ସମଗ୍ର ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

The Sakala Picture
Published On

ନୂଆଦିଲ୍ଲି: ସମଗ୍ର ଦେଶରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟମ୍ବର ୨୯ରୁ ରାଜଧାନୀ ଦିଲ୍ଲୀରୁ ମୌସୁମୀ ବିଦାୟ ନେଇଥିଲା। ଏହା ପୂର୍ବରୁ ଓଡ଼ିଶାରୁ ଅକ୍ଟୋବର ୨୧ରୁ ରାଜ୍ୟରୁ ସମ୍ପୂର୍ଣ୍ଣ ବିଦାୟ ନେଇଥିଲା ମୌସୁମୀ ବାୟୁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

23 Oct 2022 By The Sakala

ସମଗ୍ର ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲି: ସମଗ୍ର ଦେଶରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟମ୍ବର ୨୯ରୁ ରାଜଧାନୀ ଦିଲ୍ଲୀରୁ ମୌସୁମୀ ବିଦାୟ ନେଇଥିଲା। ଏହା ପୂର୍ବରୁ ଓଡ଼ିଶାରୁ ଅକ୍ଟୋବର ୨୧ରୁ ରାଜ୍ୟରୁ ସମ୍ପୂର୍ଣ୍ଣ ବିଦାୟ ନେଇଥିଲା ମୌସୁମୀ ବାୟୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର