ଭୂତାଣୁ ନଷ୍ଟକାରୀ ଡ୍ରଗ୍ ମଲିକ୍ୟୁଲ୍ ସନ୍ଧାନ ପାଇଲା ଟେକ୍ ମହିନ୍ଦ୍ରା

The Sakala Picture
Published On

କରୋନା ଭାଇରସକୁ ନେଇ ଏକ ଖବର ସିଛି। ଆଇଟି କମ୍ପାନୀ ଟେକ ମହିନ୍ଦ୍ରା ରିଗେନ ବାୟୋସାଇନ୍ସ ସହ ମିଶି ଏକ ନୂଆ ଡ୍ରଗ ମଲିକ୍ୟୁଲ ସନ୍ଧାନ କରିଛି ଏହି ଔଷଧ କରୋନା ବିରୋଧରେ ଲଢେଇ କରି ତାହାକୁ ଶେଷ କରିଦେବ ବୋଲି କୁହାଯାଇଛି। ଏବେ ଏହାର ପ୍ୟାଟେଣ୍ଟ ପାଇଁ ଆବେଦନ କରିବାକୁ କମ୍ପାନୀ ମୁଖ୍ୟ(ମେକର୍ସ ଲ୍ୟାବ) ନିମ୍ନ ମଲହୋତ୍ରା କହିଛନ୍ତି ଯେ ପ୍ୟାଟେଣ୍ଟ ହେବା ପର୍ଯ୍ୟନ୍ତ ମଲିକ୍ୟୁଲ ବିଷୟରେ ସୂଚନା ଦେଇହେବ ନାହିଁ । ଟେକ ମହିନ୍ଦ୍ରା […]

କରୋନା ଭାଇରସକୁ ନେଇ ଏକ ଖବର ସିଛି। ଆଇଟି କମ୍ପାନୀ ଟେକ ମହିନ୍ଦ୍ରା ରିଗେନ ବାୟୋସାଇନ୍ସ ସହ ମିଶି ଏକ ନୂଆ ଡ୍ରଗ ମଲିକ୍ୟୁଲ ସନ୍ଧାନ କରିଛି ଏହି ଔଷଧ କରୋନା ବିରୋଧରେ ଲଢେଇ କରି ତାହାକୁ ଶେଷ କରିଦେବ ବୋଲି କୁହାଯାଇଛି। ଏବେ ଏହାର ପ୍ୟାଟେଣ୍ଟ ପାଇଁ ଆବେଦନ କରିବାକୁ କମ୍ପାନୀ ମୁଖ୍ୟ(ମେକର୍ସ ଲ୍ୟାବ) ନିମ୍ନ ମଲହୋତ୍ରା କହିଛନ୍ତି ଯେ ପ୍ୟାଟେଣ୍ଟ ହେବା ପର୍ଯ୍ୟନ୍ତ ମଲିକ୍ୟୁଲ ବିଷୟରେ ସୂଚନା ଦେଇହେବ ନାହିଁ ।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ଟେକ ମହିନ୍ଦ୍ରା ଏବଂ ଡିଜେଳ ବାୟୋସାଇନ୍ସ ଗବେଷଣା ଜାରି ରଖୁଛନ୍ତି । ମେକର୍ସ ଲ୍ୟାବ ହେଉଛି ଟେକ ମହିନ୍ଦ୍ରାର ଖିସର୍ଚ ଆଣ୍ଡ ଡେଇଲପମେଣ୍ଟ ଆର୍ମା ମଲହୋତ୍ରା କହିଛନ୍ତି ଯେ ମେଜର୍ସ ଲ୍ୟାବରେ କରେନାର ଗଣିତିକ ମଡେଲିଂ ବିଶ୍ଳେଷଣ ଆରମ୍ଭ କରାଯାଇଛି। ଏହି ଗାଣ୍ଡିକ ଜଟି ଏବଂ ମେଢଙ୍ଗି ଆନେ ଆଧାରରେ ଟେକ ମଦ୍ରା ଏବଂ ତାହାର ସହଯୋଗୀ କମ୍ପାନୀ ଏପଡିଏ ମନ୍ୟତାପ୍ରାପ୍ତ ୮ ହଜାର ମଲିକ୍ୟୁଲ ମଧ୍ୟରୁ ୨୦ଟି ଡ୍ରଗ ମଲିକ୍ୟୁଳକୁ ଚୟନ କରିଥିଲା ।

ଆହୁରି ପଢ଼ନ୍ତୁ: କ୍ୟାବିନେଟରେ ପାରିତ ହେଲା ପେପର ଲିକ୍ ବିଲ୍: ମିଳିବ କଠୋର ଦଣ୍ଡ, ଆସନ୍ତା ସପ୍ତାହରେ ସଂସଦରେ ହେବ ଆଗତ

ପରେ ଏହି ୧୦ଟିକୁ ଜ୍ଞାନକୌଶଳ ମଧ୍ୟମରେ ଫିଲ୍ମର କରାଯାଇଥିଲା । ଏହା ଉପରେ ବେଙ୍ଗାଲୁରୁରେ ପରୀକ୍ଷା କରାଯାଇଥିଲା । ପରେ ଏହି ସଂଖ୍ୟା ହ୍ରାସ କରାଯାଇ ୩କୁ ଅଣାଯାଇଛି କମ୍ପାନୀକୁ ଏକ ୩ଡି ଫୁସଫୁସ ପ୍ରସ୍ତୁତ କରି ତାହା ଉପରେ ପରୀକ୍ଷଣ କରିଥିଲା। ଏଥିରୁ ଜଣାପଡିଥିଲା ଯେ ମଲିକ୍ୟୁଲ ଗବେଷଣା ଅନୁଯାୟୀ କାର୍ଯ୍ୟ କରୁଛି ଏହା ପରେ ମେକର୍ସ ବ୍ୟବ ଗାଣିତିକ ବିଶ୍ଲେଷଣ ଏବଂ ସହଯୋଗୀ କମ୍ପାନୀ କ୍ଲିନିକାଲ ବିଶ୍ଳେଷଣ ଶେଷ କରିଥିଲା ଏହା ଭବିଷ୍ୟତର ଔଷଧ ସନ୍ଧାନ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମଲହୋତ୍ରା କହିଛନ୍ତି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

ତେବେ ପଣ୍ଟ ଉପରେ ଏହାର ଅଧ୍ୟୟନ କରାଯିବା ବାକି ରହିଛି ବୋଲି ସେ କହିଛନ୍ତି କିନ୍ତୁ ଏହି ଜ୍ଞାନକୌଶଳ ଜୈବିକ ରାଣିତିକ ପ୍ରକ୍ରିୟାରେ ଔଷଧ ଆବିଷ୍କାର ତନ୍ତ୍ରକୁ କମ କରିବ । ଏବେ ଏହାର ପ୍ରଭାବ ଜାଣିବା ପାଇଁ ଅଧିକ ଗବେଷଣା ଜାରି ରହିଛି ।

04 May 2021 By The Sakala

ଭୂତାଣୁ ନଷ୍ଟକାରୀ ଡ୍ରଗ୍ ମଲିକ୍ୟୁଲ୍ ସନ୍ଧାନ ପାଇଲା ଟେକ୍ ମହିନ୍ଦ୍ରା

କରୋନା ଭାଇରସକୁ ନେଇ ଏକ ଖବର ସିଛି। ଆଇଟି କମ୍ପାନୀ ଟେକ ମହିନ୍ଦ୍ରା ରିଗେନ ବାୟୋସାଇନ୍ସ ସହ ମିଶି ଏକ ନୂଆ ଡ୍ରଗ ମଲିକ୍ୟୁଲ ସନ୍ଧାନ କରିଛି ଏହି ଔଷଧ କରୋନା ବିରୋଧରେ ଲଢେଇ କରି ତାହାକୁ ଶେଷ କରିଦେବ ବୋଲି କୁହାଯାଇଛି। ଏବେ ଏହାର ପ୍ୟାଟେଣ୍ଟ ପାଇଁ ଆବେଦନ କରିବାକୁ କମ୍ପାନୀ ମୁଖ୍ୟ(ମେକର୍ସ ଲ୍ୟାବ) ନିମ୍ନ ମଲହୋତ୍ରା କହିଛନ୍ତି ଯେ ପ୍ୟାଟେଣ୍ଟ ହେବା ପର୍ଯ୍ୟନ୍ତ ମଲିକ୍ୟୁଲ ବିଷୟରେ ସୂଚନା ଦେଇହେବ ନାହିଁ ।

ଟେକ ମହିନ୍ଦ୍ରା ଏବଂ ଡିଜେଳ ବାୟୋସାଇନ୍ସ ଗବେଷଣା ଜାରି ରଖୁଛନ୍ତି । ମେକର୍ସ ଲ୍ୟାବ ହେଉଛି ଟେକ ମହିନ୍ଦ୍ରାର ଖିସର୍ଚ ଆଣ୍ଡ ଡେଇଲପମେଣ୍ଟ ଆର୍ମା ମଲହୋତ୍ରା କହିଛନ୍ତି ଯେ ମେଜର୍ସ ଲ୍ୟାବରେ କରେନାର ଗଣିତିକ ମଡେଲିଂ ବିଶ୍ଳେଷଣ ଆରମ୍ଭ କରାଯାଇଛି। ଏହି ଗାଣ୍ଡିକ ଜଟି ଏବଂ ମେଢଙ୍ଗି ଆନେ ଆଧାରରେ ଟେକ ମଦ୍ରା ଏବଂ ତାହାର ସହଯୋଗୀ କମ୍ପାନୀ ଏପଡିଏ ମନ୍ୟତାପ୍ରାପ୍ତ ୮ ହଜାର ମଲିକ୍ୟୁଲ ମଧ୍ୟରୁ ୨୦ଟି ଡ୍ରଗ ମଲିକ୍ୟୁଳକୁ ଚୟନ କରିଥିଲା ।

ପରେ ଏହି ୧୦ଟିକୁ ଜ୍ଞାନକୌଶଳ ମଧ୍ୟମରେ ଫିଲ୍ମର କରାଯାଇଥିଲା । ଏହା ଉପରେ ବେଙ୍ଗାଲୁରୁରେ ପରୀକ୍ଷା କରାଯାଇଥିଲା । ପରେ ଏହି ସଂଖ୍ୟା ହ୍ରାସ କରାଯାଇ ୩କୁ ଅଣାଯାଇଛି କମ୍ପାନୀକୁ ଏକ ୩ଡି ଫୁସଫୁସ ପ୍ରସ୍ତୁତ କରି ତାହା ଉପରେ ପରୀକ୍ଷଣ କରିଥିଲା। ଏଥିରୁ ଜଣାପଡିଥିଲା ଯେ ମଲିକ୍ୟୁଲ ଗବେଷଣା ଅନୁଯାୟୀ କାର୍ଯ୍ୟ କରୁଛି ଏହା ପରେ ମେକର୍ସ ବ୍ୟବ ଗାଣିତିକ ବିଶ୍ଲେଷଣ ଏବଂ ସହଯୋଗୀ କମ୍ପାନୀ କ୍ଲିନିକାଲ ବିଶ୍ଳେଷଣ ଶେଷ କରିଥିଲା ଏହା ଭବିଷ୍ୟତର ଔଷଧ ସନ୍ଧାନ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମଲହୋତ୍ରା କହିଛନ୍ତି ।

ତେବେ ପଣ୍ଟ ଉପରେ ଏହାର ଅଧ୍ୟୟନ କରାଯିବା ବାକି ରହିଛି ବୋଲି ସେ କହିଛନ୍ତି କିନ୍ତୁ ଏହି ଜ୍ଞାନକୌଶଳ ଜୈବିକ ରାଣିତିକ ପ୍ରକ୍ରିୟାରେ ଔଷଧ ଆବିଷ୍କାର ତନ୍ତ୍ରକୁ କମ କରିବ । ଏବେ ଏହାର ପ୍ରଭାବ ଜାଣିବା ପାଇଁ ଅଧିକ ଗବେଷଣା ଜାରି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର