ରଣବୀର କପୁର- ଆଲିଆ ଭଟ୍ଟଙ୍କ ଝିଅ ବଲିଉଡର ସବୁଠାରୁ ଧନୀ ଶିଶୁ

The Sakala Picture
Published On

ନୂଆଦିଲ୍ଲୀ: ବଲିଉଡର ସବୁଠାରୁ ଧନୀ ଛୁଆ ହେଉଛନ୍ତି ବଲିଉଡ ଷ୍ଟାର ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଝିଅ । ସେ ୨୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ । କିଛିଦିନ ପୂର୍ବେ ଇନଫୋସିଟି ମାଲିକ ନାରାୟଣ ମୂର୍ତ୍ତି ତାଙ୍କ ନାତିକୁ ୨୪୦ କୋଟି ଟଙ୍କାର ଉପହାର ଦେଇଥିଲେ । ଯାହାକି ଏହି କମ୍ପାନୀର ୧୫ ପ୍ରତିଶତ ବୋଲି କୁହାଯାଇପାରେ । ତେବେ ସେ ଦୁନିଆର ସବୁଠାରୁ ଧନୀ ଛୁଆ ରହିଥିଲେ । ମାତ୍ର ରଣବୀର ଏବେ […]

ନୂଆଦିଲ୍ଲୀ: ବଲିଉଡର ସବୁଠାରୁ ଧନୀ ଛୁଆ ହେଉଛନ୍ତି ବଲିଉଡ ଷ୍ଟାର ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଝିଅ । ସେ ୨୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ । କିଛିଦିନ ପୂର୍ବେ ଇନଫୋସିଟି ମାଲିକ ନାରାୟଣ ମୂର୍ତ୍ତି ତାଙ୍କ ନାତିକୁ ୨୪୦ କୋଟି ଟଙ୍କାର ଉପହାର ଦେଇଥିଲେ । ଯାହାକି ଏହି କମ୍ପାନୀର ୧୫ ପ୍ରତିଶତ ବୋଲି କୁହାଯାଇପାରେ । ତେବେ ସେ ଦୁନିଆର ସବୁଠାରୁ ଧନୀ ଛୁଆ ରହିଥିଲେ । ମାତ୍ର ରଣବୀର ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି । ସେ ତାଙ୍କ ଝିଅ ନାମରେ ୨୫୦ କୋଟି ଟଙ୍କାର ଏକ ବଙ୍ଗଳା କରି ଦେଇଛନ୍ତି । କୃଷ୍ଣରାଜ ବଙ୍ଗଳା ରଣବୀରଙ୍କ ଝିଅ ରାହାରେ ନାମରେ କରାଯାଇଛି । ଏହା ପୂର୍ବରୁ ତାଙ୍କ ଜେଜେବାପା ରାଜ କପୁରଙ୍କ ନାମରେ ଥିଲା । ପରେ ଏହା ରଣବୀର କପୁରଙ୍କ ନାମରେ ରହିଥିଲା । ମାତ୍ର ଏବେ ରଣବୀର ଏହି ବଙ୍ଗଳାକୁ ତାଙ୍କ ଝିଅଙ୍କ ନାମରେ କରି ଦେଇଛନ୍ତି । ରଣବୀରଙ୍କ ଝିଅ ଏବେ ଏକ ବର୍ଷ ୪ ମାସର ହୋଇଛନ୍ତି । ବଲିଉଡର ସବୁଠାରୁ ଧନୀ ଛୁଆ ଭାବେ ରାହାଙ୍କୁ କୁହାଯାଇପାରେ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରାଜଗଡ଼ରେ ଲୋମହର୍ଷଣକାରୀ ଘଟଣା: ବୃଦ୍ଧା ଜେଜେମା’ଙ୍କୁ ଦୁଷ୍କର୍ମ ପରେ ନାତିର ବର୍ବର କାଣ୍ଡ, ନାକ ଓ ଜିଭ କାଟି କଲା ହତ୍ୟା

29 Mar 2024 By The Sakala

ରଣବୀର କପୁର- ଆଲିଆ ଭଟ୍ଟଙ୍କ ଝିଅ ବଲିଉଡର ସବୁଠାରୁ ଧନୀ ଶିଶୁ

ନୂଆଦିଲ୍ଲୀ: ବଲିଉଡର ସବୁଠାରୁ ଧନୀ ଛୁଆ ହେଉଛନ୍ତି ବଲିଉଡ ଷ୍ଟାର ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଝିଅ । ସେ ୨୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ । କିଛିଦିନ ପୂର୍ବେ ଇନଫୋସିଟି ମାଲିକ ନାରାୟଣ ମୂର୍ତ୍ତି ତାଙ୍କ ନାତିକୁ ୨୪୦ କୋଟି ଟଙ୍କାର ଉପହାର ଦେଇଥିଲେ । ଯାହାକି ଏହି କମ୍ପାନୀର ୧୫ ପ୍ରତିଶତ ବୋଲି କୁହାଯାଇପାରେ । ତେବେ ସେ ଦୁନିଆର ସବୁଠାରୁ ଧନୀ ଛୁଆ ରହିଥିଲେ । ମାତ୍ର ରଣବୀର ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି । ସେ ତାଙ୍କ ଝିଅ ନାମରେ ୨୫୦ କୋଟି ଟଙ୍କାର ଏକ ବଙ୍ଗଳା କରି ଦେଇଛନ୍ତି । କୃଷ୍ଣରାଜ ବଙ୍ଗଳା ରଣବୀରଙ୍କ ଝିଅ ରାହାରେ ନାମରେ କରାଯାଇଛି । ଏହା ପୂର୍ବରୁ ତାଙ୍କ ଜେଜେବାପା ରାଜ କପୁରଙ୍କ ନାମରେ ଥିଲା । ପରେ ଏହା ରଣବୀର କପୁରଙ୍କ ନାମରେ ରହିଥିଲା । ମାତ୍ର ଏବେ ରଣବୀର ଏହି ବଙ୍ଗଳାକୁ ତାଙ୍କ ଝିଅଙ୍କ ନାମରେ କରି ଦେଇଛନ୍ତି । ରଣବୀରଙ୍କ ଝିଅ ଏବେ ଏକ ବର୍ଷ ୪ ମାସର ହୋଇଛନ୍ତି । ବଲିଉଡର ସବୁଠାରୁ ଧନୀ ଛୁଆ ଭାବେ ରାହାଙ୍କୁ କୁହାଯାଇପାରେ ।

https://www.thesakala.in/national-international/ranbir-kapoor-alia-bhatt-neetu-kapoor-visit-new-mumbai-bungalow/article-31016
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର