ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

The Sakala Picture
Published On

ନୂଆଦିଲ୍ଲୀ: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୭ରେ ଲଣ୍ଡନ ଗସ୍ତରେ ଯିବେ ଦ୍ରୌପଦୀ ମୁର୍ମୁ । ଶେଷକୃତ୍ୟରେ ଯୋଗଦେବା ଲାଗି ଶତାଧିକ ରାଷ୍ଟ୍ରକୁ ଅନୁରୋଧ କରାଯାଇଥିବାବେଳେ ଭାରତକୁ ମଧ୍ୟ ଅନୁରୋଧ କରାଯାଇଥିଲା । ଆସନ୍ତା ୧୯ରେ ସମ୍ପୂର୍ଣ୍ଣ ରାଜକୀୟ ମର୍ଯ୍ଯାଦା ଅନୁସାରେ ମହାରାଣୀଙ୍କ ଶେଷକୃତ୍ୟ ଅନୁଷ୍ଠିତ ହେବ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶାସନ କାଳରେ ୭୦ ବର୍ଷ ଧରି ଭାରତ […]

ନୂଆଦିଲ୍ଲୀ: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୭ରେ ଲଣ୍ଡନ ଗସ୍ତରେ ଯିବେ ଦ୍ରୌପଦୀ ମୁର୍ମୁ । ଶେଷକୃତ୍ୟରେ ଯୋଗଦେବା ଲାଗି ଶତାଧିକ ରାଷ୍ଟ୍ରକୁ ଅନୁରୋଧ କରାଯାଇଥିବାବେଳେ ଭାରତକୁ ମଧ୍ୟ ଅନୁରୋଧ କରାଯାଇଥିଲା । ଆସନ୍ତା ୧୯ରେ ସମ୍ପୂର୍ଣ୍ଣ ରାଜକୀୟ ମର୍ଯ୍ଯାଦା ଅନୁସାରେ ମହାରାଣୀଙ୍କ ଶେଷକୃତ୍ୟ ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶାସନ କାଳରେ ୭୦ ବର୍ଷ ଧରି ଭାରତ ଓ ବ୍ରିଟେନ ମଧ୍ୟରେ ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କ ରହିଥିଲା । କମନଓ୍ୱେଲଥର ମୁଖ୍ୟ ଭାବେ କୋଟି କୋଟି ଲୋକଙ୍କ କଲ୍ୟାଣ ଲାଗି ସେ ଜୀବନ ଉତ୍ସର୍ଗ କରିଥିଲେ । ମହାରାଣୀଙ୍କ ମହାପ୍ରୟାଣରେ ତାଙ୍କୁ ସମ୍ମାନ ଦେବା ଲାଗି ଗତ ୧୧ ତାରିଖରେ ପାଳିତ ହୋଇଥିଲା ରାଷ୍ଟ୍ରୀୟ ଶୋକ ଦିବସ । ମହାରାଣୀଙ୍କ ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆହୁରି ପଢ଼ନ୍ତୁ: ଏୟାର କାନାଡାରେ ନକଲି ପାଇଲଟଙ୍କ କାରନାମା: ୧୭ ବର୍ଷ ଧରି ବିନା ଲାଇସେନ୍ସରେ ଉଡ଼ାଇଲେ ୯୦୦ରୁ ଅଧିକ ବିମାନ, ପୋଲିସ କଲା ଗିରଫ

14 Sep 2022 By The Sakala

ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୭ରେ ଲଣ୍ଡନ ଗସ୍ତରେ ଯିବେ ଦ୍ରୌପଦୀ ମୁର୍ମୁ । ଶେଷକୃତ୍ୟରେ ଯୋଗଦେବା ଲାଗି ଶତାଧିକ ରାଷ୍ଟ୍ରକୁ ଅନୁରୋଧ କରାଯାଇଥିବାବେଳେ ଭାରତକୁ ମଧ୍ୟ ଅନୁରୋଧ କରାଯାଇଥିଲା । ଆସନ୍ତା ୧୯ରେ ସମ୍ପୂର୍ଣ୍ଣ ରାଜକୀୟ ମର୍ଯ୍ଯାଦା ଅନୁସାରେ ମହାରାଣୀଙ୍କ ଶେଷକୃତ୍ୟ ଅନୁଷ୍ଠିତ ହେବ ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶାସନ କାଳରେ ୭୦ ବର୍ଷ ଧରି ଭାରତ ଓ ବ୍ରିଟେନ ମଧ୍ୟରେ ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କ ରହିଥିଲା । କମନଓ୍ୱେଲଥର ମୁଖ୍ୟ ଭାବେ କୋଟି କୋଟି ଲୋକଙ୍କ କଲ୍ୟାଣ ଲାଗି ସେ ଜୀବନ ଉତ୍ସର୍ଗ କରିଥିଲେ । ମହାରାଣୀଙ୍କ ମହାପ୍ରୟାଣରେ ତାଙ୍କୁ ସମ୍ମାନ ଦେବା ଲାଗି ଗତ ୧୧ ତାରିଖରେ ପାଳିତ ହୋଇଥିଲା ରାଷ୍ଟ୍ରୀୟ ଶୋକ ଦିବସ । ମହାରାଣୀଙ୍କ ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର