ବିମାନ ଦୁର୍ଘଟଣା; ଘଟଣାସ୍ଥଳ ବୁଲି ଦେଖିଲେ, ହସ୍ପିଟାଲ୍ ଯାଇ ଆହତଙ୍କୁ ଭେଟିଲେ ମୋଦୀ….

The Sakala Picture
Published On

ଅହମ୍ମଦାବାଦ: ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ୧୭୧ ବିମାନଟି ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏଥିରେ ଅନେକ ଲୋକ ଆହତ ବି ହୋଇଛନ୍ତି।  ବିମାନଟି ଅହମ୍ମଦାବାଦର ଏକ ରେସିଡେନ୍‌ସିଆଲ୍‌ ଡାକ୍ତରୀ ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାପରେ ବଡ଼ ଧରଣର କ୍ଷତି ହୋଇଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରି ସେ “ସ୍ତବ୍ଧ ଏବଂ ଦୁଃଖିତ” ବୋଲି […]

ଅହମ୍ମଦାବାଦ: ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ୧୭୧ ବିମାନଟି ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏଥିରେ ଅନେକ ଲୋକ ଆହତ ବି ହୋଇଛନ୍ତି।  ବିମାନଟି ଅହମ୍ମଦାବାଦର ଏକ ରେସିଡେନ୍‌ସିଆଲ୍‌ ଡାକ୍ତରୀ ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାପରେ ବଡ଼ ଧରଣର କ୍ଷତି ହୋଇଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରି ସେ “ସ୍ତବ୍ଧ ଏବଂ ଦୁଃଖିତ” ବୋଲି କହିଛନ୍ତି। ପରେ ମୋଦୀ ମଧ୍ୟ ଘଟଣାସ୍ଥଳ ବୁଲିକି ଦେଖିଛନ୍ତି। ମୋଦୀ ପ୍ରଥମେ ଘଟଣାସ୍ଥଳ ବୁଲି ଦେଖିବା ପରେ ଅହମ୍ମଦାବାଦ୍‌ ହସ୍ପିଟାଲ୍‌ ଯାଇ ଆହତମାନଙ୍କୁ ଭେଟିଛନ୍ତି।ଏୟାରଲାଇନ୍ସ, ଏକ୍ସରେ  ଏକ ପୋଷ୍ଟରେ ନିଶ୍ଚିତ କରିଛି ଯେ ବିମାନରେ ଥିବା ୨୪୨ ଜଣ ଯାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରୁ କେବଳ ଜଣେ ଚମତ୍କାର ଭାବରେ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

13 Jun 2025 By The Sakala

ବିମାନ ଦୁର୍ଘଟଣା; ଘଟଣାସ୍ଥଳ ବୁଲି ଦେଖିଲେ, ହସ୍ପିଟାଲ୍ ଯାଇ ଆହତଙ୍କୁ ଭେଟିଲେ ମୋଦୀ….

ଅହମ୍ମଦାବାଦ: ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ୧୭୧ ବିମାନଟି ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏଥିରେ ଅନେକ ଲୋକ ଆହତ ବି ହୋଇଛନ୍ତି।  ବିମାନଟି ଅହମ୍ମଦାବାଦର ଏକ ରେସିଡେନ୍‌ସିଆଲ୍‌ ଡାକ୍ତରୀ ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାପରେ ବଡ଼ ଧରଣର କ୍ଷତି ହୋଇଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରି ସେ “ସ୍ତବ୍ଧ ଏବଂ ଦୁଃଖିତ” ବୋଲି କହିଛନ୍ତି। ପରେ ମୋଦୀ ମଧ୍ୟ ଘଟଣାସ୍ଥଳ ବୁଲିକି ଦେଖିଛନ୍ତି। ମୋଦୀ ପ୍ରଥମେ ଘଟଣାସ୍ଥଳ ବୁଲି ଦେଖିବା ପରେ ଅହମ୍ମଦାବାଦ୍‌ ହସ୍ପିଟାଲ୍‌ ଯାଇ ଆହତମାନଙ୍କୁ ଭେଟିଛନ୍ତି।ଏୟାରଲାଇନ୍ସ, ଏକ୍ସରେ  ଏକ ପୋଷ୍ଟରେ ନିଶ୍ଚିତ କରିଛି ଯେ ବିମାନରେ ଥିବା ୨୪୨ ଜଣ ଯାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରୁ କେବଳ ଜଣେ ଚମତ୍କାର ଭାବରେ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି।

https://www.thesakala.in/national-international/pm-modi-visits-ahmedabad-plane-crash-site-meets-lone-survivor-at-hospital/article-41137
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର