ଟ୍ବିଟରକୁ ମହଙ୍ଗା ପଡ଼ିଲା ରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଟ୍ୱିଟ ଡିଲିଟ୍ କରିବା, ନାଇଜେରିଆରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଟ୍ବିଟର
ନୂଆଦିଳ୍ଲୀ: ନାଇଜେରିଆରେ ବ୍ୟାନ୍ ହେଲା ଟ୍ୱିଟର। ଟ୍ୱିଟର ଉପରେ ବ୍ୟାନ୍ ଲଗାଇଛନ୍ତି ନାଇଜେରିଆ ସରକାର। ଆମେରିକାର ନିୟମ ଉଲ୍ଲଂଘନ କରି ନାଇଜେରିଆ ରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଏକ ଟ୍ୱିଟ ଡିଲିଟ କରିବା ପରେ ଦେଶ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ୱିଟର ଉପରେ ପ୍ରତିବନ୍ଧକ ଲଗାଇଛି। ଏ ନେଇ ଆମେରିକା ଏବଂ ୟୁରୋପୀୟ ୟୁନିଅନ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ତର୍ଜାତୀୟ ମାନବ ଅଧିକାର ଗୋଷ୍ଠୀ ମଧ୍ୟ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଟ୍ୱିଟରକୁ ସ୍ଥଗିତ ରଖିବା […]
ନୂଆଦିଳ୍ଲୀ: ନାଇଜେରିଆରେ ବ୍ୟାନ୍ ହେଲା ଟ୍ୱିଟର। ଟ୍ୱିଟର ଉପରେ ବ୍ୟାନ୍ ଲଗାଇଛନ୍ତି ନାଇଜେରିଆ ସରକାର। ଆମେରିକାର ନିୟମ ଉଲ୍ଲଂଘନ କରି ନାଇଜେରିଆ ରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଏକ ଟ୍ୱିଟ ଡିଲିଟ କରିବା ପରେ ଦେଶ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ୱିଟର ଉପରେ ପ୍ରତିବନ୍ଧକ ଲଗାଇଛି। ଏ ନେଇ ଆମେରିକା ଏବଂ ୟୁରୋପୀୟ ୟୁନିଅନ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ତର୍ଜାତୀୟ ମାନବ ଅଧିକାର ଗୋଷ୍ଠୀ ମଧ୍ୟ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି।
ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଟ୍ୱିଟରକୁ ସ୍ଥଗିତ ରଖିବା ନେଇ ନାଇଜେରିଆ ଟେଲିକମ୍ ଅପରେଟର ପକ୍ଷରୁ ଏକ ସରକାରୀ ନିର୍ଦ୍ଦେଶ ନାମା ଜାରି କରାଯାଇଛି।
ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!






