ଆଜି କାଶ୍ମୀରରେ ଶେଷ ହେଉଛି ଭାରତ ଯୋଡୋ ଯାତ୍ରା

The Sakala Picture
Published On

କାଶ୍ମୀର: ଆଜି କାଶ୍ମୀରରେ ଶେଷ ହେଉଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଗତବର୍ଷ ସେପ୍ଟେମ୍ବର ୭ରେ ରାହୁଲ ଗାନ୍ଧୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଭାରତ ଯୋଡୋ ଯାତ୍ରା । ଭାରତ ଯୋଡୋ ଯାତ୍ରାର ଶେଷ ଦିନରେ ଆଜି ୧୨ଟି ଆଞ୍ଚଳିକ ଦଳର ନେତା ଯୋଗ ଦେବେ ବୋଲି ଜଣାପଡ଼ିଛି । ଏଥିସହ ବିରାଟ ରାଲି ଏବଂ ଶୋଭଯାତ୍ରା ଆୟୋଜନ ହେବ । ଭାରତ ଯୋଡୋ ଯାତ୍ରା ସମୟରେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ […]

କାଶ୍ମୀର: ଆଜି କାଶ୍ମୀରରେ ଶେଷ ହେଉଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଗତବର୍ଷ ସେପ୍ଟେମ୍ବର ୭ରେ ରାହୁଲ ଗାନ୍ଧୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଭାରତ ଯୋଡୋ ଯାତ୍ରା । ଭାରତ ଯୋଡୋ ଯାତ୍ରାର ଶେଷ ଦିନରେ ଆଜି ୧୨ଟି ଆଞ୍ଚଳିକ ଦଳର ନେତା ଯୋଗ ଦେବେ ବୋଲି ଜଣାପଡ଼ିଛି । ଏଥିସହ ବିରାଟ ରାଲି ଏବଂ ଶୋଭଯାତ୍ରା ଆୟୋଜନ ହେବ । ଭାରତ ଯୋଡୋ ଯାତ୍ରା ସମୟରେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ବିଭିନ୍ନ ରାଜ୍ୟ ଦେଇ ହଜାର ହଜାର ସମର୍ଥକଙ୍କ ଗହଣରେ କାଶ୍ମୀରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ । ଆଜି ଭାରତ ଯୋଡୋ ଯାତ୍ରା ଶେଷ ହେବାକୁ ଯାଉଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଲୋକଙ୍କ ପାଖରେ ପହଞ୍ଚିଛନ୍ତି କଂଗ୍ରେସ ନେତା । ଏଥିସହ ଦେଶରେ ବଢୁଥିବା ହିଂସା ଓ ବିଦ୍ବେଶକୁ ବିରୋଧ କରି ଏହି ଯାତ୍ରା ଆରମ୍ଭ କରିଥିଲା କଂଗ୍ରେସ । ଦେଶରେ ଭାଇଚାରା ଓ ପ୍ରେମର ସ୍ଥାପନା ପାଇଁ ଯାତ୍ରା ଆରମ୍ଭ କରିଥିବା କଂଗ୍ରେସ ସଫଳ ହୋଇଛି ବୋଲି ଦଳୀୟ ନେତା କହିଛନ୍ତି । ଆଜି ଆଞ୍ଚଳିକ ଦଳର ନେତା ଯୋଗ ଦେଉଥିବା ବେଳେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବ । ଗତକାଲି ଲାଲଚୌକରେ ରାହୁଲ ଗାନ୍ଧୀ ଜାତୀୟ ପତାକା ଉଡାଇଥିଲେ ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

30 Jan 2023 By The Sakala

ଆଜି କାଶ୍ମୀରରେ ଶେଷ ହେଉଛି ଭାରତ ଯୋଡୋ ଯାତ୍ରା

କାଶ୍ମୀର: ଆଜି କାଶ୍ମୀରରେ ଶେଷ ହେଉଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଗତବର୍ଷ ସେପ୍ଟେମ୍ବର ୭ରେ ରାହୁଲ ଗାନ୍ଧୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଭାରତ ଯୋଡୋ ଯାତ୍ରା । ଭାରତ ଯୋଡୋ ଯାତ୍ରାର ଶେଷ ଦିନରେ ଆଜି ୧୨ଟି ଆଞ୍ଚଳିକ ଦଳର ନେତା ଯୋଗ ଦେବେ ବୋଲି ଜଣାପଡ଼ିଛି । ଏଥିସହ ବିରାଟ ରାଲି ଏବଂ ଶୋଭଯାତ୍ରା ଆୟୋଜନ ହେବ । ଭାରତ ଯୋଡୋ ଯାତ୍ରା ସମୟରେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ବିଭିନ୍ନ ରାଜ୍ୟ ଦେଇ ହଜାର ହଜାର ସମର୍ଥକଙ୍କ ଗହଣରେ କାଶ୍ମୀରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ । ଆଜି ଭାରତ ଯୋଡୋ ଯାତ୍ରା ଶେଷ ହେବାକୁ ଯାଉଛି ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଲୋକଙ୍କ ପାଖରେ ପହଞ୍ଚିଛନ୍ତି କଂଗ୍ରେସ ନେତା । ଏଥିସହ ଦେଶରେ ବଢୁଥିବା ହିଂସା ଓ ବିଦ୍ବେଶକୁ ବିରୋଧ କରି ଏହି ଯାତ୍ରା ଆରମ୍ଭ କରିଥିଲା କଂଗ୍ରେସ । ଦେଶରେ ଭାଇଚାରା ଓ ପ୍ରେମର ସ୍ଥାପନା ପାଇଁ ଯାତ୍ରା ଆରମ୍ଭ କରିଥିବା କଂଗ୍ରେସ ସଫଳ ହୋଇଛି ବୋଲି ଦଳୀୟ ନେତା କହିଛନ୍ତି । ଆଜି ଆଞ୍ଚଳିକ ଦଳର ନେତା ଯୋଗ ଦେଉଥିବା ବେଳେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବ । ଗତକାଲି ଲାଲଚୌକରେ ରାହୁଲ ଗାନ୍ଧୀ ଜାତୀୟ ପତାକା ଉଡାଇଥିଲେ ।

https://www.thesakala.in/national-international/rahul-gandhis-bharat-jodo-yatra-ends-today/article-18538
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର