ଭୁଷୁଡିଲା ୨୨ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠା: ୬ମୃତ, ୧୦୦ରୁ ଅଧିକ ନିଖୋଜ

The Sakala Picture
Published On

ନାଇଜେରିଆର କମରସିଆଲ କ୍ୟାପିଟାଲ ଲାଗୋସ ଠାରେ ଏକ ନିର୍ମାଣଧିନ କୋଠା ଭୁଷୁଡିଯିବା ଫଳରେ ୬ଜଣଙ୍କ ମୃତ୍ଯୁ ଘଟିଛି । ଏହି କୋଠା ତଳେ  ୧୦୦ ରୁ ଅଧିକ ଶ୍ରମିକ ଚାପି ହୋଇ ରହିଥିବା ସୂଚନା ମିଳିଛି । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଶ୍ରମିକ ମାନଙ୍କୁ ଖୋଜି ଖୋଜି ଆରମ୍ଭ କରାଯାଇଛି। ସେପଟେ ଲାଗୋସ ସରକାର କହିଛନ୍ତି ଯେ, ଏହା ଏକ ୨୨ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠା ଥିଲା। […]

ନାଇଜେରିଆର କମରସିଆଲ କ୍ୟାପିଟାଲ ଲାଗୋସ ଠାରେ ଏକ ନିର୍ମାଣଧିନ କୋଠା ଭୁଷୁଡିଯିବା ଫଳରେ ୬ଜଣଙ୍କ ମୃତ୍ଯୁ ଘଟିଛି । ଏହି କୋଠା ତଳେ  ୧୦୦ ରୁ ଅଧିକ ଶ୍ରମିକ ଚାପି ହୋଇ ରହିଥିବା ସୂଚନା ମିଳିଛି । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଶ୍ରମିକ ମାନଙ୍କୁ ଖୋଜି ଖୋଜି ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସେପଟେ ଲାଗୋସ ସରକାର କହିଛନ୍ତି ଯେ, ଏହା ଏକ ୨୨ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠା ଥିଲା। ଏହା ତିଆରି ଚାଲୁଥିବା ସମୟରେ ଏପରି ଅଘଟଣ ଘଟିଛି । ହେଲେ ଏହି କୋଠା ଭୁଷୁଡିବା ସମୟରେ ନିକଟରେ ଥିବା ଅନ୍ୟ ବିଲ୍ଡିଂ ଗୁଡିକର କୌଣସି କ୍ଷତି ହୋଇନଥିବା ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର