ମନ୍ଦିରରେ ଧକ୍କା ହୋଇ କ୍ରାସ ହେଲା ପ୍ରଶିକ୍ଷଣ ବିମାନ; ପାଇଲଟ୍‌ ମୃତ, ଜଣେ ଆହତ

The Sakala Picture
Published On

ଭୋପାଳ: ମନ୍ଦିରରେ ଧକ୍କା ହେଲା ପ୍ରଶିକ୍ଷଣ ବିମାନ । ଦୁର୍ଘଟଣାରେ ବିମାନ ଖଣ୍ଡବିଖଣ୍ଡିତ ହେବା ସହ ଜଣେ ପାଇଲଟ୍‌ ମୃତ୍ୟୁବରଣ କରିଛନ୍ତି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶର ରିବା ଜିଲ୍ଲାର ଚୋରହଟା ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି । ବିମାନଟି ଏକ ପାଇଲଟ ଟ୍ରେନିଂ କମ୍ପାନୀର ବୋଲି ସୂଚନା ମିଳିଛି । ଟ୍ରେନିଂ ବେଳେ ମନ୍ଦିରର ଉପରି ଭାଗରେ ମାଡ଼ ହୋଇଯାଇଥଲା ବିମାନ । ଖରାପ ପାଣିପାଗ […]

ଭୋପାଳ: ମନ୍ଦିରରେ ଧକ୍କା ହେଲା ପ୍ରଶିକ୍ଷଣ ବିମାନ । ଦୁର୍ଘଟଣାରେ ବିମାନ ଖଣ୍ଡବିଖଣ୍ଡିତ ହେବା ସହ ଜଣେ ପାଇଲଟ୍‌ ମୃତ୍ୟୁବରଣ କରିଛନ୍ତି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶର ରିବା ଜିଲ୍ଲାର ଚୋରହଟା ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି । ବିମାନଟି ଏକ ପାଇଲଟ ଟ୍ରେନିଂ କମ୍ପାନୀର ବୋଲି ସୂଚନା ମିଳିଛି । ଟ୍ରେନିଂ ବେଳେ ମନ୍ଦିରର ଉପରି ଭାଗରେ ମାଡ଼ ହୋଇଯାଇଥଲା ବିମାନ । ଖରାପ ପାଣିପାଗ ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

କୁହାଯାଉଛି କି, ବିମାନଟି ଚୋରହଟା ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା, ମାତ୍ର ଖରାପ ପାଣିପାଗ ତଥା ଘନ କୁହୁଡ଼ି ଯୋଗୁଁ ପ୍ଲେନ୍ ତଳେ ହିଁ ଉଡ଼ୁଥିଲା ଏବଂ ଏହା ଏକ ମନ୍ଦିର ଗମ୍ବୁଜରେ ପିଟିହୋଇଥିଲା । ଫଳରେ ବିମାନଟି କ୍ରାସ ହୋଇ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ଘଟଣା ବିଷୟରେ ଜଣାପଡ଼ିବା ପରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: କ୍ୟାବିନେଟରେ ପାରିତ ହେଲା ପେପର ଲିକ୍ ବିଲ୍: ମିଳିବ କଠୋର ଦଣ୍ଡ, ଆସନ୍ତା ସପ୍ତାହରେ ସଂସଦରେ ହେବ ଆଗତ

06 Jan 2023 By The Sakala

ମନ୍ଦିରରେ ଧକ୍କା ହୋଇ କ୍ରାସ ହେଲା ପ୍ରଶିକ୍ଷଣ ବିମାନ; ପାଇଲଟ୍‌ ମୃତ, ଜଣେ ଆହତ

ଭୋପାଳ: ମନ୍ଦିରରେ ଧକ୍କା ହେଲା ପ୍ରଶିକ୍ଷଣ ବିମାନ । ଦୁର୍ଘଟଣାରେ ବିମାନ ଖଣ୍ଡବିଖଣ୍ଡିତ ହେବା ସହ ଜଣେ ପାଇଲଟ୍‌ ମୃତ୍ୟୁବରଣ କରିଛନ୍ତି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶର ରିବା ଜିଲ୍ଲାର ଚୋରହଟା ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି । ବିମାନଟି ଏକ ପାଇଲଟ ଟ୍ରେନିଂ କମ୍ପାନୀର ବୋଲି ସୂଚନା ମିଳିଛି । ଟ୍ରେନିଂ ବେଳେ ମନ୍ଦିରର ଉପରି ଭାଗରେ ମାଡ଼ ହୋଇଯାଇଥଲା ବିମାନ । ଖରାପ ପାଣିପାଗ ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କୁହାଯାଉଛି କି, ବିମାନଟି ଚୋରହଟା ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା, ମାତ୍ର ଖରାପ ପାଣିପାଗ ତଥା ଘନ କୁହୁଡ଼ି ଯୋଗୁଁ ପ୍ଲେନ୍ ତଳେ ହିଁ ଉଡ଼ୁଥିଲା ଏବଂ ଏହା ଏକ ମନ୍ଦିର ଗମ୍ବୁଜରେ ପିଟିହୋଇଥିଲା । ଫଳରେ ବିମାନଟି କ୍ରାସ ହୋଇ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ଘଟଣା ବିଷୟରେ ଜଣାପଡ଼ିବା ପରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର