ଆମେରିକା ଏକ ମାଫିଆ, ୟୁକ୍ରେନକୁ ଫସାଇଦେଲା : ଇରାନ

The Sakala Picture
Published On

ତେହରାନ : ରୁଷର ୟୁକ୍ରେନ ଆକ୍ରମଣ ପରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହାକୁ ନେଇ ଇରାନ ଆମେରିକାକୁ ତୀବ୍ର ସମାଲୋଚନା କରିଛି। ଇରାନର ସର୍ବୋଚ୍ଚନ ନେତା ଅୟାତୁଲ୍ଲା ଅଲି ଖାମନେଇ ଆମେରିକାକୁ ମାଫିଆ କହିଛନ୍ତି। ଏହି ମାଫିଆ ୟୁକ୍ରେନକୁ ଫସାଇ ଦେଇଛି। ୟୁକ୍ରେନ ଆମେରିକା ଦ୍ବାରା ସୃଷ୍ଟି ହୋଇଥିବା ସଙ୍କଟର ଶିକାର ହୋଇଛି। ଇରାନ ୟୁକ୍ରେନରେ ଯୁଦ୍ଧ ଶେଷ ହେଉ ବୋଲି ଚାହୁଁଛି। କିନ୍ତୁ ଏହା ସହିତ ଯୁଦ୍ଧର ମୂଳକୁ ମଧ୍ୟ ଦେଖାଯିବା ଉଚିତ। ଆମେରିକା […]

ତେହରାନ : ରୁଷର ୟୁକ୍ରେନ ଆକ୍ରମଣ ପରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହାକୁ ନେଇ ଇରାନ ଆମେରିକାକୁ ତୀବ୍ର ସମାଲୋଚନା କରିଛି। ଇରାନର ସର୍ବୋଚ୍ଚନ ନେତା ଅୟାତୁଲ୍ଲା ଅଲି ଖାମନେଇ ଆମେରିକାକୁ ମାଫିଆ କହିଛନ୍ତି। ଏହି ମାଫିଆ ୟୁକ୍ରେନକୁ ଫସାଇ ଦେଇଛି। ୟୁକ୍ରେନ ଆମେରିକା ଦ୍ବାରା ସୃଷ୍ଟି ହୋଇଥିବା ସଙ୍କଟର ଶିକାର ହୋଇଛି। ଇରାନ ୟୁକ୍ରେନରେ ଯୁଦ୍ଧ ଶେଷ ହେଉ ବୋଲି ଚାହୁଁଛି। କିନ୍ତୁ ଏହା ସହିତ ଯୁଦ୍ଧର ମୂଳକୁ ମଧ୍ୟ ଦେଖାଯିବା ଉଚିତ। ଆମେରିକା ଉପରେ ଭରଷା କରିବା ଅନୁଚିତ ବୋଲି ୟୁକ୍ରେନ ସଙ୍କଟ ଶିକ୍ଷାଦେଇଛି। ଆମେରିକାର ମାଫିଆ ଶାସନ ସାରା ବିଶ୍ବ ପାଇଁ ସଙ୍କଟ ସୃଷ୍ଟି କରୁଛି। ଖାମନେଇ ଆଇଏସଆଇସର କଥା ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଅନ୍ୟଦେଶଗୁଡିକ ଏଥିରେ କିଭଳି ସାମିଲ ହୋଇଯାଆନ୍ତି କହିଥିଲେ। ତେବେ ଖାମନେଇ ନିଜ ଭାଷଣରେ ରୁଷ କଥା ଉଲ୍ଲେଖ କରିନଥିଲେ। ପାଶ୍ଚାତ୍ୟା ରାଷ୍ଟ୍ର ଉପରେ ଭରଷା କରାଯାଇପାରେ ନାହି ବୋଲି ସାରା ବିଶ୍ବର ସରକାର ଏବଂ ଲୋକ ୟୁକ୍ରେନ ସଙ୍କଟରୁ ଶିକ୍ଷାଗ୍ରହଣ କରିବା ଉଚିତ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

02 Mar 2022 By The Sakala

ଆମେରିକା ଏକ ମାଫିଆ, ୟୁକ୍ରେନକୁ ଫସାଇଦେଲା : ଇରାନ

ତେହରାନ : ରୁଷର ୟୁକ୍ରେନ ଆକ୍ରମଣ ପରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହାକୁ ନେଇ ଇରାନ ଆମେରିକାକୁ ତୀବ୍ର ସମାଲୋଚନା କରିଛି। ଇରାନର ସର୍ବୋଚ୍ଚନ ନେତା ଅୟାତୁଲ୍ଲା ଅଲି ଖାମନେଇ ଆମେରିକାକୁ ମାଫିଆ କହିଛନ୍ତି। ଏହି ମାଫିଆ ୟୁକ୍ରେନକୁ ଫସାଇ ଦେଇଛି। ୟୁକ୍ରେନ ଆମେରିକା ଦ୍ବାରା ସୃଷ୍ଟି ହୋଇଥିବା ସଙ୍କଟର ଶିକାର ହୋଇଛି। ଇରାନ ୟୁକ୍ରେନରେ ଯୁଦ୍ଧ ଶେଷ ହେଉ ବୋଲି ଚାହୁଁଛି। କିନ୍ତୁ ଏହା ସହିତ ଯୁଦ୍ଧର ମୂଳକୁ ମଧ୍ୟ ଦେଖାଯିବା ଉଚିତ। ଆମେରିକା ଉପରେ ଭରଷା କରିବା ଅନୁଚିତ ବୋଲି ୟୁକ୍ରେନ ସଙ୍କଟ ଶିକ୍ଷାଦେଇଛି। ଆମେରିକାର ମାଫିଆ ଶାସନ ସାରା ବିଶ୍ବ ପାଇଁ ସଙ୍କଟ ସୃଷ୍ଟି କରୁଛି। ଖାମନେଇ ଆଇଏସଆଇସର କଥା ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଅନ୍ୟଦେଶଗୁଡିକ ଏଥିରେ କିଭଳି ସାମିଲ ହୋଇଯାଆନ୍ତି କହିଥିଲେ। ତେବେ ଖାମନେଇ ନିଜ ଭାଷଣରେ ରୁଷ କଥା ଉଲ୍ଲେଖ କରିନଥିଲେ। ପାଶ୍ଚାତ୍ୟା ରାଷ୍ଟ୍ର ଉପରେ ଭରଷା କରାଯାଇପାରେ ନାହି ବୋଲି ସାରା ବିଶ୍ବର ସରକାର ଏବଂ ଲୋକ ୟୁକ୍ରେନ ସଙ୍କଟରୁ ଶିକ୍ଷାଗ୍ରହଣ କରିବା ଉଚିତ।

https://www.thesakala.in/national-international/the-united-states-is-a-mafia-iran/article-9623
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର