ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

The Sakala Picture
Published On

23 ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ, ଜୋ ବିଡେନ ରାଷ୍ଟ୍ରପତି ହେବା ପରଠାରୁ ପ୍ରଥମ ଥର ପାଇଁ ଫେସ୍ ଟୁ ଫେସ୍ ଆଲୋଚନା କରିବେ ମୋଦି-ବାଇଡେନ୍ । କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ୱାଶିଂଟନ ଯାଉଛନ୍ତି, ଯେଉଁଠାରେ ସେ ବିଡେନ, ଅଷ୍ଟ୍ରେଲିଆର ସ୍କଟ ମୋରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବ । ଏହି ଅବସରରେ ଉଠିବ ଆତଙ୍କବାଦ, ଜଳବାୟୁ ଓ ବାଣିଜ୍ୟ କାରବାର ପ୍ରସଙ୍ଗ । […]

23 ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ, ଜୋ ବିଡେନ ରାଷ୍ଟ୍ରପତି ହେବା ପରଠାରୁ ପ୍ରଥମ ଥର ପାଇଁ ଫେସ୍ ଟୁ ଫେସ୍ ଆଲୋଚନା କରିବେ ମୋଦି-ବାଇଡେନ୍ । କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ୱାଶିଂଟନ ଯାଉଛନ୍ତି, ଯେଉଁଠାରେ ସେ ବିଡେନ, ଅଷ୍ଟ୍ରେଲିଆର ସ୍କଟ ମୋରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବ । ଏହି ଅବସରରେ ଉଠିବ ଆତଙ୍କବାଦ, ଜଳବାୟୁ ଓ ବାଣିଜ୍ୟ କାରବାର ପ୍ରସଙ୍ଗ । ସେହିଭଳି ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

ସେପ୍ଟେମ୍ବର ୨୪ରେ ୱାଶିଂଟନରେ ବାଇଡେନଙ୍କୁ ଭେଟିବେ ମୋଦି । ଏହା ପୂର୍ବରୁ ୨୩ ତାରିଖରେ ଜାପାନ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ସେହି ଦିନ ଆମେରିକାର ଉପରାଷ୍ଟ୍ରପତି କମଲା ହାରିଶଙ୍କୁ ମଧ୍ୟ ଭେଟିବେ । ୨୫ ତାରିଖରେ ୱାଶିଂଟନ୍‌ରେ କିଛି କାର୍ଯ୍ୟକ୍ରମରେ ସାମିଲ ହେବେ । ପରେ ନ୍ୟୁୟର୍କ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଆମେରିକାରେ ଆୟୋଜିତ ହେବାକୁ ଥିବା କ୍ୱାଡ ସମ୍ମିଳନୀରେ ଭାରତ ସହ ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ସାମିଲ ହେବେ । ଏଣୁ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଡୋମ୍ବିଭଲିରେ ଚାଞ୍ଚଲ୍ୟ: କଲେଜ କୋଠାରୁ ଡେଇଁ ପିଅନଙ୍କ ଆତ୍ମହତ୍ୟା

22 Sep 2021 By The Sakala

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

23 ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ, ଜୋ ବିଡେନ ରାଷ୍ଟ୍ରପତି ହେବା ପରଠାରୁ ପ୍ରଥମ ଥର ପାଇଁ ଫେସ୍ ଟୁ ଫେସ୍ ଆଲୋଚନା କରିବେ ମୋଦି-ବାଇଡେନ୍ । କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ୱାଶିଂଟନ ଯାଉଛନ୍ତି, ଯେଉଁଠାରେ ସେ ବିଡେନ, ଅଷ୍ଟ୍ରେଲିଆର ସ୍କଟ ମୋରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବ । ଏହି ଅବସରରେ ଉଠିବ ଆତଙ୍କବାଦ, ଜଳବାୟୁ ଓ ବାଣିଜ୍ୟ କାରବାର ପ୍ରସଙ୍ଗ । ସେହିଭଳି ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ।

ସେପ୍ଟେମ୍ବର ୨୪ରେ ୱାଶିଂଟନରେ ବାଇଡେନଙ୍କୁ ଭେଟିବେ ମୋଦି । ଏହା ପୂର୍ବରୁ ୨୩ ତାରିଖରେ ଜାପାନ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ସେହି ଦିନ ଆମେରିକାର ଉପରାଷ୍ଟ୍ରପତି କମଲା ହାରିଶଙ୍କୁ ମଧ୍ୟ ଭେଟିବେ । ୨୫ ତାରିଖରେ ୱାଶିଂଟନ୍‌ରେ କିଛି କାର୍ଯ୍ୟକ୍ରମରେ ସାମିଲ ହେବେ । ପରେ ନ୍ୟୁୟର୍କ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଆମେରିକାରେ ଆୟୋଜିତ ହେବାକୁ ଥିବା କ୍ୱାଡ ସମ୍ମିଳନୀରେ ଭାରତ ସହ ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ସାମିଲ ହେବେ । ଏଣୁ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି ।

https://www.thesakala.in/national-international/prime-minister-narendra-modi-on-a-visit-to-the-united-states/article-5564
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର