ଖସିଲା ରେପୋ ହାର, ଶସ୍ତା ହେଲା ଗୃହ ଋଣ …

The Sakala Picture
Published On

ନୂଆଦିଲ୍ଲୀ: କମିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ରେଟ୍‌। ଶୁକ୍ରବାର ଦିନ ପ୍ରମୁଖ ଋଣ ହାର ବା ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ୬% ରହିଥିବା ବେଳେ ତାହା ହ୍ରାସ ପାଇ ଏବେ ୫.୫ ପ୍ରତିଶତରେ ପହଞ୍ଚିଛି। ରେପୋ ଦର ପୂର୍ବରୁ ୬ ପ୍ରତିଶତ ଥିଲା । ଏବେ ୫.୫ ପ୍ରତିଶତ ।  ଏ ନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି। ଏଣିକି ଗୃହ ଋଣ ଉପରେ […]

ନୂଆଦିଲ୍ଲୀ: କମିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ରେଟ୍‌। ଶୁକ୍ରବାର ଦିନ ପ୍ରମୁଖ ଋଣ ହାର ବା ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ୬% ରହିଥିବା ବେଳେ ତାହା ହ୍ରାସ ପାଇ ଏବେ ୫.୫ ପ୍ରତିଶତରେ ପହଞ୍ଚିଛି। ରେପୋ ଦର ପୂର୍ବରୁ ୬ ପ୍ରତିଶତ ଥିଲା । ଏବେ ୫.୫ ପ୍ରତିଶତ ।  ଏ ନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ଏଣିକି ଗୃହ ଋଣ ଉପରେ ସୁଧ ହାର ୮ ପ୍ରତିଶତରୁ ଖସି ୭.୫ ପ୍ରତିଶତ ହୋଇଛି। ଏହାସହିତ କ୍ୟାସ ରିଜର୍ଭ ରେସିଓ CRRକୁ ଶତ ପ୍ରତିଶତ ହ୍ରାସ କରାଯାଇଛି । ପୂର୍ବରୁ ସିଆରଆର ୪ ପ୍ରତିଶତ ଥିଲା । ୧ ପ୍ରତିଶତ କମି ୩ ପ୍ରତିଶତ ହୋଇଛି। ଏହାଦ୍ବାରା ବ୍ୟାଙ୍କମାନଙ୍କୁ ଋଣ ଦେବା ପାଇଁ ନଗଦ ୨ ଲକ୍ଷ ୫୦ ହଜାର କୋଟି ଟଙ୍କା ପୁଞ୍ଜି ମିଳିବ। ବିଶେଷକରି ଏହି ନିଷ୍ପତ୍ତି ଦ୍ବାରା ଲାଭବାନ ହେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ । ସିଆରଆର ହ୍ରାସ ଆସନ୍ତା ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ମେ ୩୦ ସୁଦ୍ଧା ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାରରେ ବିଦେଶୀ ମୁଦ୍ରା ପରିମାଣ ୬୯,୧୫୦ କୋଟି ଡଲାର ପହଞ୍ଚିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୬.୫ ପ୍ରତିଶତରେ ସୀମିତ ରହିବ ବୋଲି ଆରବିଆଇ ଆକଳନ କରିଛି ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

06 Jun 2025 By The Sakala

ଖସିଲା ରେପୋ ହାର, ଶସ୍ତା ହେଲା ଗୃହ ଋଣ …

ନୂଆଦିଲ୍ଲୀ: କମିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ରେଟ୍‌। ଶୁକ୍ରବାର ଦିନ ପ୍ରମୁଖ ଋଣ ହାର ବା ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ୬% ରହିଥିବା ବେଳେ ତାହା ହ୍ରାସ ପାଇ ଏବେ ୫.୫ ପ୍ରତିଶତରେ ପହଞ୍ଚିଛି। ରେପୋ ଦର ପୂର୍ବରୁ ୬ ପ୍ରତିଶତ ଥିଲା । ଏବେ ୫.୫ ପ୍ରତିଶତ ।  ଏ ନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି।

ଏଣିକି ଗୃହ ଋଣ ଉପରେ ସୁଧ ହାର ୮ ପ୍ରତିଶତରୁ ଖସି ୭.୫ ପ୍ରତିଶତ ହୋଇଛି। ଏହାସହିତ କ୍ୟାସ ରିଜର୍ଭ ରେସିଓ CRRକୁ ଶତ ପ୍ରତିଶତ ହ୍ରାସ କରାଯାଇଛି । ପୂର୍ବରୁ ସିଆରଆର ୪ ପ୍ରତିଶତ ଥିଲା । ୧ ପ୍ରତିଶତ କମି ୩ ପ୍ରତିଶତ ହୋଇଛି। ଏହାଦ୍ବାରା ବ୍ୟାଙ୍କମାନଙ୍କୁ ଋଣ ଦେବା ପାଇଁ ନଗଦ ୨ ଲକ୍ଷ ୫୦ ହଜାର କୋଟି ଟଙ୍କା ପୁଞ୍ଜି ମିଳିବ। ବିଶେଷକରି ଏହି ନିଷ୍ପତ୍ତି ଦ୍ବାରା ଲାଭବାନ ହେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ । ସିଆରଆର ହ୍ରାସ ଆସନ୍ତା ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ମେ ୩୦ ସୁଦ୍ଧା ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାରରେ ବିଦେଶୀ ମୁଦ୍ରା ପରିମାଣ ୬୯,୧୫୦ କୋଟି ଡଲାର ପହଞ୍ଚିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୬.୫ ପ୍ରତିଶତରେ ସୀମିତ ରହିବ ବୋଲି ଆରବିଆଇ ଆକଳନ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର