ଆମେରିକାରେ ଜରୁରୀକାଳୀନ ବ୍ୟବହାର ପାଇଁ ‘କୋଭାକ୍ସିନ’ କୁ ମିଳିଲାନି ଅନୁମତି

The Sakala Picture
Published On

ଭାରତର କୋଭିଡ୍ ଟିକା ‘କୋଭାକ୍ସିନ’କୁ ଆମେରିକାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ଆମେରିକାର ଔଷଧ ଓ ଖାଦ୍ୟ ନିୟନ୍ତ୍ରକ (ଏଫ୍‌ଡିଏ) ‘କୋଭାକ୍ସିନ’ର ନିର୍ମାତା ଭାରତ ବାୟୋଟେକ୍‌କୁ ଏହି ଟିକା ବାବଦରେ ଅଧିକ ତଥ୍ୟ ଦାଖଲ କରିବାକୁ କହିଛନ୍ତି । ଭାରତୀୟ ବାୟୋଟେକ୍‌ର ଆମେରିକୀୟ ପାର୍ଟନର ‘ଓକୁଗେନ’ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ ଏହା ସହିତ କମ୍ପାନୀକୁ ଆମେରିକାରେ ଏହାର ଟିକା ଆରମ୍ଭ କରିବାକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ […]

ଭାରତର କୋଭିଡ୍ ଟିକା ‘କୋଭାକ୍ସିନ’କୁ ଆମେରିକାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ଆମେରିକାର ଔଷଧ ଓ ଖାଦ୍ୟ ନିୟନ୍ତ୍ରକ (ଏଫ୍‌ଡିଏ) ‘କୋଭାକ୍ସିନ’ର ନିର୍ମାତା ଭାରତ ବାୟୋଟେକ୍‌କୁ ଏହି ଟିକା ବାବଦରେ ଅଧିକ ତଥ୍ୟ ଦାଖଲ କରିବାକୁ କହିଛନ୍ତି । ଭାରତୀୟ ବାୟୋଟେକ୍‌ର ଆମେରିକୀୟ ପାର୍ଟନର ‘ଓକୁଗେନ’ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ ଏହା ସହିତ କମ୍ପାନୀକୁ ଆମେରିକାରେ ଏହାର ଟିକା ଆରମ୍ଭ କରିବାକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ ।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ଜରୁରୀ ବ୍ୟବହାର ପାଇଁ ଭାରତ ବାୟୋଟେକ୍‌ର ଆବେଦନକୁ ଆମେରିକୀୟ ଏଫ୍‌ଡିଏ ଖାରଜ କରିବା ପରେ ଆମେରିକାରେ ‘କୋଭାକ୍ସିନ’କୁ ଲଞ୍ଚ୍ କରିବା ଯୋଜନା ବିଳମ୍ବିତ ହୋଇପାରେ ବୋଲି ଓକୁଗେନ ପକ୍ଷରୁ କୁହାଯାଇଛି । ଓକୁଗେନ କହିଛି ଯେ, କାନାଡାରେ ‘କୋଭାକ୍ସିନ’ର ବଜାର ପ୍ରବେଶ ନେଇ କାନାଡା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ଚାଲିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହୌଜ ରାନୀ ହୋଟେଲ୍ ଅଗ୍ନିକାଣ୍ଡ: ୨୧ ମୃତ, ନିୟମ ଉଲ୍ଲଂଘନ ଅଭିଯୋଗରେ ମାଲିକ ଗିରଫ ଏବଂ B&B ନୀତି ପ୍ରତ୍ୟାହାର ଘୋଷଣା

11 Jun 2021 By The Sakala

ଆମେରିକାରେ ଜରୁରୀକାଳୀନ ବ୍ୟବହାର ପାଇଁ ‘କୋଭାକ୍ସିନ’ କୁ ମିଳିଲାନି ଅନୁମତି

ଭାରତର କୋଭିଡ୍ ଟିକା ‘କୋଭାକ୍ସିନ’କୁ ଆମେରିକାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ଆମେରିକାର ଔଷଧ ଓ ଖାଦ୍ୟ ନିୟନ୍ତ୍ରକ (ଏଫ୍‌ଡିଏ) ‘କୋଭାକ୍ସିନ’ର ନିର୍ମାତା ଭାରତ ବାୟୋଟେକ୍‌କୁ ଏହି ଟିକା ବାବଦରେ ଅଧିକ ତଥ୍ୟ ଦାଖଲ କରିବାକୁ କହିଛନ୍ତି । ଭାରତୀୟ ବାୟୋଟେକ୍‌ର ଆମେରିକୀୟ ପାର୍ଟନର ‘ଓକୁଗେନ’ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ ଏହା ସହିତ କମ୍ପାନୀକୁ ଆମେରିକାରେ ଏହାର ଟିକା ଆରମ୍ଭ କରିବାକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ ।

ଜରୁରୀ ବ୍ୟବହାର ପାଇଁ ଭାରତ ବାୟୋଟେକ୍‌ର ଆବେଦନକୁ ଆମେରିକୀୟ ଏଫ୍‌ଡିଏ ଖାରଜ କରିବା ପରେ ଆମେରିକାରେ ‘କୋଭାକ୍ସିନ’କୁ ଲଞ୍ଚ୍ କରିବା ଯୋଜନା ବିଳମ୍ବିତ ହୋଇପାରେ ବୋଲି ଓକୁଗେନ ପକ୍ଷରୁ କୁହାଯାଇଛି । ଓକୁଗେନ କହିଛି ଯେ, କାନାଡାରେ ‘କୋଭାକ୍ସିନ’ର ବଜାର ପ୍ରବେଶ ନେଇ କାନାଡା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ଚାଲିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର