ରାଜସ୍ଥାନରେ ଲୋମ ହର୍ଷଣ ଘଟଣା: ନାବାଳିକାକୁ ହତ୍ଯା ପରେ ବଳାତ୍କାର, ସମ୍ପୂର୍ଣ୍ଣ ଶରୀର କ୍ଷତବିକ୍ଷତ

The Sakala Picture
Published On

ରାଜସ୍ଥାନ: ରାଜସ୍ଥାନର ବୁନ୍ଦୀ ଅଞ୍ଚଳରୁ ଏକ ଲୋମ ହର୍ଷଣ ଘଟଣା ସାମ୍ନାକୁ ଆସିଛି। ଏକ ୧୬ ବର୍ଷ ବୟସର ନାବାଳିକାକୁ ମୃତ୍ଯୁ ପରେ ମଧ୍ଯ ବଳାତ୍କର କରାଯଇଥିବା ଜଣାପଡ଼ିଛି। ଉକ୍ତ ନାବାଳିକା ଜଣଙ୍କ ଡିସେମ୍ବର ୨୩ରୁ ନିଖୋଜ ଥିଲେ। ପରେ ତାଙ୍କ ଶବ ଜବତ ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ। ସୂଚନା ଅନୁଯାୟୀ, ଉକ୍ତ ନାବାଳିକା ଜଣଙ୍କ ଛେଳି ଚାରାଉଥିବା ବଳେ ନିଖୋଜ ହୋଇଯାଇଥିଲେ। […]

ରାଜସ୍ଥାନ: ରାଜସ୍ଥାନର ବୁନ୍ଦୀ ଅଞ୍ଚଳରୁ ଏକ ଲୋମ ହର୍ଷଣ ଘଟଣା ସାମ୍ନାକୁ ଆସିଛି। ଏକ ୧୬ ବର୍ଷ ବୟସର ନାବାଳିକାକୁ ମୃତ୍ଯୁ ପରେ ମଧ୍ଯ ବଳାତ୍କର କରାଯଇଥିବା ଜଣାପଡ଼ିଛି। ଉକ୍ତ ନାବାଳିକା ଜଣଙ୍କ ଡିସେମ୍ବର ୨୩ରୁ ନିଖୋଜ ଥିଲେ। ପରେ ତାଙ୍କ ଶବ ଜବତ ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ସୂଚନା ଅନୁଯାୟୀ, ଉକ୍ତ ନାବାଳିକା ଜଣଙ୍କ ଛେଳି ଚାରାଉଥିବା ବଳେ ନିଖୋଜ ହୋଇଯାଇଥିଲେ। ତିନି ଜଣ ବ୍ଯକ୍ତି ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ସେ ପ୍ରତିରୋଧ କରିବାରୁ ସେମାନେ ଉକ୍ତ ନାବାଳିକାର ଗଳା କାଟି ହତ୍ୟା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ, ଉକ୍ତ ନାବାଳିକାର ବ୍ୟକ୍ତିଗତ ଅଂଶରେ ୩୦ରୁ ଅଧିକ ଆଘାତ ଲାଗିଛି। ସମ୍ପୂର୍ଣ୍ଣ ଶରୀରେ କ୍ଷତବିକ୍ଷତ ଚିହ୍ନ ରହିଛି।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

ପୋଷ୍ଟମର୍ଟମ ରିପୋର୍ଟରେ ଆହୁରି ଜଣାପଡିଛି ଯେ, ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିବା ପୂର୍ବରୁ ନାବାଳିକାକୁ ଓଢଣୀରେ ବାନ୍ଧି ରଖିଥିଲେ। ବୁନ୍ଦୀ ଏସପି ଜୟ ଯାଦବ କହିଛନ୍ତି: “ମୁଁ ମୋ ଜୀବନରେ ଏପରି ଭୟଙ୍କର ଘଟଣା କେବେ ଦେଖି ନାହିଁ। ବୁନ୍ଦୀ ବାର୍ ଆସୋସିଏସନର ସଦସ୍ୟମାନେ ମଧ୍ୟ କୋର୍ଟରେ ଅଭିଯୁକ୍ତଙ୍କୁ ରକ୍ଷା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ”

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

04 Jan 2022 By The Sakala

ରାଜସ୍ଥାନରେ ଲୋମ ହର୍ଷଣ ଘଟଣା: ନାବାଳିକାକୁ ହତ୍ଯା ପରେ ବଳାତ୍କାର, ସମ୍ପୂର୍ଣ୍ଣ ଶରୀର କ୍ଷତବିକ୍ଷତ

ରାଜସ୍ଥାନ: ରାଜସ୍ଥାନର ବୁନ୍ଦୀ ଅଞ୍ଚଳରୁ ଏକ ଲୋମ ହର୍ଷଣ ଘଟଣା ସାମ୍ନାକୁ ଆସିଛି। ଏକ ୧୬ ବର୍ଷ ବୟସର ନାବାଳିକାକୁ ମୃତ୍ଯୁ ପରେ ମଧ୍ଯ ବଳାତ୍କର କରାଯଇଥିବା ଜଣାପଡ଼ିଛି। ଉକ୍ତ ନାବାଳିକା ଜଣଙ୍କ ଡିସେମ୍ବର ୨୩ରୁ ନିଖୋଜ ଥିଲେ। ପରେ ତାଙ୍କ ଶବ ଜବତ ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ।

ସୂଚନା ଅନୁଯାୟୀ, ଉକ୍ତ ନାବାଳିକା ଜଣଙ୍କ ଛେଳି ଚାରାଉଥିବା ବଳେ ନିଖୋଜ ହୋଇଯାଇଥିଲେ। ତିନି ଜଣ ବ୍ଯକ୍ତି ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ସେ ପ୍ରତିରୋଧ କରିବାରୁ ସେମାନେ ଉକ୍ତ ନାବାଳିକାର ଗଳା କାଟି ହତ୍ୟା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ, ଉକ୍ତ ନାବାଳିକାର ବ୍ୟକ୍ତିଗତ ଅଂଶରେ ୩୦ରୁ ଅଧିକ ଆଘାତ ଲାଗିଛି। ସମ୍ପୂର୍ଣ୍ଣ ଶରୀରେ କ୍ଷତବିକ୍ଷତ ଚିହ୍ନ ରହିଛି।

ପୋଷ୍ଟମର୍ଟମ ରିପୋର୍ଟରେ ଆହୁରି ଜଣାପଡିଛି ଯେ, ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିବା ପୂର୍ବରୁ ନାବାଳିକାକୁ ଓଢଣୀରେ ବାନ୍ଧି ରଖିଥିଲେ। ବୁନ୍ଦୀ ଏସପି ଜୟ ଯାଦବ କହିଛନ୍ତି: “ମୁଁ ମୋ ଜୀବନରେ ଏପରି ଭୟଙ୍କର ଘଟଣା କେବେ ଦେଖି ନାହିଁ। ବୁନ୍ଦୀ ବାର୍ ଆସୋସିଏସନର ସଦସ୍ୟମାନେ ମଧ୍ୟ କୋର୍ଟରେ ଅଭିଯୁକ୍ତଙ୍କୁ ରକ୍ଷା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ”

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର