ଡ୍ରାଗନ ସେନା ପାଇଁ ଭାରତୀୟ ସେନାର ମାଷ୍ଟର ପ୍ଲାନ: ଏଣିକି ମନ୍ଦାରିନ ଭାଷା ଶିଖିବେ ଭାରତୀୟ ସେନା

The Sakala Picture
Published On

ନୂଆଦିଲ୍ଲୀ : ଚୀନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛି ଭାରତୀୟ ସେନା । ଏଣିକି ଚୀନ ଭାଷା ଶିଖିବେ ଭାରତୀୟ ସେନା। ଚୀନ ସୈନିକଙ୍କ ରଣନୀତି ବିଷୟରେ ଜାଣିବା ସେନାକୁ ସହଜ ହେବ। ଚୀନ ବିଷୟରେ ସୈନିକଙ୍କୁ ସୂଚନା ଦିଆଯିବ ଯଦ୍ଵାରା କାମ କରିବାର ଶୈଳୀ ଆହୁରି ସହଜ ହେବ। ସଂପ୍ରତି ସୂଚନାକୁ ଏକ ଗୁରୁତ୍ଵପୂର୍ଣ୍ଣ ହତିଆର କୁହାଯାଉଛି। ତେଣୁ ଭାରତୀୟ ସେନା ମନ୍ଦାରିନ ଭାଷା ଶିଖିବା ଉପରେ ଗୁରୁତ୍ଵ ଦେଇଛନ୍ତି। ସୂଚନା ଅନୁଯାଯୀ, ପ୍ରାୟ […]

ନୂଆଦିଲ୍ଲୀ : ଚୀନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛି ଭାରତୀୟ ସେନା । ଏଣିକି ଚୀନ ଭାଷା ଶିଖିବେ ଭାରତୀୟ ସେନା। ଚୀନ ସୈନିକଙ୍କ ରଣନୀତି ବିଷୟରେ ଜାଣିବା ସେନାକୁ ସହଜ ହେବ। ଚୀନ ବିଷୟରେ ସୈନିକଙ୍କୁ ସୂଚନା ଦିଆଯିବ ଯଦ୍ଵାରା କାମ କରିବାର ଶୈଳୀ ଆହୁରି ସହଜ ହେବ। ସଂପ୍ରତି ସୂଚନାକୁ ଏକ ଗୁରୁତ୍ଵପୂର୍ଣ୍ଣ ହତିଆର କୁହାଯାଉଛି। ତେଣୁ ଭାରତୀୟ ସେନା ମନ୍ଦାରିନ ଭାଷା ଶିଖିବା ଉପରେ ଗୁରୁତ୍ଵ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ସୂଚନା ଅନୁଯାଯୀ, ପ୍ରାୟ ଦୁଇ ବର୍ଷ ପୂର୍ବେ ଲଦାଖରେ ଭାରତ ଏବଂ ଚୀନ ସୈନିକ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୦ରୁ ଉର୍ଦ୍ଧ୍ଵ ସୈନିକ ନିହତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ଖବର ଅନୁଯାୟୀ, ଚୀନ ପକ୍ଷରୁ ଅଦ୍ୟାବଧି ପୂର୍ବ ଲଦାଖରେ ସୈନିକଙ୍କ ସଂଖ୍ୟା ହ୍ରାସ କରାଯିବାର ସଙ୍କେତ ମିଳିନାହିଁ। ଏହି ପ୍ରସଙ୍ଗରେ ନିକଟରେ ଭାରତ ଗସ୍ତ କରିଥିବା ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵିଙ୍କୁ ମଧ୍ୟ କଡା ସନ୍ଦେଶ ଦିଆଯାଇଥିଲା। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ, ଯେ ପର୍ଯ୍ଯନ୍ତ ସୀମାରେ ସୈନିକଙ୍କ ମଧ୍ୟରେ ଉତ୍ତେଜନା କମି ନାହିଁ, ସେ ପର୍ଯ୍ଯନ୍ତ ଦୁଇ ଦେଶ ମଧ୍ୟରେ ସଂପର୍କ ସ୍ଵାଭାବିକ ହୋଇ ପାରିବ ନାହିଁ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର