‘ମନ୍ କି ବାତ୍’ରେ ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

The Sakala Picture
Published On

ନୂଆଦିଲ୍ଲୀ: ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ୯୭ତମ ମନ୍ କି ବାତ୍ କାର୍ଯ୍ଯକ୍ରମରେ ଉଠିଲା ଓଡ଼ିଶା ମିଲେଟ୍‌ର ସଫଳତାର କାହାଣୀ । ସୁନ୍ଦରଗଡ଼ର ଆଦିବାସୀ ଏସଏଚଜି ମହିଳାଙ୍କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ରାଜ୍ୟର ମିଲେଟ ମିଶନ ବିଷୟରେ ଜଣାଇଲେ ମୋଦି । ଓଡ଼ିଶାର ମିଲେଟ୍ ମିଶନ ଏବେ ଜାତୀୟ ଗଣମାଧ୍ୟମର ହେଡଲାଇନ୍ ପାଲଟିଛି । ସୁନ୍ଦରଗଡ଼ର ଏକ ଆଦିବାସୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି […]

ନୂଆଦିଲ୍ଲୀ: ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ୯୭ତମ ମନ୍ କି ବାତ୍ କାର୍ଯ୍ଯକ୍ରମରେ ଉଠିଲା ଓଡ଼ିଶା ମିଲେଟ୍ ସଫଳତାର କାହାଣୀ ସୁନ୍ଦରଗଡ଼ର ଆଦିବାସୀ ଏସଏଚଜି ମହିଳାଙ୍କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ରାଜ୍ୟର ମିଲେଟ ମିଶନ ବିଷୟରେ ଜଣାଇଲେ ମୋଦି

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଓଡ଼ିଶାର ମିଲେଟ୍ ମିଶନ ଏବେ ଜାତୀୟ ଗଣମାଧ୍ୟମର ହେଡଲାଇନ୍ ପାଲଟିଛି ସୁନ୍ଦରଗଡ଼ର ଏକ ଆଦିବାସୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି ମିଶନରେ ସାମିଲ ହୋଇଛି ମିଲେଟ ସଫଳତା ପଛରେ ଓଡ଼ିଶାର ବହୁ ଏସଏଚଜି ମହିଳାଙ୍କ ହାତ ଥିବା ବେଳେ ସୁନ୍ଦରଗଡ଼ର ୧୫ ଶହ ମହିଳା ମାଣ୍ଡିଆରେ ପୁଷ୍ଟିକର ଖାଦ୍ୟ ତିଆରି କରୁଛନ୍ତି କୁକିଜ୍, ସରଗୋଲ, ଗୁଲାବ ଜାମୁନ, କେକ୍ ଆଦି ତିଆରି କରୁଛନ୍ତି ସବୁ ମାଣ୍ଡିଆ ପ୍ରସ୍ତୁତ ସାମଗ୍ରୀର ଚାହିଦା ଖୁବ୍ ରହିଛି ଏହାଦ୍ବାରା ମହିଳାମାନେ ଲାଭବାନ ହେଉଛନ୍ତି ରୋଜଗାରକ୍ଷମ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନିକଟରେ ଅନ୍ତର୍ଜାତୀୟ ଯୋଗ ଦିବସ ଅନ୍ତର୍ଜାତୀୟ ମିଲେଟ୍ ବର୍ଷକୁ ସ୍ବୀକୃତି ଦେଇଛି ଜାତିସଂଘ ଉଭୟ ଯୋଗ ମିଲେଟ୍ ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ବ ବହନ କରୁଛି ସୂଚନାଯୋଗ୍ୟ ୨୦୧୭ରେ ମିଲେଟ୍ ମିଶନ ଲଞ୍ଚ କରିଥିଲା ରାଜ୍ୟ

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର