ତାଲିବାନର ଦାବି , ପଞ୍ଜଶୀର ଉପତ୍ୟକାର 4 ଜିଲ୍ଲା ଦଖଲ

The Sakala Picture
Published On

କାବୁଲ: ରବିବାର ଦିନ ତାଲିବାନ ଏବଂ ପ୍ରତିରୋଧ ବାହିନୀ ଆଫଗାନିସ୍ତାନର ପଞ୍ଜଶୀର ଉପତ୍ୟକାରେ ଯୁଦ୍ଧ ଜାରି ରଖିଥିବା ବେଳେ ପଞ୍ଜଶିରକୁ ହାତେଇବା ଲାଗି ବିରୋଧୀଙ୍କ ସହ ଲଗାତାର ଲଢ଼ୁଛି ତାଲିବାନ । ମିଡିଆ ରିପୋର୍ଟରେ ଅନୁସାରେ, ପଞ୍ଜଶିରର ୪ ଜିଲ୍ଲାକୁ ନିଜ କବଜାକୁ ନେଇ ତାଲିବାନ ଦାବି କରିଛି । ଯାହାକୁ ଅଗ୍ରାହ୍ୟ କରିଛନ୍ତି ବିରୋଧୀ ଦଳ । ପଞ୍ଜଶିରରେ ୪ ଜିଲ୍ଲା ବନ୍ଦ, ପାରୈନ, ଖିଞ୍ଜ ଓ ଅବଶରକୁ କବଜା କରି ନେଇଥିବା ତାଲିବାନ ଦାବି […]

କାବୁଲ: ରବିବାର ଦିନ ତାଲିବାନ ଏବଂ ପ୍ରତିରୋଧ ବାହିନୀ ଆଫଗାନିସ୍ତାନର ପଞ୍ଜଶୀର ଉପତ୍ୟକାରେ ଯୁଦ୍ଧ ଜାରି ରଖିଥିବା ବେଳେ ପଞ୍ଜଶିରକୁ ହାତେଇବା ଲାଗି ବିରୋଧୀଙ୍କ ସହ ଲଗାତାର ଲଢ଼ୁଛି ତାଲିବାନ । ମିଡିଆ ରିପୋର୍ଟରେ ଅନୁସାରେ, ପଞ୍ଜଶିରର ୪ ଜିଲ୍ଲାକୁ ନିଜ କବଜାକୁ ନେଇ ତାଲିବାନ ଦାବି କରିଛି । ଯାହାକୁ ଅଗ୍ରାହ୍ୟ କରିଛନ୍ତି ବିରୋଧୀ ଦଳ । ପଞ୍ଜଶିରରେ ୪ ଜିଲ୍ଲା ବନ୍ଦ, ପାରୈନ, ଖିଞ୍ଜ ଓ ଅବଶରକୁ କବଜା କରି ନେଇଥିବା ତାଲିବାନ ଦାବି କରିଛି । ତେବେ ଏହି ଦାବିକୁ ପ୍ରତିପକ୍ଷ ଅଗ୍ରାହ୍ୟ କରି ଦେଇଛନ୍ତି । ବିରୋଧୀଙ୍କ କହିବା ଅନୁସାରେ, ସଂଘର୍ଷ ପରେ ତାଲିବାନ ପଛକୁ ଫେରି ଯାଇଛି । ତାଲିବାନ କହିଛି ୪ ଜିଲ୍ଲା ହାତେଇବା ପରେ ଓନୋବା ଜିଲ୍ଲା କବଜା କରିବାକୁ ସଂଘର୍ଷ ଜାରି ରହିଛି । ତାଲିବାନ ପଞ୍ଜଶିରରେ ସମସ୍ତ ପ୍ରକାର ଦୂରସଞ୍ଚାର ସେବାକୁ ବନ୍ଦ କରି ଦେଇଛି । ଫଳରେ ଉଭୟ ପକ୍ଷ କରୁଥିବା ଦାବିକୁ ନେଇ କୌଣସି ପ୍ରକାର ସ୍ପଷ୍ଟ ସୂଚନା ମିଳିପାରୁନାହିଁ । କାବୁଲ ଠାରୁ ଉତ୍ତରରେ ୯୦ ମାଇଲରେ ଦୂରରେ ରହିଛି ପଞ୍ଜଶିର ଘାଟି । ୨୦ ବର୍ଷ ତଳେ ବି ପଞ୍ଜଶିର ଘାଟି ତାଲିବାନ ଶାସନ ଠାରୁ ମୁକ୍ତ ଥିଲା । ତାଲିବାନ ପଞ୍ଜଶିରକୁ କେବେ କବଜା କରିପାରିନାହିଁ ।

ଆହୁରି ପଢ଼ନ୍ତୁ: ମିରଟ ହତ୍ୟାକାଣ୍ଡର ବଡ଼ ଖୁଲାସା: ଅର୍ଚିତା ନୁହେଁ, ମୃତ ମହିଳା ହେଲେ ତୁର୍କମେନିସ୍ତାନର 'ମହବତ'

05 Sep 2021 By The Sakala

ତାଲିବାନର ଦାବି , ପଞ୍ଜଶୀର ଉପତ୍ୟକାର 4 ଜିଲ୍ଲା ଦଖଲ

କାବୁଲ: ରବିବାର ଦିନ ତାଲିବାନ ଏବଂ ପ୍ରତିରୋଧ ବାହିନୀ ଆଫଗାନିସ୍ତାନର ପଞ୍ଜଶୀର ଉପତ୍ୟକାରେ ଯୁଦ୍ଧ ଜାରି ରଖିଥିବା ବେଳେ ପଞ୍ଜଶିରକୁ ହାତେଇବା ଲାଗି ବିରୋଧୀଙ୍କ ସହ ଲଗାତାର ଲଢ଼ୁଛି ତାଲିବାନ । ମିଡିଆ ରିପୋର୍ଟରେ ଅନୁସାରେ, ପଞ୍ଜଶିରର ୪ ଜିଲ୍ଲାକୁ ନିଜ କବଜାକୁ ନେଇ ତାଲିବାନ ଦାବି କରିଛି । ଯାହାକୁ ଅଗ୍ରାହ୍ୟ କରିଛନ୍ତି ବିରୋଧୀ ଦଳ । ପଞ୍ଜଶିରରେ ୪ ଜିଲ୍ଲା ବନ୍ଦ, ପାରୈନ, ଖିଞ୍ଜ ଓ ଅବଶରକୁ କବଜା କରି ନେଇଥିବା ତାଲିବାନ ଦାବି କରିଛି । ତେବେ ଏହି ଦାବିକୁ ପ୍ରତିପକ୍ଷ ଅଗ୍ରାହ୍ୟ କରି ଦେଇଛନ୍ତି । ବିରୋଧୀଙ୍କ କହିବା ଅନୁସାରେ, ସଂଘର୍ଷ ପରେ ତାଲିବାନ ପଛକୁ ଫେରି ଯାଇଛି । ତାଲିବାନ କହିଛି ୪ ଜିଲ୍ଲା ହାତେଇବା ପରେ ଓନୋବା ଜିଲ୍ଲା କବଜା କରିବାକୁ ସଂଘର୍ଷ ଜାରି ରହିଛି । ତାଲିବାନ ପଞ୍ଜଶିରରେ ସମସ୍ତ ପ୍ରକାର ଦୂରସଞ୍ଚାର ସେବାକୁ ବନ୍ଦ କରି ଦେଇଛି । ଫଳରେ ଉଭୟ ପକ୍ଷ କରୁଥିବା ଦାବିକୁ ନେଇ କୌଣସି ପ୍ରକାର ସ୍ପଷ୍ଟ ସୂଚନା ମିଳିପାରୁନାହିଁ । କାବୁଲ ଠାରୁ ଉତ୍ତରରେ ୯୦ ମାଇଲରେ ଦୂରରେ ରହିଛି ପଞ୍ଜଶିର ଘାଟି । ୨୦ ବର୍ଷ ତଳେ ବି ପଞ୍ଜଶିର ଘାଟି ତାଲିବାନ ଶାସନ ଠାରୁ ମୁକ୍ତ ଥିଲା । ତାଲିବାନ ପଞ୍ଜଶିରକୁ କେବେ କବଜା କରିପାରିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର