିଏଣ୍ଟ ସହ ହିଁ ଏହାକୁ ଯୋଡ଼ାଯିବ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ସୂଚନା ଅନୁଯାୟୀ,  ୟୁକେରେ ୬୦୦ରୁ ଊର୍ଦ୍ଧ୍ୱ XE ମାମଲା ସାମ୍ନାକୁ ଆସିସାରିଲାଣି। ଏଣୁ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର