କାର୍ଲିଫର୍ଣ୍ଣିଆରେ ବିମାନ ଦୁର୍ଘଟଣା; ଘର ଉପରେ କ୍ରାସ୍ କଲା ବିମାନ, ଦୁଇ ମୃତ

The Sakala Picture
Published On

କାର୍ଲିଫର୍ଣ୍ଣିଆ: ଆମେରିକାର କାର୍ଲିଫର୍ଣ୍ଣିଆରେ ସୋମବାର ଦିନ ଏକ କ୍ଷୁଦ୍ର ବିମାନ ଜନବସତି ଅଂଚଳରେ ଥିବା ଘର ଉପରେ କ୍ରାସ୍ କରିଛି । ଘର ଉପରେ ପଡିବା ପରେ ବିମାନରେ ବିସ୍ଫୋରଣ ହୋଇଥିଲା । ଏକ ଡେଲିଭରି ଭ୍ୟାନ୍ ସମେତ ଅନେକ ଗାଡି ବିମାନ ତଳେ ଫସିଥିଲେ । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଡେଲିଭରି ଭ୍ୟାନ୍ ରେ ଥିବା ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିନା ସୂଚନା ମିଳିଛି । ଅନ୍ୟପକ୍ଷରେ ୩ରୁ ୪ […]

କାର୍ଲିଫର୍ଣ୍ଣିଆ: ଆମେରିକାର କାର୍ଲିଫର୍ଣ୍ଣିଆରେ ସୋମବାର ଦିନ ଏକ କ୍ଷୁଦ୍ର ବିମାନ ଜନବସତି ଅଂଚଳରେ ଥିବା ଘର ଉପରେ କ୍ରାସ୍ କରିଛି । ଘର ଉପରେ ପଡିବା ପରେ ବିମାନରେ ବିସ୍ଫୋରଣ ହୋଇଥିଲା । ଏକ ଡେଲିଭରି ଭ୍ୟାନ୍ ସମେତ ଅନେକ ଗାଡି ବିମାନ ତଳେ ଫସିଥିଲେ । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଡେଲିଭରି ଭ୍ୟାନ୍ ରେ ଥିବା ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିନା ସୂଚନା ମିଳିଛି । ଅନ୍ୟପକ୍ଷରେ ୩ରୁ ୪ ଜଣ ଆହତ ହୋଇଛନ୍ତି । ୧୦ ଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିମାନଟି ସୋମବାର ପାଖାପାଖି ଦି’ପହର ବେଳେ କାର୍ଲିଫୋର୍ଣ୍ଣିଆର ସେଣ୍ଟି ସହରରେ କ୍ରାସ୍ କରିଥିଲା । ଏହା ଦୁଇ ଇଂଜିନ ବିଶିଷ୍ଟ ୬ ସିଟର ବିମାନ ଥିଲା । ଏରିଜୋନାରୁ ଉଡ଼ାଣ ଭରିଥିବା ବିମାନ ବୈଷୟିକ ତୃଟି କାରଣରୁ କ୍ରାସ କରିଥିଲା ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ପତ୍ନୀଙ୍କୁ ମାରିବାକୁ ସ୍ୱାମୀର ଭୟଙ୍କର ଷଡ଼ଯନ୍ତ୍ର: ୩ ଥର ବିଷ ଦେଇ ବିଫଳ ହେବା ପରେ ୧ ଲକ୍ଷର ସୁପାରି ଦେଇ ହତ୍ୟା

12 Oct 2021 By The Sakala

କାର୍ଲିଫର୍ଣ୍ଣିଆରେ ବିମାନ ଦୁର୍ଘଟଣା; ଘର ଉପରେ କ୍ରାସ୍ କଲା ବିମାନ, ଦୁଇ ମୃତ

କାର୍ଲିଫର୍ଣ୍ଣିଆ: ଆମେରିକାର କାର୍ଲିଫର୍ଣ୍ଣିଆରେ ସୋମବାର ଦିନ ଏକ କ୍ଷୁଦ୍ର ବିମାନ ଜନବସତି ଅଂଚଳରେ ଥିବା ଘର ଉପରେ କ୍ରାସ୍ କରିଛି । ଘର ଉପରେ ପଡିବା ପରେ ବିମାନରେ ବିସ୍ଫୋରଣ ହୋଇଥିଲା । ଏକ ଡେଲିଭରି ଭ୍ୟାନ୍ ସମେତ ଅନେକ ଗାଡି ବିମାନ ତଳେ ଫସିଥିଲେ । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଡେଲିଭରି ଭ୍ୟାନ୍ ରେ ଥିବା ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିନା ସୂଚନା ମିଳିଛି । ଅନ୍ୟପକ୍ଷରେ ୩ରୁ ୪ ଜଣ ଆହତ ହୋଇଛନ୍ତି । ୧୦ ଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିମାନଟି ସୋମବାର ପାଖାପାଖି ଦି’ପହର ବେଳେ କାର୍ଲିଫୋର୍ଣ୍ଣିଆର ସେଣ୍ଟି ସହରରେ କ୍ରାସ୍ କରିଥିଲା । ଏହା ଦୁଇ ଇଂଜିନ ବିଶିଷ୍ଟ ୬ ସିଟର ବିମାନ ଥିଲା । ଏରିଜୋନାରୁ ଉଡ଼ାଣ ଭରିଥିବା ବିମାନ ବୈଷୟିକ ତୃଟି କାରଣରୁ କ୍ରାସ କରିଥିଲା ବୋଲି କୁହାଯାଉଛି ।

https://www.thesakala.in/national-international/two-killed-in-california-plane-crash/article-6053
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର