ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅସୁସ୍ଥ

The Sakala Picture
Published On

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ସୱାଇ ମାନ୍ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ଫଳରେ ତାଙ୍କ ଦିଲ୍ଲୀ ଗସ୍ତ ବାତିଲ ହୋଇଛି। ସୱାଇ ମାନ୍ ସିଂ ହସ୍ପିଟାଲର ମୁଖ୍ୟ ଡାକ୍ତର କହିବା ଅନୁଯାୟୀ ,ଗେହଲୋଟ୍‌ଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସ୍କାନିଂ ସମୟରେ ଏହା ଜଣାପଡିଛି ଯେ ଧମନୀରେ ୯୦ ପ୍ରତିଶତ ବ୍ଲକେଜ୍‌ ରହିଛି। ଗେହଲଟ୍ ଟ୍ୱିଟ୍ କରିଛନ୍ତି ଯେ, କୋଭିଡରୁ ସୁସ୍ଥ ହେବା […]

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ସୱାଇ ମାନ୍ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ଫଳରେ ତାଙ୍କ ଦିଲ୍ଲୀ ଗସ୍ତ ବାତିଲ ହୋଇଛି।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

ସୱାଇ ମାନ୍ ସିଂ ହସ୍ପିଟାଲର ମୁଖ୍ୟ ଡାକ୍ତର କହିବା ଅନୁଯାୟୀ ,ଗେହଲୋଟ୍‌ଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସ୍କାନିଂ ସମୟରେ ଏହା ଜଣାପଡିଛି ଯେ ଧମନୀରେ ୯୦ ପ୍ରତିଶତ ବ୍ଲକେଜ୍‌ ରହିଛି।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

ଗେହଲଟ୍ ଟ୍ୱିଟ୍ କରିଛନ୍ତି ଯେ, କୋଭିଡରୁ ସୁସ୍ଥ ହେବା ପରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। “ଗତକାଲି ଠାରୁ ମୋର ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ଆଞ୍ଜିଓପ୍ଲାଷ୍ଟି ହୋଇସାରିଛି। ମୁଁ ସୁସ୍ଥ ଅଛି ଏବଂ ଶୀଘ୍ର ଫେରି ଆସିବି। ତୁମର ଆଶୀର୍ବାଦ ଏବଂ ଶୁଭେଚ୍ଛା ମୋ ସହ ଅଛି ବୋଲି ସେ ଟ୍ୱିଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର