ଆସନ୍ତୁ ଜାଣିବା କଣ ରହିଛି ରାମ ମନ୍ଦିର ଜମିକୁ ନେଇ ବିବାଦ…

The Sakala Picture
Published On

ଲକ୍ଷ୍ଣୌ: ଅଯୋଧ୍ୟା ରାମ ମନ୍ଦିର ଜମିକୁ ନେଇ ମୁଣ୍ଡ ଟେକିଛି ବିବାଦ । ୨ କୋଟି ଟଙ୍କାର ଜମି କିପରି ୧୮ କୋଟିରେ ବିକ୍ରି ହେଲା, ତାକୁ ନେଇ ଉଠିଛି ପ୍ରଶ୍ନ । ୧୦ ମିନିଟ୍ ପୂର୍ବରୁ ୨ କୋଟି ଥିବା ଜମି ୧୮କୋଟିର ହୋଇଗଲା । ଜମି କିଣାରେ ହେରଫେର ନେଇ କେବଳ ପ୍ରଶ୍ନ ଉଠିନି, ବରଂ କେଉଁ କାରଣରୁ ଓ ଏତେ ମହଙ୍ଗା ଜମି କିଣିବାକୁ କିଏ ଦେଇଥିଲା ଅନୁମତି, ଏହାକୁ ନେଇ ବି […]

ଲକ୍ଷ୍ଣୌ: ଅଯୋଧ୍ୟା ରାମ ମନ୍ଦିର ଜମିକୁ ନେଇ ମୁଣ୍ଡ ଟେକିଛି ବିବାଦ । ୨ କୋଟି ଟଙ୍କାର ଜମି କିପରି ୧୮ କୋଟିରେ ବିକ୍ରି ହେଲା, ତାକୁ ନେଇ ଉଠିଛି ପ୍ରଶ୍ନ । ୧୦ ମିନିଟ୍ ପୂର୍ବରୁ ୨ କୋଟି ଥିବା ଜମି ୧୮କୋଟିର ହୋଇଗଲା । ଜମି କିଣାରେ ହେରଫେର ନେଇ କେବଳ ପ୍ରଶ୍ନ ଉଠିନି, ବରଂ କେଉଁ କାରଣରୁ ଓ ଏତେ ମହଙ୍ଗା ଜମି କିଣିବାକୁ କିଏ ଦେଇଥିଲା ଅନୁମତି, ଏହାକୁ ନେଇ ବି ଉଠିଛି ପ୍ରଶ୍ନ । ରାମ ମନ୍ଦିର ନିର୍ମାଣର ପୂରା ଦାୟିତ୍ୱ ଟ୍ରଷ୍ଟ ହାତରେ ରହିଛି । ଏହି ସମୟରେ ଜମି କେଳେଙ୍କାରୀ ଟ୍ରଷ୍ଟର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠାଯାଇଛି । ଏହାର ସିବିଆଇ ଓ ଇଡି ତଦନ୍ତ ଦାବି କରିଛନ୍ତି ଆପ୍ ନେତା ସଞ୍ଜୟ ସିଂହ । ପୂର୍ବତନ ମନ୍ତ୍ରୀ ପବନ ପାଣ୍ଡେ ମଧ୍ୟ ଟ୍ରଷ୍ଟ ଉପରେ ଆରୋପ ଲଗାଇଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

14 Jun 2021 By The Sakala

ଆସନ୍ତୁ ଜାଣିବା କଣ ରହିଛି ରାମ ମନ୍ଦିର ଜମିକୁ ନେଇ ବିବାଦ…

ଲକ୍ଷ୍ଣୌ: ଅଯୋଧ୍ୟା ରାମ ମନ୍ଦିର ଜମିକୁ ନେଇ ମୁଣ୍ଡ ଟେକିଛି ବିବାଦ । ୨ କୋଟି ଟଙ୍କାର ଜମି କିପରି ୧୮ କୋଟିରେ ବିକ୍ରି ହେଲା, ତାକୁ ନେଇ ଉଠିଛି ପ୍ରଶ୍ନ । ୧୦ ମିନିଟ୍ ପୂର୍ବରୁ ୨ କୋଟି ଥିବା ଜମି ୧୮କୋଟିର ହୋଇଗଲା । ଜମି କିଣାରେ ହେରଫେର ନେଇ କେବଳ ପ୍ରଶ୍ନ ଉଠିନି, ବରଂ କେଉଁ କାରଣରୁ ଓ ଏତେ ମହଙ୍ଗା ଜମି କିଣିବାକୁ କିଏ ଦେଇଥିଲା ଅନୁମତି, ଏହାକୁ ନେଇ ବି ଉଠିଛି ପ୍ରଶ୍ନ । ରାମ ମନ୍ଦିର ନିର୍ମାଣର ପୂରା ଦାୟିତ୍ୱ ଟ୍ରଷ୍ଟ ହାତରେ ରହିଛି । ଏହି ସମୟରେ ଜମି କେଳେଙ୍କାରୀ ଟ୍ରଷ୍ଟର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠାଯାଇଛି । ଏହାର ସିବିଆଇ ଓ ଇଡି ତଦନ୍ତ ଦାବି କରିଛନ୍ତି ଆପ୍ ନେତା ସଞ୍ଜୟ ସିଂହ । ପୂର୍ବତନ ମନ୍ତ୍ରୀ ପବନ ପାଣ୍ଡେ ମଧ୍ୟ ଟ୍ରଷ୍ଟ ଉପରେ ଆରୋପ ଲଗାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର