ରୋଜଗାର ମେଳାରେ ୭୧ ହଜାର କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରୋଜଗାର ମେଳାରେ ପ୍ରାୟ ୭୧ ହଜାର କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବା ସହ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ନିଯୁକ୍ତି ପତ୍ର ୧୦ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତ ଅଭିଯାନ ‘ରୋଜଗାର ମେଳା’ ଅନ୍ତର୍ଗତ ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ କହିଛନ୍ତି ଯେ,  ବଦଳୁଥିବା ଭାରତରେ ରୋଜଗାର ହିଁ ନୁହେଁ ସ୍ବରୋଜଗାରର ସ୍ତର […]

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରୋଜଗାର ମେଳାରେ ପ୍ରାୟ ୭୧ ହଜାର କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବା ସହ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ନିଯୁକ୍ତି ପତ୍ର ୧୦ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତ ଅଭିଯାନ ‘ରୋଜଗାର ମେଳା’ ଅନ୍ତର୍ଗତ ପ୍ରଦାନ କରାଯାଉଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ କହିଛନ୍ତି ଯେ,  ବଦଳୁଥିବା ଭାରତରେ ରୋଜଗାର ହିଁ ନୁହେଁ ସ୍ବରୋଜଗାରର ସ୍ତର ମଧ୍ୟ ବଢ଼ିଛି। ବିଭିନ୍ନ କାରଣରୁ ନିୟମିତ ନିଯୁକ୍ତିରେ ବାଧା ରହିଥିଲା। ରୋଜଗାର ସୃଷ୍ଟିରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଦିଗରେ ରୋଜଗାର ମେଳା ମହତ୍ବପୂର୍ଣ୍ଣ ପଦକ୍ଷେପ ।ଏହା ଯୁବକଙ୍କୁ ସଶକ୍ତ ଏବଂ ରାଷ୍ଟ୍ର ବିକାଶ​‌ରେ ଯୋଗଦାନ ଦେବାର ଅବସର ପ୍ରଦାନ କରିବ। ଏହି କର୍ମଚାରୀଙ୍କୁ ଭାରତ ସରକାରଙ୍କ ବିଭିନ୍ନ ସରକାରୀ ଅନୁଷ୍ଠାନରେ ନିଯୁକ୍ତି ଦିଆଯିବ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର