ଏସ୍‌ ସୋମନାଥ ଇସ୍ରୋର ନୂଆ ମୁଖ୍ୟ

The Sakala Picture
Published On

ନୂଆଦିଲ୍ଲୀ: ବରିଷ୍ଠ ରକେଟ ବିଜ୍ଞାନୀ ଏସ ସୋମନାଥ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ନୂତନ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଏଥିସହିତ ସେ ମହାକାଶ ମନ୍ତ୍ରାଳୟର ମଧ୍ୟ ସଚିବ ଭାବେ ଦାୟିତ୍ବ ତୁଲାଇବେ। ଇସ୍ରୋ ଅଧ୍ୟକ୍ଷ କେ ଶିଭନଙ୍କ କାର୍ଯ୍ୟକାଳ ଶୁକ୍ରବାର ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ସୋମନାଥଙ୍କୁ କେନ୍ଦ୍ର ସରକାର ନିଯୁକ୍ତି କରିଛନ୍ତି। ସେ ଇସ୍ରୋର ଦଶମ ଅଧ୍ୟକ୍ଷ ଭାବେ ଏହି ସଂସ୍ଥାର ଦାୟିତ୍ବ ତୁଲାଇବେ। ବର୍ତ୍ତମାନ ସେ ବିକ୍ରମ ସାରା ଭାଇ ସ୍ପେସ ସେଣ୍ଟରର […]

ନୂଆଦିଲ୍ଲୀ: ବରିଷ୍ଠ ରକେଟ ବିଜ୍ଞାନୀ ଏସ ସୋମନାଥ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ନୂତନ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଏଥିସହିତ ସେ ମହାକାଶ ମନ୍ତ୍ରାଳୟର ମଧ୍ୟ ସଚିବ ଭାବେ ଦାୟିତ୍ବ ତୁଲାଇବେ। ଇସ୍ରୋ ଅଧ୍ୟକ୍ଷ କେ ଶିଭନଙ୍କ କାର୍ଯ୍ୟକାଳ ଶୁକ୍ରବାର ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ସୋମନାଥଙ୍କୁ କେନ୍ଦ୍ର ସରକାର ନିଯୁକ୍ତି କରିଛନ୍ତି। ସେ ଇସ୍ରୋର ଦଶମ ଅଧ୍ୟକ୍ଷ ଭାବେ ଏହି ସଂସ୍ଥାର ଦାୟିତ୍ବ ତୁଲାଇବେ। ବର୍ତ୍ତମାନ ସେ ବିକ୍ରମ ସାରା ଭାଇ ସ୍ପେସ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଭାରତର ସବୁଠାରୁ ଶକ୍ତିଶାଳୀ ରକେଟ ଜିଏସଏଲଭି ଏମକେ-୩ ଲଞ୍ଚର ବିକାଶ କାର୍ଯ୍ୟର ନେତୃତ୍ବ ନେଇଥିବା ବୈଜ୍ଞାନିକଙ୍କ ମଧ୍ୟରୁ ସେ ଅନ୍ୟତମ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର