ପାତଲକୋଟ ଏକ୍ସପ୍ରେସର ୨ଟି ବଗିରେ ଭୟଙ୍କର ଅଗ୍ନିକାଣ୍ଡ, ୨ ଆହତ
ଆଗ୍ରା : ଆଗ୍ରା-ଝାନସୀ ରେଲଓ୍ବେ ଟ୍ରାକରେ ପାତାଲକୋଟ ଏକ୍ସପ୍ରେସରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଭଡାଇ ରେଳ ଷ୍ଟେସନ ନିକଟରେ ୨ଟି ବଗିରେ ଭୟଙ୍କର ଅଗ୍ନିକାଣ୍ଡ। ଏକ୍ସପ୍ରେସ ଟ୍ରେନ୍ଟି ଫିରୋଜପୁର ପଞ୍ଜାବରୁ ଛିନ୍ଦାୱାଡା ଯାଉଥିଲା। ଏହି ସମୟ ମଧ୍ୟରେ ଟ୍ରେନର ଦୁଇଟି ବଗି ପାଉଁଶ ହୋଇଯାଇଥିଲା। ନିଆଁ ଲାଗିବା ପରେ ଲୋକେ ଚିତ୍କାର କରିଥିଲେ। ଟ୍ରେନରେ ନିଆଁ ଲାଗିବା ପରେ ଅନେକ କିଲୋମିଟର ପର୍ଯ୍ୟନ୍ତ ଧୂଆଁ ଦେଖାଯାଉଥିଲା। ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଛନ୍ତି । ତେବେ ଉଭୟ […]
ଆଗ୍ରା : ଆଗ୍ରା-ଝାନସୀ ରେଲଓ୍ବେ ଟ୍ରାକରେ ପାତାଲକୋଟ ଏକ୍ସପ୍ରେସରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଭଡାଇ ରେଳ ଷ୍ଟେସନ ନିକଟରେ ୨ଟି ବଗିରେ ଭୟଙ୍କର ଅଗ୍ନିକାଣ୍ଡ। ଏକ୍ସପ୍ରେସ ଟ୍ରେନ୍ଟି ଫିରୋଜପୁର ପଞ୍ଜାବରୁ ଛିନ୍ଦାୱାଡା ଯାଉଥିଲା। ଏହି ସମୟ ମଧ୍ୟରେ ଟ୍ରେନର ଦୁଇଟି ବଗି ପାଉଁଶ ହୋଇଯାଇଥିଲା। ନିଆଁ ଲାଗିବା ପରେ ଲୋକେ ଚିତ୍କାର କରିଥିଲେ। ଟ୍ରେନରେ ନିଆଁ ଲାଗିବା ପରେ ଅନେକ କିଲୋମିଟର ପର୍ଯ୍ୟନ୍ତ ଧୂଆଁ ଦେଖାଯାଉଥିଲା। ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଛନ୍ତି । ତେବେ ଉଭୟ ବଗିରେ ବସିଥିବା ଲୋକମାନେ ନିରାପଦରେ ବାହାରକୁ ଆସିଥିଲେ, ଟ୍ରେନରେ ଦୀର୍ଘ ସମୟ ଧରି ନିଆଁ ଲାଗିଥିଲା।