ନନ୍ଦିଗ୍ରାମରୁ ମମତା ପଛୁଆ , ପଶ୍ଚିମବଙ୍ଗରେ ଟିଏମସି ଆଗୁଆ

The Sakala Picture
Published On

କୋଲକାତା: ଜାରି ରହିଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡିଂରେ ପଶ୍ଚିମବଙ୍ଗରେ ବିଜେପିକୁ କଡ଼ା ଟକ୍କର ଦେଇ ଚାଲିଛି ଟିଏମସି । ତାଜା ତଥ୍ୟ ଅନୁସାରେ ଦିନ ୧୦ଟା ୨୦ ସୁଦ୍ଧା ପଶ୍ଚିମବଙ୍ଗର ୨୯୨ ଆସନ ମଧ୍ୟରୁ ୧୫୬ ଆସନର ଗଣତିରେ ଟିଏମସି ଆଗୁଆ ରହିଛି । ଟିଏମସି ୧୦୧ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୫୩ଟି ଆସନରେ ଆଗୁଆ ରହିଛି । ଅନ୍ୟ ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ଥିବା ଜଣାପଡ଼ିଛି । […]

କୋଲକାତା: ଜାରି ରହିଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡିଂରେ ପଶ୍ଚିମବଙ୍ଗରେ ବିଜେପିକୁ କଡ଼ା ଟକ୍କର ଦେଇ ଚାଲିଛି ଟିଏମସି । ତାଜା ତଥ୍ୟ ଅନୁସାରେ ଦିନ ୧୦ଟା ୨୦ ସୁଦ୍ଧା ପଶ୍ଚିମବଙ୍ଗର ୨୯୨ ଆସନ ମଧ୍ୟରୁ ୧୫୬ ଆସନର ଗଣତିରେ ଟିଏମସି ଆଗୁଆ ରହିଛି । ଟିଏମସି ୧୦୧ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୫୩ଟି ଆସନରେ ଆଗୁଆ ରହିଛି । ଅନ୍ୟ ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ଥିବା ଜଣାପଡ଼ିଛି । ପଶ୍ଚିମବଙ୍ଗରେ ଟିଏମସି ଆଗୁଆ ରହିଥିବା ବେଳେ ରିପୋର୍ଟ ଅନୁସାରେ ନନ୍ଦିଗ୍ରାମରୁ ଲଢ଼ୁଥିବା ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପଛୁଆ ଅଛନ୍ତି । ମମତା, ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପ୍ରାୟ ୮ ହଜାର ୧୦୬ ଭୋଟରେ ପଛୁଆ ଅଛନ୍ତି ।

ଆହୁରି ପଢ଼ନ୍ତୁ: “ମୁଁ ଠାକୁର...”: କାନପୁର HDFC ବ୍ୟାଙ୍କରେ ମହିଳା କର୍ମଚାରୀଙ୍କ ହାଇଭୋଲ୍ଟେଜ୍ ଡ୍ରାମା, ଗ୍ରାହକଙ୍କୁ ଗାଳିଗୁଲଜ ସହ ଦେଲେ ଧମକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp