ଭୂସ୍ଖଳନରେ ଭୁଶୁଡିଲା ମନ୍ଦିର: ୫ ମୃତ, ଫସି ରହିଛନ୍ତି ୨୫ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

The Sakala Picture
Published On

ଶିମଲା: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ବର୍ଷା ଓ ଭୂସ୍ଖଳନ ବିତ୍ପାତ । ପ୍ରବଳ ବର୍ଷାରେ ସାରା ରାଜ୍ୟରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। ବର୍ଷା ହେତୁ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି। ଏହି କାରଣରୁ ଅନେକ ରାସ୍ତା ବନ୍ଦ ହୋଇଯାଇଛି। ଶିମଲାର ସମରହିଲ ଅଞ୍ଚଳର ଏକ ଶିବ ମନ୍ଦିରରେ ଭୂସ୍ଖଳନ ଘଟିଛି। ଏଥିରେ ୨୫ରୁ ଅଧିକ ଶ୍ରଦ୍ଧାଳୁ ଫସି ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୨ ଶିଶୁଙ୍କ ସମେତ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। […]

ଶିମଲା: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ବର୍ଷା ଓ ଭୂସ୍ଖଳନ ବିତ୍ପାତ । ପ୍ରବଳ ବର୍ଷାରେ ସାରା ରାଜ୍ୟରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। ବର୍ଷା ହେତୁ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି। ଏହି କାରଣରୁ ଅନେକ ରାସ୍ତା ବନ୍ଦ ହୋଇଯାଇଛି। ଶିମଲାର ସମରହିଲ ଅଞ୍ଚଳର ଏକ ଶିବ ମନ୍ଦିରରେ ଭୂସ୍ଖଳନ ଘଟିଛି। ଏଥିରେ ୨୫ରୁ ଅଧିକ ଶ୍ରଦ୍ଧାଳୁ ଫସି ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୨ ଶିଶୁଙ୍କ ସମେତ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ପାହାଡରୁ ପଥର ଖସି ପଡୁଛି। ଅଳିଆ ଆବର୍ଜନା ସହିତ ଚାରିରୁ ପାଞ୍ଚଟି ଗଛ ମନ୍ଦିର ଉପରେ ପଡିଯାଇଥିଲା। ଉଦ୍ଧାର କାର୍ଯ୍ୟରେ NDRF ଦଳ ନିୟୋଜିତ ଅଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଏହା ପୂର୍ବରୁ ସୋଲାନରେ ବାଦଲଫଟା ବର୍ଷାରେ  ୭ ଜଣଙ୍କ ମୃତ୍ୟୁ ଘଟିଥିଲା ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

 

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର