ଚାଷୀଙ୍କୁ ‘ମଦୁଆ’ କହିବା ମହଙ୍ଗା ପଡ଼ିଲା ; ସାଂସଦଙ୍କ ଗାଡ଼ି ଭାଙ୍ଗିଲେ ବିକ୍ଷୋଭକାରୀ
ହିସ।ର : ଆନ୍ଦୋଳନରତ ଚାଷୀଙ୍କ ପ୍ରତି ଭିନ୍ନ ଟିକା ଟିପ୍ପଣୀ ଦେଇ ବିଜେପି ରାଜ୍ୟସଭା ସାଂସଦ ରାମଚନ୍ଦ୍ରର ଜାଙ୍ଗରା ଦୃଢ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଶୁକ୍ରବାର ହରିୟାଣାର ହିସାର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ କିଛି ଆନ୍ଦୋଳନକାରୀ କୃଷକ ତାଙ୍କୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରିଥିଲେ। କେନ୍ଦ୍ର କୃଷି ଆଇନ ବିରୋଧରେ କୃଷକମାନେ ଆନ୍ଦୋଳନ ଚଳାଇଥିବାରୁ ସାଂସଦଙ୍କ ସଭାସ୍ଥଳରେ ବ୍ୟାପକ ବ୍ୟାରିକେଟିଂ କରାଯିବା ସହ କୃଷକମାନଙ୍କୁ ଭିତରକୁ ଛଡ଼ା […]
ହିସ।ର : ଆନ୍ଦୋଳନରତ ଚାଷୀଙ୍କ ପ୍ରତି ଭିନ୍ନ ଟିକା ଟିପ୍ପଣୀ ଦେଇ ବିଜେପି ରାଜ୍ୟସଭା ସାଂସଦ ରାମଚନ୍ଦ୍ରର ଜାଙ୍ଗରା ଦୃଢ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଶୁକ୍ରବାର ହରିୟାଣାର ହିସାର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ କିଛି ଆନ୍ଦୋଳନକାରୀ କୃଷକ ତାଙ୍କୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରିଥିଲେ। କେନ୍ଦ୍ର କୃଷି ଆଇନ ବିରୋଧରେ କୃଷକମାନେ ଆନ୍ଦୋଳନ ଚଳାଇଥିବାରୁ ସାଂସଦଙ୍କ ସଭାସ୍ଥଳରେ ବ୍ୟାପକ ବ୍ୟାରିକେଟିଂ କରାଯିବା ସହ କୃଷକମାନଙ୍କୁ ଭିତରକୁ ଛଡ଼ା ଯାଇନଥିଲା।
ଏହି ସମୟରେ ସାଂସଦ ରାମଚନ୍ଦର ସଭାସ୍ଥଳର ସାଂସଦଙ୍କ ସମର୍ଥକମାନେ ଆନ୍ଦୋଳନକାରୀ କୃଷକଙ୍କ ସହ ମୁହାଁମୁହିଁ ତାଙ୍କ ଭାଷଣରେ କହିଥିଲେ ଯେ କୃଷି ଆଇନକୁ ନେଇ କୃଷକମାନଙ୍କର କୌଣସି ବିରୋଧ ନାହିଁ । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ସବୁ ବେକାର ଏବଂ ମଦୁଆ ଏବଂ ଅଯଥାରେ କେବଳ ଗଣ୍ଡଗୋଳ କରି ସମସ୍ୟା ସୃଷ୍ଟି କରୁଛନ୍ତି । ହେଲେ ସାଂସଦଙ୍କ ଏଭଳି ଭାଷଣ ଶୁଣି ଆନ୍ଦୋଳନକାରୀ କୃଷକମାନେ ଆହୁରି ଉତ୍ୟକ୍ତ ହୋଇପଡ଼ିବା ସହିତ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିବା ସହ ସମ୍ପୂର୍ଣ୍ଣ ବାଡ଼େଇ ଭାଙ୍ଗି ଦେଇଛନ୍ତି।