ଜେଲ୍‌ରେ ପୁତିନ୍‌ ବିରୋଧୀ ନଭ୍‌ଲନିଙ୍କ ମୃତ୍ୟୁ

The Sakala Picture
Published On

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଦୃଢ଼ ବିରୋଧୀ ନେତା ଆଲେକ୍ସି ନଭଲନି (୪୭)ଙ୍କ ମୃତ୍ୟୁ ହୋଇଛି। ସେ ରୁଷ୍‌ର ସବୁଠାରୁ ଥଣ୍ଡା ସହର ସାଇବେରିଆର ଏକ ଜେଲ୍‌ କଲୋନୀରେ ଥିଲେ। ତାଙ୍କୁ ୧୯ବର୍ଷ ଜେଲ୍‌ ଦଣ୍ଡାଦେଶ ମିଳିଥିଲା। ରିପୋର୍ଟ ଅନୁଯାୟୀ ସେ ଚାଲବୁଲା କରୁଥିବା ବେଳେ ହଠାତ ଅଚେତ ହୋଇପଡ଼ିଥିଲେ। ପରେ ଚିକିତ୍ସାଧୀନ ସମୟରେ ପ୍ରାଣ ହରାଇ ଥିଲେ। ଏହି ମାମଲାର ତଦନ୍ତ କରାଯିବ ବୋଲି ରୁଷ୍‌ ପକ୍ଷରୁ କୁହାଯାଇଛି। ପୁତିନଙ୍କ ଶାସନରେ ଚାଲିଥିବା ଦୁର୍ନୀତି […]

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଦୃଢ଼ ବିରୋଧୀ ନେତା ଆଲେକ୍ସି ନଭଲନି (୪୭)ଙ୍କ ମୃତ୍ୟୁ ହୋଇଛି। ସେ ରୁଷ୍‌ର ସବୁଠାରୁ ଥଣ୍ଡା ସହର ସାଇବେରିଆର ଏକ ଜେଲ୍‌ କଲୋନୀରେ ଥିଲେ। ତାଙ୍କୁ ୧୯ବର୍ଷ ଜେଲ୍‌ ଦଣ୍ଡାଦେଶ ମିଳିଥିଲା। ରିପୋର୍ଟ ଅନୁଯାୟୀ ସେ ଚାଲବୁଲା କରୁଥିବା ବେଳେ ହଠାତ ଅଚେତ ହୋଇପଡ଼ିଥିଲେ। ପରେ ଚିକିତ୍ସାଧୀନ ସମୟରେ ପ୍ରାଣ ହରାଇ ଥିଲେ। ଏହି ମାମଲାର ତଦନ୍ତ କରାଯିବ ବୋଲି ରୁଷ୍‌ ପକ୍ଷରୁ କୁହାଯାଇଛି। ପୁତିନଙ୍କ ଶାସନରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ନଭଲନି ସ୍ବର ଉତ୍ତୋଳନ କରୁଥିଲେ। ୨୦୨୧ରେ ସେ ଜର୍ମାନୀରୁ ଫେରିବା ପରେ ତାଙ୍କୁ ବିଭିନ୍ନ ଅଭିେଯାଗରେ ଗିରଫ କରାଯାଇଥିଲା। ପରେ ତାଙ୍କୁ ୧୯ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିବାହ ପୂର୍ବରୁ ଆଇଏଏସ୍: 'ଚାକିରି ପରେ ଯାଇ କରିବି ବାହାଘର', ପୂରଣ ହେଲା ଅମନଦୀପଙ୍କ ଶପଥ

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

17 Feb 2024 By The Sakala

ଜେଲ୍‌ରେ ପୁତିନ୍‌ ବିରୋଧୀ ନଭ୍‌ଲନିଙ୍କ ମୃତ୍ୟୁ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଦୃଢ଼ ବିରୋଧୀ ନେତା ଆଲେକ୍ସି ନଭଲନି (୪୭)ଙ୍କ ମୃତ୍ୟୁ ହୋଇଛି। ସେ ରୁଷ୍‌ର ସବୁଠାରୁ ଥଣ୍ଡା ସହର ସାଇବେରିଆର ଏକ ଜେଲ୍‌ କଲୋନୀରେ ଥିଲେ। ତାଙ୍କୁ ୧୯ବର୍ଷ ଜେଲ୍‌ ଦଣ୍ଡାଦେଶ ମିଳିଥିଲା। ରିପୋର୍ଟ ଅନୁଯାୟୀ ସେ ଚାଲବୁଲା କରୁଥିବା ବେଳେ ହଠାତ ଅଚେତ ହୋଇପଡ଼ିଥିଲେ। ପରେ ଚିକିତ୍ସାଧୀନ ସମୟରେ ପ୍ରାଣ ହରାଇ ଥିଲେ। ଏହି ମାମଲାର ତଦନ୍ତ କରାଯିବ ବୋଲି ରୁଷ୍‌ ପକ୍ଷରୁ କୁହାଯାଇଛି। ପୁତିନଙ୍କ ଶାସନରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ନଭଲନି ସ୍ବର ଉତ୍ତୋଳନ କରୁଥିଲେ। ୨୦୨୧ରେ ସେ ଜର୍ମାନୀରୁ ଫେରିବା ପରେ ତାଙ୍କୁ ବିଭିନ୍ନ ଅଭିେଯାଗରେ ଗିରଫ କରାଯାଇଥିଲା। ପରେ ତାଙ୍କୁ ୧୯ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।

https://www.thesakala.in/national-international/putin-critic-alexei-navalny-dies-in-arctic-circle-jail114985-2/article-29966
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର