ପରଲୋକରେ ବଲିଉଡର ବର୍ଷିଆନ ଅଭିନେତ୍ରୀ ଶଶିକଳା

The Sakala Picture
Published On

ନୂଆଦିଲ୍ଲୀ : ୭୦ ଦଶକରେ ଦର୍ଶକଙ୍କ ପ୍ରଥମ ପସନ୍ଦ ଥିବା ବଲିଉଡ୍‌ ଅଭିନେତ୍ରୀ ଶଶିକଳା  ଜାବଲକରଙ୍କ ପରଲୋକ ହୋଇଛି। ୮୮ ବର୍ଷ ବୟସରେ ମୁମ୍ବାଇର କୋଲାବାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅଭିନେତ୍ରୀ ଶଶିକଳା । ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ୧୦୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ ଅଗଷ୍ଟ ୧୯୩୨ରେ ସୋଲାପୁରର ଏକ ମହାରାଷ୍ଟ୍ରିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଡାକୁ, ରାସ୍ତା ଏବଂ ‘କଭି ଖୁସୀ କଭି […]

ନୂଆଦିଲ୍ଲୀ : ୭୦ ଦଶକରେ ଦର୍ଶକଙ୍କ ପ୍ରଥମ ପସନ୍ଦ ଥିବା ବଲିଉଡ୍‌ ଅଭିନେତ୍ରୀ ଶଶିକଳା  ଜାବଲକରଙ୍କ ପରଲୋକ ହୋଇଛି। ୮୮ ବର୍ଷ ବୟସରେ ମୁମ୍ବାଇର କୋଲାବାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅଭିନେତ୍ରୀ ଶଶିକଳା । ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ୧୦୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ ଅଗଷ୍ଟ ୧୯୩୨ରେ ସୋଲାପୁରର ଏକ ମହାରାଷ୍ଟ୍ରିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଡାକୁ, ରାସ୍ତା ଏବଂ ‘କଭି ଖୁସୀ କଭି ଗମ’ ଭଳି ଭଳି ଲୋକପ୍ରିୟ ଫିଲ୍ମରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ ଶଶିକଳା ।

ଆହୁରି ପଢ଼ନ୍ତୁ: FATF ର ନୂତନ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ୧୯୯୪ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ବିବେକ ଅଗ୍ରୱାଲ

ଆହୁରି ପଢ଼ନ୍ତୁ: ରାମ ମନ୍ଦିର ଦାନ ଅର୍ଥ ତୋଷରପାତ ମାମଲା: ଟ୍ରଷ୍ଟ ମୁଖ୍ୟ ଚମ୍ପତ ରାୟଙ୍କ ଇସ୍ତଫା, ୮ ଗିରଫ

ବଲିଉଡର ଆଗଧାଡିର ଅଭିନେତା ସଲମାନ ଖାନ, ଅକ୍ଷର କୁମାର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ଶଶିକଳା ଅଭିନୟ କରିଛନ୍ତି ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର ଏବଂ ସଲମାନ ଖାନଙ୍କ ଅଭିନୀତ ମୁଝସେ ଶାଦି କରୋଗୀ, ୧୯୫୩ ରିଲିଜ୍ ହୋଇଥିବା ତିନ ବଟ୍ଟି ଚାର୍ ରାସ୍ତା ଏବଂ ୧୯୬୮ରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ତିନ ବହୁରାନିଆଁ ଭଳି ଚଳଚ୍ଚିତ୍ରର ନଜର ଆସିଥିଲେ। ଅନ୍ୟ କେତେକ ଚଳଚ୍ଚିତ୍ର, ଆଇ ମିଲନ୍ କି ବେଲା, ଗୁମରା, ସୁଜତା ଏବଂ ଆରତୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: କୋଲକାତା ଗୋଦାମ ଭୁଶୁଡ଼ିବା ଘଟଣା: ଶ୍ରମିକ ୟୁନିୟନର ସୁରକ୍ଷା ଚେତାବନୀକୁ କାହିଁକି କରାଗଲା ଅଣଦେଖା?

ଶଶିକଳା ଫିଲ୍ମ ସହ ଟେଲିଭିଜନରେ ମଧ୍ୟ ସକ୍ରିୟ ଥିଲେ। ଲୋକପ୍ରିୟ ଟେଲିଭିଜନ ସୋ ସୋନପରି ଏବଂ ଜୀନା ଇସି କା ନାମ ହୈରେ ଅଭିନୟର ଯାଦୁ ଦେଖାଇଥିଲେ ଭାରତୀୟ ସିନେମାକୁ ତାଙ୍କ ଅବଦାନ ପାଇଁ ଶଶିକଳା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ୨୦୦୭ ମସିହାରେ ପାଇଥିଲେ । ୨୦୦୯ ମସିହାରେ ଶଶିକଳାଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ମିଳିଥିଲା । ତାଙ୍କ ବିୟୋଗରେ ବଲିଉଡର ଅନେକ କଳାକାର ଶୋକବ୍ୟକ୍ତ କରିଛନ୍ତି ।

04 Apr 2021 By The Sakala

ପରଲୋକରେ ବଲିଉଡର ବର୍ଷିଆନ ଅଭିନେତ୍ରୀ ଶଶିକଳା

ନୂଆଦିଲ୍ଲୀ : ୭୦ ଦଶକରେ ଦର୍ଶକଙ୍କ ପ୍ରଥମ ପସନ୍ଦ ଥିବା ବଲିଉଡ୍‌ ଅଭିନେତ୍ରୀ ଶଶିକଳା  ଜାବଲକରଙ୍କ ପରଲୋକ ହୋଇଛି। ୮୮ ବର୍ଷ ବୟସରେ ମୁମ୍ବାଇର କୋଲାବାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅଭିନେତ୍ରୀ ଶଶିକଳା । ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ୧୦୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ ଅଗଷ୍ଟ ୧୯୩୨ରେ ସୋଲାପୁରର ଏକ ମହାରାଷ୍ଟ୍ରିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଡାକୁ, ରାସ୍ତା ଏବଂ ‘କଭି ଖୁସୀ କଭି ଗମ’ ଭଳି ଭଳି ଲୋକପ୍ରିୟ ଫିଲ୍ମରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ ଶଶିକଳା ।

ବଲିଉଡର ଆଗଧାଡିର ଅଭିନେତା ସଲମାନ ଖାନ, ଅକ୍ଷର କୁମାର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ଶଶିକଳା ଅଭିନୟ କରିଛନ୍ତି ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର ଏବଂ ସଲମାନ ଖାନଙ୍କ ଅଭିନୀତ ମୁଝସେ ଶାଦି କରୋଗୀ, ୧୯୫୩ ରିଲିଜ୍ ହୋଇଥିବା ତିନ ବଟ୍ଟି ଚାର୍ ରାସ୍ତା ଏବଂ ୧୯୬୮ରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ତିନ ବହୁରାନିଆଁ ଭଳି ଚଳଚ୍ଚିତ୍ରର ନଜର ଆସିଥିଲେ। ଅନ୍ୟ କେତେକ ଚଳଚ୍ଚିତ୍ର, ଆଇ ମିଲନ୍ କି ବେଲା, ଗୁମରା, ସୁଜତା ଏବଂ ଆରତୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା।

ଶଶିକଳା ଫିଲ୍ମ ସହ ଟେଲିଭିଜନରେ ମଧ୍ୟ ସକ୍ରିୟ ଥିଲେ। ଲୋକପ୍ରିୟ ଟେଲିଭିଜନ ସୋ ସୋନପରି ଏବଂ ଜୀନା ଇସି କା ନାମ ହୈରେ ଅଭିନୟର ଯାଦୁ ଦେଖାଇଥିଲେ ଭାରତୀୟ ସିନେମାକୁ ତାଙ୍କ ଅବଦାନ ପାଇଁ ଶଶିକଳା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ୨୦୦୭ ମସିହାରେ ପାଇଥିଲେ । ୨୦୦୯ ମସିହାରେ ଶଶିକଳାଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ମିଳିଥିଲା । ତାଙ୍କ ବିୟୋଗରେ ବଲିଉଡର ଅନେକ କଳାକାର ଶୋକବ୍ୟକ୍ତ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର