ଉଜ୍ଜୟିନୀ ନାବାଳିକା ବଳାତ୍କାର ମାମଲା: ହେପାଜତରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

The Sakala Picture
Published On

ନୂଆଦିଲ୍ଲୀ: ଉଜ୍ଜୟିନୀରେ ଘଟିଥିବା ନାବାଳିକା ବଳାତ୍କାର ମାମଲାକୁ ନେଇ ସାରା ଦେଶ ସ୍ତବ୍‌ଧ ହୋଇଯାଇଛି । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭାରତ ସୋନିକୁ ଗିରଫ କରିଛି ପୋଲିସ । ତେବେ ପୋଲିସ ଅଭିଯୁକ୍ତକୁ ଘଟଣାସ୍ଥଳକୁ ସିନ୍‌ ରି-କ୍ରିଏସନ କରିବାକୁ ନେଉଥିବାବେଳେ ଖସିପଳାଇବାକୁ ଚେଷ୍ଟା କରୁଥିଲା। କିନ୍ତୁ ପୁଲିସର ଏକ ଟିମ୍‌ ତାକୁ କାବୁ କରି ନେଇଥିଲା। ହେଲେ ଏବେ ସେ ଆହତ ହୋଇଛି । ଖବର ଅନୁସାରେ, ମଧ୍ୟପ୍ରଦେଶ ଉଜ୍ଜୟିନୀ ସହର ନିକଟସ୍ଥ ଦାଣ୍ଡି ଆଶ୍ରମଠାରେ ଜଣେ […]

ନୂଆଦିଲ୍ଲୀ: ଉଜ୍ଜୟିନୀରେ ଘଟିଥିବା ନାବାଳିକା ବଳାତ୍କାର ମାମଲାକୁ ନେଇ ସାରା ଦେଶ ସ୍ତବ୍‌ଧ ହୋଇଯାଇଛି । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭାରତ ସୋନିକୁ ଗିରଫ କରିଛି ପୋଲିସ । ତେବେ ପୋଲିସ ଅଭିଯୁକ୍ତକୁ ଘଟଣାସ୍ଥଳକୁ ସିନ୍‌ ରି-କ୍ରିଏସନ କରିବାକୁ ନେଉଥିବାବେଳେ ଖସିପଳାଇବାକୁ ଚେଷ୍ଟା କରୁଥିଲା। କିନ୍ତୁ ପୁଲିସର ଏକ ଟିମ୍‌ ତାକୁ କାବୁ କରି ନେଇଥିଲା। ହେଲେ ଏବେ ସେ ଆହତ ହୋଇଛି ।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ଖବର ଅନୁସାରେ, ମଧ୍ୟପ୍ରଦେଶ ଉଜ୍ଜୟିନୀ ସହର ନିକଟସ୍ଥ ଦାଣ୍ଡି ଆଶ୍ରମଠାରେ ଜଣେ ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । କେବଳ ଦୁଷ୍କର୍ମ ନୁହେଁ, ପୀଡ଼ିତା ଜଣକ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ସହାୟତା ପାଇଁ ଡାକ ପକାଇଥିଲେ ମଧ୍ୟ ଉପସ୍ଥିତ ଲୋକେ ସହାୟତା ବଦଳରେ ଦେଖଣାହାରୀ ସାଜିବା ସଭ୍ୟ ସମାଜ ପାଇଁ ଆହୁରି ଅଭାବନୀୟ ହୋଇପଡ଼ିଛି। ଏହି ଅଭାବନୀୟ ଘଟଣାର ଦୃଶ୍ୟ ସିସିଟିଭିରେ ଘୂରି ବୁଲୁଥିବା ବେଳେ ଏବେ ସମାଜରୁ ମାନବିକତା ହଜିଯାଇଥିବା ସ୍ପଷ୍ଟ ହୋଇଛି। ଏପରିକି ନାବାଳିକା ଜଣକ ଚାଲିଚାଲି ପ୍ରତି ଲୋକଙ୍କ ଦୂଆରକୁ ଯାଇଥିବା ଉକ୍ତ ଭିଡିଓରେ ଦେଖାଯାଇଛି। କିନ୍ତୁ ନାବାଳିକାକୁ ସାହାଯ୍ୟ କରିବା ପ୍ରତିବଦଳରେ ଏଠାରୁ ଯାଅ କହି ତଡ଼ି ଦେଉଥିବା ଦେଖାଯାଉଛି। ତେବେ ଜଣେ ପୂଜାରୀ ନାବାଳିକାକୁ ନିଜ ଧୋତିରେ ଘୋଡ଼ାଇ ତାକୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତରୀ ଚିକିତ୍ସା ପରେ ନାବାଳିକା ଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

28 Sep 2023 By The Sakala

ଉଜ୍ଜୟିନୀ ନାବାଳିକା ବଳାତ୍କାର ମାମଲା: ହେପାଜତରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଉଜ୍ଜୟିନୀରେ ଘଟିଥିବା ନାବାଳିକା ବଳାତ୍କାର ମାମଲାକୁ ନେଇ ସାରା ଦେଶ ସ୍ତବ୍‌ଧ ହୋଇଯାଇଛି । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭାରତ ସୋନିକୁ ଗିରଫ କରିଛି ପୋଲିସ । ତେବେ ପୋଲିସ ଅଭିଯୁକ୍ତକୁ ଘଟଣାସ୍ଥଳକୁ ସିନ୍‌ ରି-କ୍ରିଏସନ କରିବାକୁ ନେଉଥିବାବେଳେ ଖସିପଳାଇବାକୁ ଚେଷ୍ଟା କରୁଥିଲା। କିନ୍ତୁ ପୁଲିସର ଏକ ଟିମ୍‌ ତାକୁ କାବୁ କରି ନେଇଥିଲା। ହେଲେ ଏବେ ସେ ଆହତ ହୋଇଛି ।

ଖବର ଅନୁସାରେ, ମଧ୍ୟପ୍ରଦେଶ ଉଜ୍ଜୟିନୀ ସହର ନିକଟସ୍ଥ ଦାଣ୍ଡି ଆଶ୍ରମଠାରେ ଜଣେ ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । କେବଳ ଦୁଷ୍କର୍ମ ନୁହେଁ, ପୀଡ଼ିତା ଜଣକ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ସହାୟତା ପାଇଁ ଡାକ ପକାଇଥିଲେ ମଧ୍ୟ ଉପସ୍ଥିତ ଲୋକେ ସହାୟତା ବଦଳରେ ଦେଖଣାହାରୀ ସାଜିବା ସଭ୍ୟ ସମାଜ ପାଇଁ ଆହୁରି ଅଭାବନୀୟ ହୋଇପଡ଼ିଛି। ଏହି ଅଭାବନୀୟ ଘଟଣାର ଦୃଶ୍ୟ ସିସିଟିଭିରେ ଘୂରି ବୁଲୁଥିବା ବେଳେ ଏବେ ସମାଜରୁ ମାନବିକତା ହଜିଯାଇଥିବା ସ୍ପଷ୍ଟ ହୋଇଛି। ଏପରିକି ନାବାଳିକା ଜଣକ ଚାଲିଚାଲି ପ୍ରତି ଲୋକଙ୍କ ଦୂଆରକୁ ଯାଇଥିବା ଉକ୍ତ ଭିଡିଓରେ ଦେଖାଯାଇଛି। କିନ୍ତୁ ନାବାଳିକାକୁ ସାହାଯ୍ୟ କରିବା ପ୍ରତିବଦଳରେ ଏଠାରୁ ଯାଅ କହି ତଡ଼ି ଦେଉଥିବା ଦେଖାଯାଉଛି। ତେବେ ଜଣେ ପୂଜାରୀ ନାବାଳିକାକୁ ନିଜ ଧୋତିରେ ଘୋଡ଼ାଇ ତାକୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତରୀ ଚିକିତ୍ସା ପରେ ନାବାଳିକା ଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର