୮ ଦିନ ମଧ୍ୟରେ ସବସ୍କ୍ରିପଶନ ଫି ନଦେଲେ ଟୁଇଟରରୁ ହଟିଯିବ ପୁରୁଣା ବ୍ଲୁ ଟିକ

The Sakala Picture
Published On

ଓ୍ବାଶିଂଟନ: ମାଇକ୍ରୋବ୍ଲଗିଂ କମ୍ପାନୀ ଟୁଇଟରକୁ ଅଧିଗ୍ରହଣ କରିବାପରେ ଏହାର ମାଲିକ ଟୁଇଟରର ବ୍ଲୁ ଟିକକୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ତାଜା ସୂଚନା ଅନୁଯାୟୀ, ଏଲନ ମସ୍କ ଟୁଇଟ କରି କିଛି ନୂଆ ସୂଚନା ଦେଇଛନ୍ତି। ଏଥିରେ ମସ୍କ ପୁରୁଣା ବ୍ଲୁ ଟିକ ଧାରକଙ୍କୁ କେବଳ ୮ ଦିନ ସମୟ ଦେଇଛନ୍ତି। ମସ୍କ ସ୍ପଷ୍ଟ ଭାବେ କହିଛନ୍ତି, ଯେଉଁମାନଙ୍କ ନିକଟରେ ବ୍ଲୁ ଟିକ ସବସ୍କ୍ରିପଶନ ନାହିଁ, ସେମାନଙ୍କ ହ୍ୟାଡରରୁ ୨୦ ଏପ୍ରିଲରୁ ବ୍ଲୁ ଟିକ […]

ଓ୍ବାଶିଂଟନ: ମାଇକ୍ରୋବ୍ଲଗିଂ କମ୍ପାନୀ ଟୁଇଟରକୁ ଅଧିଗ୍ରହଣ କରିବାପରେ ଏହାର ମାଲିକ ଟୁଇଟରର ବ୍ଲୁ ଟିକକୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ତାଜା ସୂଚନା ଅନୁଯାୟୀ, ଏଲନ ମସ୍କ ଟୁଇଟ କରି କିଛି ନୂଆ ସୂଚନା ଦେଇଛନ୍ତି। ଏଥିରେ ମସ୍କ ପୁରୁଣା ବ୍ଲୁ ଟିକ ଧାରକଙ୍କୁ କେବଳ ୮ ଦିନ ସମୟ ଦେଇଛନ୍ତି। ମସ୍କ ସ୍ପଷ୍ଟ ଭାବେ କହିଛନ୍ତି, ଯେଉଁମାନଙ୍କ ନିକଟରେ ବ୍ଲୁ ଟିକ ସବସ୍କ୍ରିପଶନ ନାହିଁ, ସେମାନଙ୍କ ହ୍ୟାଡରରୁ ୨୦ ଏପ୍ରିଲରୁ ବ୍ଲୁ ଟିକ ହଟାଇ ଦିଆଯିବ। ସୂଚନାଯୋଗ୍ୟ, ୧ ଏପ୍ରିଲରେ ବ୍ଲୁ ବ୍ୟାଜ ହଟାଇବାର ଖବର ଆସିଥିଲା।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର