ଗୋଟିଏ ଟ୍ରାକରେ ଦୁଇ ଟ୍ରେନ, ଟଳିଲା ଆଉ ଏକ ବଡଧରଣର ରେଳ ଦୁର୍ଘଟଣା

The Sakala Picture
Published On

ଛତିଶଗଡ଼: ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍। ଟଳିଲା ଆଉ ଏକ ବଡ ଧରଣର ରେଳ ଦୁର୍ଘଟଣା । ଗୋଟିଏ ଟ୍ରାକରେ ମାଲଗାଡ଼ି ଓ ମେମୁ ଟ୍ରେନ । ତେବେ ଦୁହେଁ ପରସ୍ପର ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି । ବିଳାସପୁରରୁ ଏକ ପାସେଞ୍ଜର ମେମୁ ଟ୍ରେନ ଜୟରାମ ନଗରରୁ ଆସୁଥିବାବେଳେ ସାମ୍ନା ଟ୍ରାକରେ ଆରପଟୁ ଏକ ମାଲବାହୀ ଟ୍ରେନ ଆସିଥିଲା । ତେବେ ଦୁଇଟିଯାକ ଟ୍ରେନ ଆସୁଥିବାବେଳେ ଉଭୟ ଅଟକିଯାଇଛନ୍ତି । ଏନେଇ ରେଳବାଇ […]

ଛତିଶଗଡ଼: ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍। ଟଳିଲା ଆଉ ଏକ ବଡ ଧରଣର ରେଳ ଦୁର୍ଘଟଣା । ଗୋଟିଏ ଟ୍ରାକରେ ମାଲଗାଡ଼ି ଓ ମେମୁ ଟ୍ରେନ । ତେବେ ଦୁହେଁ ପରସ୍ପର ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି । ବିଳାସପୁରରୁ ଏକ ପାସେଞ୍ଜର ମେମୁ ଟ୍ରେନ ଜୟରାମ ନଗରରୁ ଆସୁଥିବାବେଳେ ସାମ୍ନା ଟ୍ରାକରେ ଆରପଟୁ ଏକ ମାଲବାହୀ ଟ୍ରେନ ଆସିଥିଲା । ତେବେ ଦୁଇଟିଯାକ ଟ୍ରେନ ଆସୁଥିବାବେଳେ ଉଭୟ ଅଟକିଯାଇଛନ୍ତି । ଏନେଇ ରେଳବାଇ ପକ୍ଷରୁ ସ୍ପଷ୍ଟକରଣ ରଖାଯାଇଛି । ଘଟଣାରେ କେହି ବି ମୃତାହତ ହୋଇନଥିବା ରେଳବାଇ ପ୍ରଶାସନ ପକ୍ଷରୁ କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ମାଲବାହି ଟ୍ରେନ୍‌ଟି ଅପରାହ୍ନ ସାଢ଼େ ୫ଟାରୁ ୬ଟା ମଧ୍ୟରେ ହୋମ୍‌ ସିଗ୍‌ନାଲ ଥିବା ଟ୍ରାକ୍‌ରେ ଠିଆ ହୋଇବା ବେଳେ ଏହି ସମୟରେ ଅନ୍ୟପଟୁ ଅଟୋ ସିଗ୍‌ନାଲ ପାଇ ପାସେଞ୍ଜର ଟ୍ରେନ୍‌ଟି ଆସି ଅଟକିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର