ରାଜସ୍ଥାନ, ମଣିପୁରରେ ଭୂକମ୍ପ: ଜୟପୁରରେ ୩୦ ମିନିଟ ଭିତରେ ୩ ଥର ଝଟକା

The Sakala Picture
Published On

ନୂଆଦିଲ୍ଲୀ: ରାଜସ୍ଥାନ, ମଣିପୁରରେ ମୃଦୁ ଭୂକମ୍ପ ଅନୁଭୂତ। ରାଜସ୍ଥାନ ଜୟପୁରରେ ୩୦ ମିନିଟ୍ ଭିତରେ ୩ ଥର ଝଟ୍‌କା ଅନୁଭୁତ ହୋଇଛି। ଭୋର୍ ୪.୦୯ରୁ ସାଢ଼େ ୪ଟା ମଧ୍ୟରେ ୩ ଥର କମ୍ପନ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରହିଥିଲା। ତେବେ ଏହା ମୃଦୁ ଭୂମିକମ୍ପ ଥିଲା ବୋଲି କୌଣସି କ୍ଷୟକ୍ଷତି ହେବାର ସୂଚନା ନାହିଁ। ସେହିପରି ମଣିପୁରର ଉଖରୁଲରେ ସକାଳ ୫:୦୧ ରେ ୩.୫ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଅନ୍ୟପଟେ […]

ନୂଆଦିଲ୍ଲୀ: ରାଜସ୍ଥାନ, ମଣିପୁରରେ ମୃଦୁ ଭୂକମ୍ପ ଅନୁଭୂତ। ରାଜସ୍ଥାନ ଜୟପୁରରେ ୩୦ ମିନିଟ୍ ଭିତରେ ୩ ଥର ଝଟ୍‌କା ଅନୁଭୁତ ହୋଇଛି। ଭୋର୍ ୪.୦୯ରୁ ସାଢ଼େ ୪ଟା ମଧ୍ୟରେ ୩ ଥର କମ୍ପନ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରହିଥିଲା। ତେବେ ଏହା ମୃଦୁ ଭୂମିକମ୍ପ ଥିଲା ବୋଲି କୌଣସି କ୍ଷୟକ୍ଷତି ହେବାର ସୂଚନା ନାହିଁ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ସେହିପରି ମଣିପୁରର ଉଖରୁଲରେ ସକାଳ ୫:୦୧ ରେ ୩.୫ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଅନ୍ୟପଟେ ଜୟପୁରରେ ଭୂକମ୍ପର ପ୍ରଥମ କମ୍ପନ ୪:୧୦ ମିନିଟରେ, ଦ୍ୱିତୀୟଟି ୪:୨୩ ମିନିଟ ଏବଂ ତୃତୀୟଟି ୪:୨୫ ରେ ଘଟିଥିଲା। ଜୟପୁରରେ ହୋଇଥିବା ଭୂକମ୍ପରେ କମ୍ପନ ଯୋଗୁଁ ଘରେ ଶୋଇଥିବା ଲୋକେ ହଠାତ୍ ଭୟଭୀତ ହୋଇ ଘରୁ ବାହାରକୁ ଦୌଡି ପଳାଇଥିଲେ। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ରାଜଧାନୀ ଜୟପୁର। ଯଦିଓ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ନାହିଁ, କିନ୍ତୁ ଭୂମିକମ୍ପର ପ୍ରଥମ ଝଟକା ଅତ୍ୟନ୍ତ ଶକ୍ତିଶାଳୀ ଥିଲା।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

21 Jul 2023 By The Sakala

ରାଜସ୍ଥାନ, ମଣିପୁରରେ ଭୂକମ୍ପ: ଜୟପୁରରେ ୩୦ ମିନିଟ ଭିତରେ ୩ ଥର ଝଟକା

ନୂଆଦିଲ୍ଲୀ: ରାଜସ୍ଥାନ, ମଣିପୁରରେ ମୃଦୁ ଭୂକମ୍ପ ଅନୁଭୂତ। ରାଜସ୍ଥାନ ଜୟପୁରରେ ୩୦ ମିନିଟ୍ ଭିତରେ ୩ ଥର ଝଟ୍‌କା ଅନୁଭୁତ ହୋଇଛି। ଭୋର୍ ୪.୦୯ରୁ ସାଢ଼େ ୪ଟା ମଧ୍ୟରେ ୩ ଥର କମ୍ପନ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରହିଥିଲା। ତେବେ ଏହା ମୃଦୁ ଭୂମିକମ୍ପ ଥିଲା ବୋଲି କୌଣସି କ୍ଷୟକ୍ଷତି ହେବାର ସୂଚନା ନାହିଁ।

ସେହିପରି ମଣିପୁରର ଉଖରୁଲରେ ସକାଳ ୫:୦୧ ରେ ୩.୫ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଅନ୍ୟପଟେ ଜୟପୁରରେ ଭୂକମ୍ପର ପ୍ରଥମ କମ୍ପନ ୪:୧୦ ମିନିଟରେ, ଦ୍ୱିତୀୟଟି ୪:୨୩ ମିନିଟ ଏବଂ ତୃତୀୟଟି ୪:୨୫ ରେ ଘଟିଥିଲା। ଜୟପୁରରେ ହୋଇଥିବା ଭୂକମ୍ପରେ କମ୍ପନ ଯୋଗୁଁ ଘରେ ଶୋଇଥିବା ଲୋକେ ହଠାତ୍ ଭୟଭୀତ ହୋଇ ଘରୁ ବାହାରକୁ ଦୌଡି ପଳାଇଥିଲେ। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ରାଜଧାନୀ ଜୟପୁର। ଯଦିଓ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ନାହିଁ, କିନ୍ତୁ ଭୂମିକମ୍ପର ପ୍ରଥମ ଝଟକା ଅତ୍ୟନ୍ତ ଶକ୍ତିଶାଳୀ ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର