ପୁଣି ଚିନ୍ତା ବଢାଇଲାଣି କରୋନା: ଦକ୍ଷିଣ କୋରିଆରେ ଚିହ୍ନଟ ହେଲେ ୬ଲକ୍ଷ୍ଯରୁ ଉର୍ଦ୍ଧ୍ବ ନୂଆ ସଂକ୍ରମିତ

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲାଣି କରୋନା । ଦକ୍ଷିଣ କୋରିଆ କରୋନାର ତୀବ୍ର ବୃଦ୍ଧି ଘଟୁଥିବାର ଦେଖିବାକୁ ମିଳିଛି। ଗୁରୁବାର ଦକ୍ଷିଣ କୋରିଆରେ ୬ ଲକ୍ଷରୁ ଅଧିକ ନୂତନ କୋଭିଡ ମାମଲା ରେକର୍ଡ କରାଯାଇଛି। ଯାହା ଦକ୍ଷିଣ କୋରିଆରେ ଦୈନିକ କୋଭିଡ୍‌ ସଂକ୍ରମଣରେ ରେକର୍ଡ। କୋରିଆ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ଏଜେନ୍ସି  ସୂଚନା ଅନୁଯାୟୀ, ଗୁରୁବାର ଦକ୍ଷିଣ କୋରିଆରେ ୬,୨୧ ,୩୨୮  ଦୈନିକ ନୂତନ କୋଭିଡ ମାମଲା ଚହ୍ନଟ ହୋଇଥିବା ବେଳେ ୪୨୯ ଜଣଙ୍କ ମୃତ୍ୟୁ […]

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲାଣି କରୋନା । ଦକ୍ଷିଣ କୋରିଆ କରୋନାର ତୀବ୍ର ବୃଦ୍ଧି ଘଟୁଥିବାର ଦେଖିବାକୁ ମିଳିଛି। ଗୁରୁବାର ଦକ୍ଷିଣ କୋରିଆରେ ୬ ଲକ୍ଷରୁ ଅଧିକ ନୂତନ କୋଭିଡ ମାମଲା ରେକର୍ଡ କରାଯାଇଛି। ଯାହା ଦକ୍ଷିଣ କୋରିଆରେ ଦୈନିକ କୋଭିଡ୍‌ ସଂକ୍ରମଣରେ ରେକର୍ଡ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

କୋରିଆ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ଏଜେନ୍ସି  ସୂଚନା ଅନୁଯାୟୀ, ଗୁରୁବାର ଦକ୍ଷିଣ କୋରିଆରେ ୬,୨୧ ,୩୨୮  ଦୈନିକ ନୂତନ କୋଭିଡ ମାମଲା ଚହ୍ନଟ ହୋଇଥିବା ବେଳେ ୪୨୯ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ଗୋଟିଏ ଦିନରେ ୫୫  ପ୍ରତିଶତ ବୃଦ୍ଧି ଘଟିଛି। ନୂତନ ସଂକ୍ରମଣ ସହିତ ଦକ୍ଷିଣ କୋରିଆର ମୋଟ ମାମଲା ୮,୨୫୦, ୫୯୨ କୁ ବୃଦ୍ଧି ପାଇଛି ବୋଲି କେଡିସିଏ କହିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପୂର୍ବାନୁମାନଠାରୁ  ଦୈନିକ ସଂକ୍ରମଣ ବହୁତ ଅଧିକ ରହିଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତ। ଏହା ପୂର୍ବରୁ ବୁଧବାର ଦିନ ଦକ୍ଷିଣ କୋରିଆ ୪,୦୦,୭୪୧ ନୂଆ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଦିନ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କୋରିଆରେ ୨୯୩ଜଣ କୋଭିଡ୍‌ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ମାମଲା ବୃଦ୍ଧି ପରେ ଦକ୍ଷିଣ କୋରିଆ ସରକାର ପ୍ରତିବନ୍ଧକ ହଟାଇବେ ନା  ପୁନର୍ବାର ଜାରି ରହିବ ସେ ନେଇ ଶୁକ୍ରବାର  ଘୋଷଣା କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର