୯୯୦ ଟଙ୍କାରେ ମିଳିବ ଡିଆରଡିଓ ଦ୍ବାରା ପ୍ରସ୍ତୁତ କରୋନା ଔଷଧ ୨-ଡିଜି
ନୂଆଦିଲ୍ଲୀ: କରୋନା ଔଷଧ୨-ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯଆଇଛି। ଡିଆରଡିଓର ଏହି ଆଣ୍ଟି କୋଭିଡ ଔଷଧ ୯୯୦ଟଙ୍କାରେ ଉପଲବ୍ଧ ହେବ । ଗୋଟିଏ ସଚେଟର ଦାମ ୯୯୦ଟଙ୍କା ଧାର୍ଯ୍ୟ କରାଯାଇଛି । ସରକାରୀ ମେଡିକାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମେଡିସିନ୍ ନିଜ ନିଜ ଧାର୍ଯ୍ୟ ଡିସକାଉଣ୍ଟ ମୂଲ୍ୟରେ ମିଳିପାରିବ । ୨-ଡିଜି ବା ଡି-ଗ୍ଳୁକୋଜ୍ ଡିଆରଡିଓ ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଅନ୍ୟ ଔଷଧ […]
ନୂଆଦିଲ୍ଲୀ: କରୋନା ଔଷଧ୨-ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯଆଇଛି। ଡିଆରଡିଓର ଏହି ଆଣ୍ଟି କୋଭିଡ ଔଷଧ ୯୯୦ଟଙ୍କାରେ ଉପଲବ୍ଧ ହେବ । ଗୋଟିଏ ସଚେଟର ଦାମ ୯୯୦ଟଙ୍କା ଧାର୍ଯ୍ୟ କରାଯାଇଛି । ସରକାରୀ ମେଡିକାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମେଡିସିନ୍ ନିଜ ନିଜ ଧାର୍ଯ୍ୟ ଡିସକାଉଣ୍ଟ ମୂଲ୍ୟରେ ମିଳିପାରିବ । ୨-ଡିଜି ବା ଡି-ଗ୍ଳୁକୋଜ୍ ଡିଆରଡିଓ ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଅନ୍ୟ ଔଷଧ ଅପେକ୍ଷା ୨-ଡିଜି ଔଷଧରେ ଅଢେଇ ଦିନ ପୂର୍ବରୁ ଭଲ ହେଉଛନ୍ତି ଆକ୍ରାନ୍ତ । ପ୍ରାଥମିକ ପର୍ଯ୍ୟାୟରେ ଏହା ଦିଲ୍ଲୀ ଏମ୍ସର ରୋଗୀଙ୍କୁ ଦିଆଯାଇଛି। ହାଇଦ୍ରାବାଦ ସ୍ଥିତ ଡକ୍ଚର ରେଡ୍ଡୀ ଲାବ୍ରୋଟାରୀରେ ଏହାକୁ ପ୍ରସ୍ତୁତ କରିଛି ଡିଆରଡିଓର ନ୍ୟୁକ୍ଲିଅର ମେଡିସିନ୍ ଓ ଆଲାଏଡ ସେଣ୍ଟର ।
The price of DRDO’s 2DG anti-COVID 19 drug has been kept at Rs 990 per sachet by Dr Reddy’s lab. Govt hospitals, central and state govt would be provided the medicine at a discounted price: Govt officials pic.twitter.com/FEic70fSq5
— ANI (@ANI) May 28, 2021
ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

About The Author