ବିଏସ୍‌ଏଫ୍‌ରେ ଖାଲି ପଡ଼ିଛି ୧୦,୧୪୫ ପଦ

The Sakala Picture
Published On

ନୂଆଦିଲ୍ଲୀ: ଜୁଲାଇ ୧ ସୁଦ୍ଧା ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ରେ ୧୦, ୧୪୫ ପଦ ଖାଲି ପଡ଼ିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗ୍ରୁପ୍‌ ‘ଏ’ର ୩୮୭ଟି ଗେଜେଟେଡ ଅଫିସର (ଜିଓ)ର ପଦବୀ, ଗ୍ରୁପ୍‌ ‘ବି’ ସବ୍‌ଅର୍ଡିନେଟ ଅଫିସର(ଏସଓଏସ)ର ୧, ୮୧୬ ଏବଂ ଅନ୍ୟ ରାଙ୍କର ୭, ୯୪୨ ପଦବୀ ଖାଲି ରହିଛି। ତେବେ ୨୦୨୦ରୁ ୨୦୨୪ ମଧ୍ୟରେ ୭, ୩୭୨ ନୂଆ ପଦବୀ ସୃଷ୍ଟି […]

ନୂଆଦିଲ୍ଲୀ: ଜୁଲାଇ ୧ ସୁଦ୍ଧା ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ରେ ୧୦, ୧୪୫ ପଦ ଖାଲି ପଡ଼ିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗ୍ରୁପ୍‌ ‘ଏ’ର ୩୮୭ଟି ଗେଜେଟେଡ ଅଫିସର (ଜିଓ)ର ପଦବୀ, ଗ୍ରୁପ୍‌ ‘ବି’ ସବ୍‌ଅର୍ଡିନେଟ ଅଫିସର(ଏସଓଏସ)ର ୧, ୮୧୬ ଏବଂ ଅନ୍ୟ ରାଙ୍କର ୭, ୯୪୨ ପଦବୀ ଖାଲି ରହିଛି। ତେବେ ୨୦୨୦ରୁ ୨୦୨୪ ମଧ୍ୟରେ ୭, ୩୭୨ ନୂଆ ପଦବୀ ସୃଷ୍ଟି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଗତ ୫ ବର୍ଷରେ ୫୪, ୭୬୦ ଯବାନ ନିଯୁକ୍ତ ହୋଇଛନ୍ତି। ବିଏସ୍‌ଏଫ୍‌ରେ ୨, ୬୫, ୮୦୮ ପଦବୀ ଥିବାବେଳେ ୨, ୫୫, ୬୬୩ ଜଣ ଏବେ କାର୍ଯ୍ୟ କରୁଛନ୍ତି। ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୨୦ରୁ ୨୦୨୨ ମଧ୍ୟରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ଅନୁଯାୟୀ ୨, ୬୧୫ ମାମଲା ପଞ୍ଜିକରଣ ହୋଇଛି। ଏହି ଆଇନରେ ଡିଟେନସନ କେନ୍ଦ୍ର ପ୍ରତିଷ୍ଠାର କୌଣସି ବ୍ୟବସ୍ଥା ନାହିଁ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

01 Aug 2024 By The Sakala

ବିଏସ୍‌ଏଫ୍‌ରେ ଖାଲି ପଡ଼ିଛି ୧୦,୧୪୫ ପଦ

ନୂଆଦିଲ୍ଲୀ: ଜୁଲାଇ ୧ ସୁଦ୍ଧା ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ରେ ୧୦, ୧୪୫ ପଦ ଖାଲି ପଡ଼ିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗ୍ରୁପ୍‌ ‘ଏ’ର ୩୮୭ଟି ଗେଜେଟେଡ ଅଫିସର (ଜିଓ)ର ପଦବୀ, ଗ୍ରୁପ୍‌ ‘ବି’ ସବ୍‌ଅର୍ଡିନେଟ ଅଫିସର(ଏସଓଏସ)ର ୧, ୮୧୬ ଏବଂ ଅନ୍ୟ ରାଙ୍କର ୭, ୯୪୨ ପଦବୀ ଖାଲି ରହିଛି। ତେବେ ୨୦୨୦ରୁ ୨୦୨୪ ମଧ୍ୟରେ ୭, ୩୭୨ ନୂଆ ପଦବୀ ସୃଷ୍ଟି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଗତ ୫ ବର୍ଷରେ ୫୪, ୭୬୦ ଯବାନ ନିଯୁକ୍ତ ହୋଇଛନ୍ତି। ବିଏସ୍‌ଏଫ୍‌ରେ ୨, ୬୫, ୮୦୮ ପଦବୀ ଥିବାବେଳେ ୨, ୫୫, ୬୬୩ ଜଣ ଏବେ କାର୍ଯ୍ୟ କରୁଛନ୍ତି। ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୨୦ରୁ ୨୦୨୨ ମଧ୍ୟରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ଅନୁଯାୟୀ ୨, ୬୧୫ ମାମଲା ପଞ୍ଜିକରଣ ହୋଇଛି। ଏହି ଆଇନରେ ଡିଟେନସନ କେନ୍ଦ୍ର ପ୍ରତିଷ୍ଠାର କୌଣସି ବ୍ୟବସ୍ଥା ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର