ଦିଲ୍ଲୀ ଏମ୍ସରେ ଭର୍ତ୍ତିହେଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲର ପ୍ରାଇଭେଟ୍ ୱାର୍ଡରେ ଅର୍ଥମନ୍ତ୍ରୀଙ୍କୁ ଆଡମିଟ୍ କରାଯାଇଛି । ତେବେ ହଠାତ୍ କାହିଁକି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେ ନେଇ କିଛି ସୂଚନା ମିଳିନାହିଁ। ତେବେ ରୁଟିନ ଚେକଅପ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ।