ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଶସ୍ତା ଦରରେ ତେଲ ବିକିବ ଋଷ

The Sakala Picture
Published On

ନୂଆଦିଲ୍ଲୀ: ପାକିସ୍ତାନକୁ କିଛି ମାତ୍ରାରେ ମିଳିବ ଆଶ୍ୱସ୍ତି, ଶସ୍ତା ଦରରେ ତେଲ ବିକିବ ଋଷ । ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପ୍ରତି ବ୍ୟାରେଲ ପିଛା ୫୦ ଡଲାରରେ ତେଲ ବିକ୍ରି କରିବାକୁ ଋଷ ବିଚାର କରୁଥିବା ଜଣାପଡିଛି । ଅନ୍ୟ ଦେଶମାନଙ୍କୁ ୠଷ ଯେଉଁ ଦରରେ ତେଲ ବିକୁଛି ତା’ଠୁ ଖୁବ କମ ଦରରେ ପାକିସ୍ତାନକୁ ତେଲ ବିକି ବଡ ସାହାଯ୍ୟ କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ପୁଟିନ । ଅନ୍ୟପଟେ ୟୁକ୍ରେନ […]

ନୂଆଦିଲ୍ଲୀ: ପାକିସ୍ତାନକୁ କିଛି ମାତ୍ରାରେ ମିଳିବ ଆଶ୍ୱସ୍ତି, ଶସ୍ତା ଦରରେ ତେଲ ବିକିବ ଋଷ । ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପ୍ରତି ବ୍ୟାରେଲ ପିଛା ୫୦ ଡଲାରରେ ତେଲ ବିକ୍ରି କରିବାକୁ ଋଷ ବିଚାର କରୁଥିବା ଜଣାପଡିଛି । ଅନ୍ୟ ଦେଶମାନଙ୍କୁ ୠଷ ଯେଉଁ ଦରରେ ତେଲ ବିକୁଛି ତା’ଠୁ ଖୁବ କମ ଦରରେ ପାକିସ୍ତାନକୁ ତେଲ ବିକି ବଡ ସାହାଯ୍ୟ କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ପୁଟିନ ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଅନ୍ୟପଟେ ୟୁକ୍ରେନ ସହ ଯୁଦ୍ଧ ଚାଲିଥିବା ଯୋଗୁଁ ଆମେରିକା ଓ ପଶ୍ଚିମ ଦେଶମାନେ ଋଷ ଉପରେ କଟକଣା ଲଗାଇଛନ୍ତି । ଏଭଳି ସ୍ଥିତିରେ ନିଜର ଅର୍ଥବ୍ୟବସ୍ଥାକୁ ମଜବୁତ ରଖିବାକୁ ୠଷ ଭାରତ ସମେତ କିଛି ଦେଶକୁ କମଦରରେ ତେଲ ବିକୁଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର