ଇଡିରେ ହାଜର ହେଲେନି ସୋନିଆ

The Sakala Picture
Published On

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍‌ଡ ଦୁର୍ନୀତି ମାମଲାରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇନାହାନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେ ହାଜର ହେବା ପାଇଁ ଅଧିକ ସମୟ ମାଗିଛନ୍ତି। କାରଣ ସେ ଏ ପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇନାହାନ୍ତି। ଗତ ଗୁରୁବାର ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେ ବୁଧବାର ଇଡିରେ ହାଜର ହେବେ ବୋଲି କୁହାଯାଇଥିଲା। ଏବେ ନୂତନ ସମନ ଜାରି କରାଯାଇ ତିନି ସପ୍ତାହ ପରେ ହାଜର ହେବା ପାଇଁ […]

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍‌ଡ ଦୁର୍ନୀତି ମାମଲାରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇନାହାନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେ ହାଜର ହେବା ପାଇଁ ଅଧିକ ସମୟ ମାଗିଛନ୍ତି। କାରଣ ସେ ଏ ପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇନାହାନ୍ତି। ଗତ ଗୁରୁବାର ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେ ବୁଧବାର ଇଡିରେ ହାଜର ହେବେ ବୋଲି କୁହାଯାଇଥିଲା। ଏବେ ନୂତନ ସମନ ଜାରି କରାଯାଇ ତିନି ସପ୍ତାହ ପରେ ହାଜର ହେବା ପାଇଁ ସୋନିଆଙ୍କୁ କୁହାଯିବ ବୋଲି ଇଡି ସୂତ୍ରରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

09 Jun 2022 By The Sakala

ଇଡିରେ ହାଜର ହେଲେନି ସୋନିଆ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍‌ଡ ଦୁର୍ନୀତି ମାମଲାରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇନାହାନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେ ହାଜର ହେବା ପାଇଁ ଅଧିକ ସମୟ ମାଗିଛନ୍ତି। କାରଣ ସେ ଏ ପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇନାହାନ୍ତି। ଗତ ଗୁରୁବାର ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେ ବୁଧବାର ଇଡିରେ ହାଜର ହେବେ ବୋଲି କୁହାଯାଇଥିଲା। ଏବେ ନୂତନ ସମନ ଜାରି କରାଯାଇ ତିନି ସପ୍ତାହ ପରେ ହାଜର ହେବା ପାଇଁ ସୋନିଆଙ୍କୁ କୁହାଯିବ ବୋଲି ଇଡି ସୂତ୍ରରୁ ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର