ମହୁଆ ମୈତ୍ରଙ୍କୁ ଦିଲ୍ଲୀ ହାଇ କୋର୍ଟରୁ ଝଟକା, ସରକାରୀ ବାସଭବନ ବିରୋଧରେ କରିଥିବା ଆବେଦନକୁ ଖାରଜ କଲେ କୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ଲୋକସଭାରୁ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଝଟକା ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସରକାରୀ ବଙ୍ଗଳା ଖାଲି କରିବା ନେଇ ତାଙ୍କୁ ଯେଉଁ ନୋଟିସ୍ ପଠାଯାଇଛି। ତାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହୁଆ। ତେବେ ଉକ୍ତ ନୋଟିସ୍‌ ଉପରେ ରୋକ୍ ଳଗାଇବାକୁ ଆଜି ହାଇକୋର୍ଟ ମନା କରି ଦେଇଛନ୍ତି। ସରକାରୀ ବଙ୍ଗଳାରେ ରହିବା ପାଇଁ ମହୁଆଙ୍କର ଆଉ କୌଣସି ଅଧିକାର ନାହିଁ କହି କୋର୍ଟ ଆଜି ତାଙ୍କ ଆବେଦନକୁ […]

ନୂଆଦିଲ୍ଲୀ: ଲୋକସଭାରୁ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଝଟକା ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସରକାରୀ ବଙ୍ଗଳା ଖାଲି କରିବା ନେଇ ତାଙ୍କୁ ଯେଉଁ ନୋଟିସ୍ ପଠାଯାଇଛି। ତାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହୁଆ। ତେବେ ଉକ୍ତ ନୋଟିସ୍‌ ଉପରେ ରୋକ୍ ଳଗାଇବାକୁ ଆଜି ହାଇକୋର୍ଟ ମନା କରି ଦେଇଛନ୍ତି। ସରକାରୀ ବଙ୍ଗଳାରେ ରହିବା ପାଇଁ ମହୁଆଙ୍କର ଆଉ କୌଣସି ଅଧିକାର ନାହିଁ କହି କୋର୍ଟ ଆଜି ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଗତ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯିବା ପରେ ଜାନୁଆରୀ ୭ ତାରିଖ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଏହି ନୋଟିସ୍‌କୁ ଚ୍ୟାଲେଞ୍ଜ କରି ମହୁଆ ମୋଇତ୍ରା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର