ପଶ୍ଚିମବଙ୍ଗରେ ବଢିଲା ଲକଡାଉନ ଅବଧି, ଜୁଲାଇ ୧୫ ଯାଏ ରହିବ କଟକଣା

The Sakala Picture
Published On

ନୂଆଦିଲ୍ଲୀ: କରୋନା ସଂକ୍ରମଣ  ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ପଶ୍ଚିମବଙ୍ଗ ସରକାର ଜୁଲାଇ ୧୫ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଲକଡାଉନରେ ସାମାନ୍ଯ କୋହଳ କରାଯାଇଛି। -ଏହି ଲକଡାଉନ ସମୟରେ ସମସ୍ତ ବିୟୁଟି ପାର୍ଲର ସେଲୁନ୍ ଗୁଡିକ ଦିନ ୧୧ ଟାରୁ ୬ଟା ଯାଏଁ ଖୋଲା ରହିବ। -୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଆଫିସ କାର୍ଯ୍ଯ ଚାଲିବ। ସମସ୍ତ କର୍ମଚାରୀଙ୍କୁ ଟିକାକରଣ କରିବାକୁ ପଡିବ। ଅଫିସ ଗୁଡିକ ସକାଳ ୧୦ରୁ […]

ନୂଆଦିଲ୍ଲୀ: କରୋନା ସଂକ୍ରମଣ  ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ପଶ୍ଚିମବଙ୍ଗ ସରକାର ଜୁଲାଇ ୧୫ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଲକଡାଉନରେ ସାମାନ୍ଯ କୋହଳ କରାଯାଇଛି।

ଆହୁରି ପଢ଼ନ୍ତୁ: ଲୋକସଭାରେ କାଟ୍ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍; ମିଳିଲାନି ଆବଶ୍ୟକ ସମର୍ଥନ, କମ୍‌ ପଡ଼ିଲା ୫୪ ଭୋଟ୍‌

-ଏହି ଲକଡାଉନ ସମୟରେ ସମସ୍ତ ବିୟୁଟି ପାର୍ଲର ସେଲୁନ୍ ଗୁଡିକ ଦିନ ୧୧ ଟାରୁ ୬ଟା ଯାଏଁ ଖୋଲା ରହିବ।

ଆହୁରି ପଢ଼ନ୍ତୁ: ଭାରତ ଏବଂ ଚୀନ୍‌କୁ 'ନର୍କ' କହିଲେ ଟ୍ରମ୍ପ! ଜନ୍ମଗତ ନାଗରିକତ୍ୱକୁ ନେଇ କଲେ ବିବାଦୀୟ ପୋଷ୍ଟ

-୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଆଫିସ କାର୍ଯ୍ଯ ଚାଲିବ। ସମସ୍ତ କର୍ମଚାରୀଙ୍କୁ ଟିକାକରଣ କରିବାକୁ ପଡିବ। ଅଫିସ ଗୁଡିକ ସକାଳ ୧୦ରୁ ୪ଟା ଯାଏ ଖୋଲାରହିବ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୯୨% ମତଦାନ, ଏହି ଭୋଟ୍ ସୁନାମି ବିଜେପି ନା ମମତା କାହାକୁ ଦେବ ଫାଇଦା?

-ସମସ୍ତ ବଜାର ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ଖୋଲିବ। ଅନ୍ୟ ସମସ୍ତ ଦୋକାନଗୁଡିକ ଦିନ ୧୧ଟାରୁ ରାତି ୮ଟା ଯାଏଁ ଖୋଲା ରହିବ।

-ଜିମ୍ ଗୁଡିକ ୫୦ ପ୍ରତିଶତ କ୍ଷମତା ସହିତ ଖୋଲା ରହିବ। ସକାଳ ୬ରୁ -୧୦ ଏବଂ ଅପରାହ୍ନ ୪ଟାରୁ – ରାତି ୮ଟା ଯାଏଁ ଖୋଲା ରହିବ।

-ଘରୋଇ ଏବଂ ସରକାରୀ ବସ୍ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିପାରିବ ।

28 Jun 2021 By The Sakala

ପଶ୍ଚିମବଙ୍ଗରେ ବଢିଲା ଲକଡାଉନ ଅବଧି, ଜୁଲାଇ ୧୫ ଯାଏ ରହିବ କଟକଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣ  ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ପଶ୍ଚିମବଙ୍ଗ ସରକାର ଜୁଲାଇ ୧୫ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଲକଡାଉନରେ ସାମାନ୍ଯ କୋହଳ କରାଯାଇଛି।

-ଏହି ଲକଡାଉନ ସମୟରେ ସମସ୍ତ ବିୟୁଟି ପାର୍ଲର ସେଲୁନ୍ ଗୁଡିକ ଦିନ ୧୧ ଟାରୁ ୬ଟା ଯାଏଁ ଖୋଲା ରହିବ।

-୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଆଫିସ କାର୍ଯ୍ଯ ଚାଲିବ। ସମସ୍ତ କର୍ମଚାରୀଙ୍କୁ ଟିକାକରଣ କରିବାକୁ ପଡିବ। ଅଫିସ ଗୁଡିକ ସକାଳ ୧୦ରୁ ୪ଟା ଯାଏ ଖୋଲାରହିବ।

-ସମସ୍ତ ବଜାର ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ଖୋଲିବ। ଅନ୍ୟ ସମସ୍ତ ଦୋକାନଗୁଡିକ ଦିନ ୧୧ଟାରୁ ରାତି ୮ଟା ଯାଏଁ ଖୋଲା ରହିବ।

-ଜିମ୍ ଗୁଡିକ ୫୦ ପ୍ରତିଶତ କ୍ଷମତା ସହିତ ଖୋଲା ରହିବ। ସକାଳ ୬ରୁ -୧୦ ଏବଂ ଅପରାହ୍ନ ୪ଟାରୁ – ରାତି ୮ଟା ଯାଏଁ ଖୋଲା ରହିବ।

-ଘରୋଇ ଏବଂ ସରକାରୀ ବସ୍ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିପାରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର