ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ହୃଦଘାତ !

The Sakala Picture
Published On

ମସ୍କୋ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହୃଦଘାତ ହୋଇଥିବା ଖବର ହସ୍ତଗତ ହୋଇଛି । କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଟିନଙ୍କୁ ତାଙ୍କ ବେଡରୁମରେ ଅଚେତ ଅବସ୍ଥାରେ ପାଇଥିଲେ ତାଙ୍କ ଅଙ୍ଗରକ୍ଷୀ । ଘଟଣାଟି ରବିବାର ସନ୍ଧ୍ଯାରେ ଘଟିଥିବା ଜଣାଯାଇଛି। ତେବେ ଏହି ଘଟଣା ସଂପର୍କରେ ରୁଷ ସରକାର ଔପଚାରିକଭାବେ କୌଣସି ସୂଚନା ଦେଇନାହାନ୍ତି । ରୁଷର ଜଣେ ପୂର୍ବତନ ସେନା ଅଧିକାରୀଙ୍କ ଟେଲିଗ୍ରାମ ହାଣ୍ଡଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ପୁଟିନଙ୍କ ଅଙ୍ଗରକ୍ଷୀମାନେ ତାଙ୍କ ବେଡରୁମ […]

ମସ୍କୋ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହୃଦଘାତ ହୋଇଥିବା ଖବର ହସ୍ତଗତ ହୋଇଛି । କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଟିନଙ୍କୁ ତାଙ୍କ ବେଡରୁମରେ ଅଚେତ ଅବସ୍ଥାରେ ପାଇଥିଲେ ତାଙ୍କ ଅଙ୍ଗରକ୍ଷୀ । ଘଟଣାଟି ରବିବାର ସନ୍ଧ୍ଯାରେ ଘଟିଥିବା ଜଣାଯାଇଛି। ତେବେ ଏହି ଘଟଣା ସଂପର୍କରେ ରୁଷ ସରକାର ଔପଚାରିକଭାବେ କୌଣସି ସୂଚନା ଦେଇନାହାନ୍ତି ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ରୁଷର ଜଣେ ପୂର୍ବତନ ସେନା ଅଧିକାରୀଙ୍କ ଟେଲିଗ୍ରାମ ହାଣ୍ଡଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ପୁଟିନଙ୍କ ଅଙ୍ଗରକ୍ଷୀମାନେ ତାଙ୍କ ବେଡରୁମ ଭିତରୁ କିଛି ପଡ଼ିବାର ଶବ୍ଦ ଶୁଣିବାକୁ ପାଇବା ପରେ ତୁରନ୍ତୁ ସେଠାକୁ ଯାଇଥିଲେ । ସେଠାରେ ପୁଟିନ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତାଙ୍କର ଟେବୁଲରେ ଖାଦ୍ୟ ଓ ପାନୀୟ ବିଛାଡ଼ି ହୋଇ ପଡ଼ିଥିଲା । ଏହା ପରେ ତୁରନ୍ତ ଡାକ୍ତରଙ୍କୁ ଡକାଯାଇଥିଲା ଓ ଡାକ୍ତମାନଙ୍କ ପରାମର୍ଶ ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ସୂଚନାଥାଉ କି, ୭୧ ବର୍ଷୀୟ ଏହି ନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଛି ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର