ଉଦ୍ଧବ ଠାକରେଙ୍କୁ ବିଦ୍ରୋହୀ ବିଧାୟକଙ୍କ ଚିଠି, ‘ବର୍ଷବର୍ଷ ଧରି ଅବହେଳାର ଶିକାର ହୋଇଛୁ’

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ରାଜନୈତିକ ହାଇଡ୍ରାମା। ଉଦ୍ଧବ ଠାକରେ ଗତକାଲି ଫେସବୁକରେ ଲାଇଭ କରି ବିଦ୍ରୋହୀଙ୍କୁ ସାମ୍ନାସାମ୍ନି ଆସି ଆଲୋଚନ କରିଥିବା କହିଥିଲେ। ଏପରି ପରିସ୍ଥିତିରେ ଏକନାଥ ସିନ୍ଦେଙ୍କ କ୍ୟାମ୍ପରୁ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ଅସନ୍ତୁଷ୍ଟ ବିଧାୟକ । ରାଜ୍ୟସଭା ନିର୍ବାଚନ ବେଳେ ଆମ ପ୍ରତି ଅବିଶ୍ୱାସ ବ୍ୟକ୍ତ କରାଗଲା । ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଛୁ । ମନ୍ତ୍ରଣାଳୟରେ ବି ଉଦ୍ଧବ ଠାକରେଙ୍କୁ ଭେଟିବାକୁ ଦିଆଗଲାନି । ଆମର ସବୁ ସମସ୍ୟା ଏକନାଥ […]

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ରାଜନୈତିକ ହାଇଡ୍ରାମା। ଉଦ୍ଧବ ଠାକରେ ଗତକାଲି ଫେସବୁକରେ ଲାଇଭ କରି ବିଦ୍ରୋହୀଙ୍କୁ ସାମ୍ନାସାମ୍ନି ଆସି ଆଲୋଚନ କରିଥିବା କହିଥିଲେ। ଏପରି ପରିସ୍ଥିତିରେ ଏକନାଥ ସିନ୍ଦେଙ୍କ କ୍ୟାମ୍ପରୁ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ଅସନ୍ତୁଷ୍ଟ ବିଧାୟକ । ରାଜ୍ୟସଭା ନିର୍ବାଚନ ବେଳେ ଆମ ପ୍ରତି ଅବିଶ୍ୱାସ ବ୍ୟକ୍ତ କରାଗଲା । ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଛୁ । ମନ୍ତ୍ରଣାଳୟରେ ବି ଉଦ୍ଧବ ଠାକରେଙ୍କୁ ଭେଟିବାକୁ ଦିଆଗଲାନି । ଆମର ସବୁ ସମସ୍ୟା ଏକନାଥ ସିନ୍ଦେ ଶୁଣୁଥିଲେ।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ବିଦ୍ରୋହୀ ବିଧାୟକଙ୍କୁ ଅପମାନଜନକ ବ୍ୟବହାର କରାଯାଇଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏନସିପି ନେତା ଅପମାନ କରିଥିଲେ । ଆଦିତ୍ୟ ଠାକରେଙ୍କୁ ଅଯୋଧ୍ୟା ଯିବକୁ ଅନୁମତି ମିଳିଥିବା ବେଳେ ଆମକୁ ଫୋନ କରି ରୋକି ଦିଆଗଲା । ନ୍ୟାୟ ପାଇଁ ସିନ୍ଦେଙ୍କ ସହ ଆସିଛୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଚିଠିକୁ ଟ୍ୱିଟ କରିଛନ୍ତି ଏକନାଥ ସିନ୍ଦେ । ଏହା ବିଦ୍ରୋହୀ ବିଧାୟକଙ୍କ ଭାବନା ବୋଲି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଏକନାଥ ।

ସୂଚନା ଅନୁଯାୟୀ, ଶିବସେନାର ମୋଟ ୫୫ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ୧୬ ଜଣ ବିଧାୟକ ସିଏମ୍ ଠାକରେଙ୍କ କ୍ୟାମ୍ପରେ ଅଛନ୍ତି।

23 Jun 2022 By The Sakala

ଉଦ୍ଧବ ଠାକରେଙ୍କୁ ବିଦ୍ରୋହୀ ବିଧାୟକଙ୍କ ଚିଠି, ‘ବର୍ଷବର୍ଷ ଧରି ଅବହେଳାର ଶିକାର ହୋଇଛୁ’

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ରାଜନୈତିକ ହାଇଡ୍ରାମା। ଉଦ୍ଧବ ଠାକରେ ଗତକାଲି ଫେସବୁକରେ ଲାଇଭ କରି ବିଦ୍ରୋହୀଙ୍କୁ ସାମ୍ନାସାମ୍ନି ଆସି ଆଲୋଚନ କରିଥିବା କହିଥିଲେ। ଏପରି ପରିସ୍ଥିତିରେ ଏକନାଥ ସିନ୍ଦେଙ୍କ କ୍ୟାମ୍ପରୁ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ଅସନ୍ତୁଷ୍ଟ ବିଧାୟକ । ରାଜ୍ୟସଭା ନିର୍ବାଚନ ବେଳେ ଆମ ପ୍ରତି ଅବିଶ୍ୱାସ ବ୍ୟକ୍ତ କରାଗଲା । ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଛୁ । ମନ୍ତ୍ରଣାଳୟରେ ବି ଉଦ୍ଧବ ଠାକରେଙ୍କୁ ଭେଟିବାକୁ ଦିଆଗଲାନି । ଆମର ସବୁ ସମସ୍ୟା ଏକନାଥ ସିନ୍ଦେ ଶୁଣୁଥିଲେ।

ବିଦ୍ରୋହୀ ବିଧାୟକଙ୍କୁ ଅପମାନଜନକ ବ୍ୟବହାର କରାଯାଇଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏନସିପି ନେତା ଅପମାନ କରିଥିଲେ । ଆଦିତ୍ୟ ଠାକରେଙ୍କୁ ଅଯୋଧ୍ୟା ଯିବକୁ ଅନୁମତି ମିଳିଥିବା ବେଳେ ଆମକୁ ଫୋନ କରି ରୋକି ଦିଆଗଲା । ନ୍ୟାୟ ପାଇଁ ସିନ୍ଦେଙ୍କ ସହ ଆସିଛୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଚିଠିକୁ ଟ୍ୱିଟ କରିଛନ୍ତି ଏକନାଥ ସିନ୍ଦେ । ଏହା ବିଦ୍ରୋହୀ ବିଧାୟକଙ୍କ ଭାବନା ବୋଲି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଏକନାଥ ।

ସୂଚନା ଅନୁଯାୟୀ, ଶିବସେନାର ମୋଟ ୫୫ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ୧୬ ଜଣ ବିଧାୟକ ସିଏମ୍ ଠାକରେଙ୍କ କ୍ୟାମ୍ପରେ ଅଛନ୍ତି।

https://www.thesakala.in/national-international/rebel-sena-mla-writes-to-maharashtra-cm-uddhav-thackeray/article-12720
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର