ଅତି ଭୟଙ୍କର ରୂପ ନେଇ ଆଜି ଗୁଜରାଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ତୌକତେ

The Sakala Picture
Published On

ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକତେ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି । ଏବେ ଏହା ଅତି ଭୟୟଙ୍କର ବାତ୍ୟାର ରୂପ ଧାରଣ କରି ଗୁଜରାଟ ଅଭିମୁଖେ ମାଡ଼ି ଚାଲିଛି। ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୨୧୦ କିମି ରହିଛି। ଗୁଜରାଟ ଅଭିମୁଖେ ତୌକତେ ଯାଉଥିବା ବେଳେ ମୁମ୍ବାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି। ରାତି ୮ଟାରୁ ୧୧ଟା […]

ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକତେ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି । ଏବେ ଏହା ଅତି ଭୟୟଙ୍କର ବାତ୍ୟାର ରୂପ ଧାରଣ କରି ଗୁଜରାଟ ଅଭିମୁଖେ ମାଡ଼ି ଚାଲିଛି। ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୨୧୦ କିମି ରହିଛି। ଗୁଜରାଟ ଅଭିମୁଖେ ତୌକତେ ଯାଉଥିବା ବେଳେ ମୁମ୍ବାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି। ରାତି ୮ଟାରୁ ୧୧ଟା ଭିତରେ ଗୁଜରାଟ ଭାବନଗର ଜିଲ୍ଲା ଅନ୍ତର୍ଗତ ପୋରବନ୍ଦର-ମହୁଭା ନିକଟରେ ତୌକତେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ବାତ୍ୟା ଲ୍ୟାଣ୍ଡଫଲ କରିବା ବେଳକୁ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ପବନର ବେଗ ୧୫୫ରୁ ୧୬୫ କିଲୋମିର ଓ କେତେକାଂଶରେ ବଢ଼ି ୧୮୫ କିଲୋମିଟର ଛୁଇଁପାରେ । ସ୍ଥଳଭାଗ ଛୁଇଁବା ପରେ ଅତି ଭୟଙ୍କର ତାଣ୍ଡବ ରଚିବ ତୌକତେ । ଆସନ୍ତା ୬ ଘଣ୍ଟା ପାଇଁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୮୦-୧୯୦ କିଲୋମିଟ ବେଗରେ ପବନ ବହିବ । ପବନର ବେଗ ବଢ଼ି ୨୧୦ବି ହୋଇପାରେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର