ଋଷକୁ ଡରୁଛି ନାଟୋ- ଜେଲେନସ୍କି

The Sakala Picture
Published On

କିଭ୍: ୨୭ ଦିନରେ ପହଞ୍ଚିଲାଣି ରୁ୍ଷ୍-ୟୁକ୍ରେନ୍ ମହାଯୁଦ୍ଧ। ପୁଟିନ୍ ସେନା ଆଗରେ ମୁଣ୍ଡ ନୁଆଇବା ସ୍ଥିତିରେ ନାହିଁ ଯୁକ୍ରେନ୍ । ଏଭଳି ସ୍ଥିତିରେ ନାଟୋ ବିରୋଧରେ ବଡ଼ ବୟାନ ରଖିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ନାଟୋ ଉପରେ ବର୍ଷିଛନ୍ତି ଜେଲେନସ୍କି। ନାଟୋ ସ୍ପଷ୍ଟ କରିବା ଦରକାର ଯେ ସେ ରୁଷକୁ ଡରୁଛି । ଏବେ ସମୟ ଆସିଛି ନାଟୋ ଆମକୁ ସ୍ୱୀକାର କରୁଛି ବୋଲି କହିବାକୁ ପଡ଼ିବ । ନହେଲେ ଖୋଲାଖୋଲି କହୁ ଯେ ଆମକୁ […]

କିଭ୍: ୨୭ ଦିନରେ ପହଞ୍ଚିଲାଣି ରୁ୍ଷ୍-ୟୁକ୍ରେନ୍ ମହାଯୁଦ୍ଧ। ପୁଟିନ୍ ସେନା ଆଗରେ ମୁଣ୍ଡ ନୁଆଇବା ସ୍ଥିତିରେ ନାହିଁ ଯୁକ୍ରେନ୍ । ଏଭଳି ସ୍ଥିତିରେ ନାଟୋ ବିରୋଧରେ ବଡ଼ ବୟାନ ରଖିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ନାଟୋ ଉପରେ ବର୍ଷିଛନ୍ତି ଜେଲେନସ୍କି। ନାଟୋ ସ୍ପଷ୍ଟ କରିବା ଦରକାର ଯେ ସେ ରୁଷକୁ ଡରୁଛି । ଏବେ ସମୟ ଆସିଛି ନାଟୋ ଆମକୁ ସ୍ୱୀକାର କରୁଛି ବୋଲି କହିବାକୁ ପଡ଼ିବ । ନହେଲେ ଖୋଲାଖୋଲି କହୁ ଯେ ଆମକୁ ନାଟୋରେ ସାମିଲ କରିବ ନାହିଁ । କାରଣ ରୁଷକୁ ଭୟ କରୁଛି ନାଟୋ । ଏକଥା ସ୍ପଷ୍ଟ କଲେ ୟୁକ୍ରେନ୍ ନିଶ୍ଚିତ ହୋଇ କହିପାରିବ ଯେ, ନାଟୋର କିଛି ସଦସ୍ୟ ରାଷ୍ଟ୍ର ଅଛନ୍ତି ଯେଉଁମାନେ ବିନା ସଦସ୍ୟତାରେ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରିପାରିବେ ।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ସେହିପରି ଜେଲେନସ୍କି କହିଛନ୍ତି, ରୁଷର ଅୱଟିମେଟମକୁ ସ୍ୱୀକାର କରିବେ ନାହିଁ । ଏମିତି କେବେ ହେବନି । ଆମ ଦେଶର ଲୋକଙ୍କୁ ରୁଷ୍ ହତ୍ୟା କରିବା ପରେ ତାର ଅଲଟିମେଟର୍ କେବେ ସ୍ୱୀକାର କରାଯାଇ ପାରିବ ନାହିଁ । ପୁଟିନଙ୍କ ସହ କଥାବାର୍ତ୍ତା କରିବା ଉପରେ ଜୋର ଦେଇଛନ୍ତି ଜେଲେନସ୍କି । ରୁଷ୍ କିଭ୍, ଖାରକିଭ୍ ଓ ମାରିୟୁପୋଲକୁ ମାଗୁଛନ୍ତି । କିନ୍ତୁ ସେଠାକାର ଲୋକ ସେମିତି କରିବାକୁ ଦେବେ ନାହିଁ । ରୁଷ ଏସବୁ ସହରର ଲୋକଙ୍କୁ ହତ୍ୟା କରିବା ପରେ କବଜା କରିପାରିବ ।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

22 Mar 2022 By The Sakala

ଋଷକୁ ଡରୁଛି ନାଟୋ- ଜେଲେନସ୍କି

କିଭ୍: ୨୭ ଦିନରେ ପହଞ୍ଚିଲାଣି ରୁ୍ଷ୍-ୟୁକ୍ରେନ୍ ମହାଯୁଦ୍ଧ। ପୁଟିନ୍ ସେନା ଆଗରେ ମୁଣ୍ଡ ନୁଆଇବା ସ୍ଥିତିରେ ନାହିଁ ଯୁକ୍ରେନ୍ । ଏଭଳି ସ୍ଥିତିରେ ନାଟୋ ବିରୋଧରେ ବଡ଼ ବୟାନ ରଖିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ନାଟୋ ଉପରେ ବର୍ଷିଛନ୍ତି ଜେଲେନସ୍କି। ନାଟୋ ସ୍ପଷ୍ଟ କରିବା ଦରକାର ଯେ ସେ ରୁଷକୁ ଡରୁଛି । ଏବେ ସମୟ ଆସିଛି ନାଟୋ ଆମକୁ ସ୍ୱୀକାର କରୁଛି ବୋଲି କହିବାକୁ ପଡ଼ିବ । ନହେଲେ ଖୋଲାଖୋଲି କହୁ ଯେ ଆମକୁ ନାଟୋରେ ସାମିଲ କରିବ ନାହିଁ । କାରଣ ରୁଷକୁ ଭୟ କରୁଛି ନାଟୋ । ଏକଥା ସ୍ପଷ୍ଟ କଲେ ୟୁକ୍ରେନ୍ ନିଶ୍ଚିତ ହୋଇ କହିପାରିବ ଯେ, ନାଟୋର କିଛି ସଦସ୍ୟ ରାଷ୍ଟ୍ର ଅଛନ୍ତି ଯେଉଁମାନେ ବିନା ସଦସ୍ୟତାରେ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରିପାରିବେ ।

ସେହିପରି ଜେଲେନସ୍କି କହିଛନ୍ତି, ରୁଷର ଅୱଟିମେଟମକୁ ସ୍ୱୀକାର କରିବେ ନାହିଁ । ଏମିତି କେବେ ହେବନି । ଆମ ଦେଶର ଲୋକଙ୍କୁ ରୁଷ୍ ହତ୍ୟା କରିବା ପରେ ତାର ଅଲଟିମେଟର୍ କେବେ ସ୍ୱୀକାର କରାଯାଇ ପାରିବ ନାହିଁ । ପୁଟିନଙ୍କ ସହ କଥାବାର୍ତ୍ତା କରିବା ଉପରେ ଜୋର ଦେଇଛନ୍ତି ଜେଲେନସ୍କି । ରୁଷ୍ କିଭ୍, ଖାରକିଭ୍ ଓ ମାରିୟୁପୋଲକୁ ମାଗୁଛନ୍ତି । କିନ୍ତୁ ସେଠାକାର ଲୋକ ସେମିତି କରିବାକୁ ଦେବେ ନାହିଁ । ରୁଷ ଏସବୁ ସହରର ଲୋକଙ୍କୁ ହତ୍ୟା କରିବା ପରେ କବଜା କରିପାରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର