ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବିଜେପିରେ ସାମିଲ ହୋଇପାରନ୍ତି ମିଥୁନ ଚକ୍ରବର୍ତ୍ତୀ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗର ନିର୍ବାଚନ ଯୁଦ୍ଧରେ ଜିତିବା ପାଇଁ ନିଜର ପ୍ରବଳ ଶକ୍ତି ବ୍ୟବହାର କରୁଥିବା ବିଜେପି ମଧ୍ୟ ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସମର୍ଥନ ପାଇପାରେ। ମିଥୁନ ଦା’ ପୁଣି ଥରେ ବିଜେପି ଯିବେ ବୋଲି କଳ୍ପନା ଜଳ୍ପନା ତୀବ୍ର ହୋଇଛି। ଏ ସଂପର୍କରେ ବିଜେପି ସାଂସଦ ତଥା ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂହ ଶୁକ୍ରବାର କହିଛନ୍ତି ଯେ,  ଯଦି ମିଥୁନ ଚକ୍ରବର୍ତ୍ତୀ ଆସନ୍ତି ତେବେ ଏହା ଉଭୟ ବଙ୍ଗଳା ଏବଂ ଆମ ଦଳ ପାଇଁ […]

କୋଲକାତା: ପଶ୍ଚିମବଙ୍ଗର ନିର୍ବାଚନ ଯୁଦ୍ଧରେ ଜିତିବା ପାଇଁ ନିଜର ପ୍ରବଳ ଶକ୍ତି ବ୍ୟବହାର କରୁଥିବା ବିଜେପି ମଧ୍ୟ ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସମର୍ଥନ ପାଇପାରେ। ମିଥୁନ ଦା’ ପୁଣି ଥରେ ବିଜେପି ଯିବେ ବୋଲି କଳ୍ପନା ଜଳ୍ପନା ତୀବ୍ର ହୋଇଛି।

ଆହୁରି ପଢ଼ନ୍ତୁ: 'ନୋ ବିଗ୍ ଡିଲ୍' ରୁ 'ସମ୍ପୂର୍ଣ୍ଣ ବିନାଶ': ଇରାନର ଆପାଚେ ହେଲିକପ୍ଟର ଆକ୍ରମଣ ପରେ କାହିଁକି ବଦଳିଲା ଟ୍ରମ୍ପଙ୍କ ମିଜାଜ?

ଏ ସଂପର୍କରେ ବିଜେପି ସାଂସଦ ତଥା ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂହ ଶୁକ୍ରବାର କହିଛନ୍ତି ଯେ,  ଯଦି ମିଥୁନ ଚକ୍ରବର୍ତ୍ତୀ ଆସନ୍ତି ତେବେ ଏହା ଉଭୟ ବଙ୍ଗଳା ଏବଂ ଆମ ଦଳ ପାଇଁ ଭଲ ହେବ। ଯଦି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିରେ ବିଜେପିରେ ଯୋଗ ଦିଅନ୍ତି ତେବେ ବଙ୍ଗଳାବାସୀ ଖୁସି ହେବେ।  ମାର୍ଚ୍ଚ ୭ରେ ପ୍ରଧାନମନ୍ତ୍ରୀ ମୋଦୀ ବଙ୍ଗଳାରେ ଏକ ରାଲି କରିବାକୁ ଯାଉଛନ୍ତି। ଏହି ରାଲିରେ ମିଥୁନ ଦା ବିଜେପିକୁ ଆସିବା ନେଇ ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ରାମ ମନ୍ଦିର ଦାନ ଅର୍ଥ ଚୋରି ଅଭିଯୋଗ: ନିରପେକ୍ଷ ତଦନ୍ତ ପାଇଁ SIT ଯାଞ୍ଚ ଦାବି କଲା ଟ୍ରଷ୍ଟ

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗର ଶାସକ ମମତା ବାନାର୍ଜୀଙ୍କ ପାର୍ଟିରୁ ରାଜ୍ୟସଭା ସଦସ୍ୟ ରହିଛନ୍ତି। ବଙ୍ଗଳା ନିର୍ବାଚନରେ ​​ଜିତିବା ପାଇଁ ରାଜ୍ୟର ନେତା ତଥା ଅଭିନେତାମାନଙ୍କୁ ନିଜ ପକ୍ଷକୁ ଆଣି ବିଜେପି ନିଜର ଶକ୍ତି ବୃଦ୍ଧି କରୁଛି।

ସୂଚନା ଅନୁଯାୟୀ,  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଆଠଟି ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହେବ। ଏହା ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହେବ। ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ମମତା ବାନାର୍ଜୀ ତୃତୀୟ ଥର ପାଇଁ କ୍ଷମତା ପାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

05 Mar 2021 By The Sakala

ବିଜେପିରେ ସାମିଲ ହୋଇପାରନ୍ତି ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ପଶ୍ଚିମବଙ୍ଗର ନିର୍ବାଚନ ଯୁଦ୍ଧରେ ଜିତିବା ପାଇଁ ନିଜର ପ୍ରବଳ ଶକ୍ତି ବ୍ୟବହାର କରୁଥିବା ବିଜେପି ମଧ୍ୟ ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସମର୍ଥନ ପାଇପାରେ। ମିଥୁନ ଦା’ ପୁଣି ଥରେ ବିଜେପି ଯିବେ ବୋଲି କଳ୍ପନା ଜଳ୍ପନା ତୀବ୍ର ହୋଇଛି।

ଏ ସଂପର୍କରେ ବିଜେପି ସାଂସଦ ତଥା ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂହ ଶୁକ୍ରବାର କହିଛନ୍ତି ଯେ,  ଯଦି ମିଥୁନ ଚକ୍ରବର୍ତ୍ତୀ ଆସନ୍ତି ତେବେ ଏହା ଉଭୟ ବଙ୍ଗଳା ଏବଂ ଆମ ଦଳ ପାଇଁ ଭଲ ହେବ। ଯଦି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିରେ ବିଜେପିରେ ଯୋଗ ଦିଅନ୍ତି ତେବେ ବଙ୍ଗଳାବାସୀ ଖୁସି ହେବେ।  ମାର୍ଚ୍ଚ ୭ରେ ପ୍ରଧାନମନ୍ତ୍ରୀ ମୋଦୀ ବଙ୍ଗଳାରେ ଏକ ରାଲି କରିବାକୁ ଯାଉଛନ୍ତି। ଏହି ରାଲିରେ ମିଥୁନ ଦା ବିଜେପିକୁ ଆସିବା ନେଇ ଚର୍ଚ୍ଚା ହେଉଛି।

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗର ଶାସକ ମମତା ବାନାର୍ଜୀଙ୍କ ପାର୍ଟିରୁ ରାଜ୍ୟସଭା ସଦସ୍ୟ ରହିଛନ୍ତି। ବଙ୍ଗଳା ନିର୍ବାଚନରେ ​​ଜିତିବା ପାଇଁ ରାଜ୍ୟର ନେତା ତଥା ଅଭିନେତାମାନଙ୍କୁ ନିଜ ପକ୍ଷକୁ ଆଣି ବିଜେପି ନିଜର ଶକ୍ତି ବୃଦ୍ଧି କରୁଛି।

ସୂଚନା ଅନୁଯାୟୀ,  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଆଠଟି ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହେବ। ଏହା ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହେବ। ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ମମତା ବାନାର୍ଜୀ ତୃତୀୟ ଥର ପାଇଁ କ୍ଷମତା ପାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର